ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ଫେମସ ଥିବା ପିଣ୍ଟୁ ଆଉ ରୁପା ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ପିଣ୍ଟୁ ଆଉ ତାଙ୍କର ସ୍ତ୍ରୀ ରୁପା ଙ୍କର ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ଯେଉଁଠି କୁହାଯାଉଛି କି ଓଡିଶା ର ନମ୍ବର 1 ଭ୍ଲୋକର ରୁପା ଆଉ ପିଣ୍ଟୁ ଙ୍କର ଏକା ନୂଆ ଭିଡିଓ ଆସିଛି | ଆଉ ଯାହା ହେଉଛି ଦୀପାବଳି ସମୟର ଦୃଶ୍ୟ | ଆଉ ରୁପା ଆଉ ପିଣ୍ଟୁ ଙ୍କ ର ଦୀପାବଳି ସମୟରେ କେମିତି କୋଟାଇଲେ ଓ ମଜା ମସ୍ତି କରିଲେ ସେ ସମୟର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି | ତାହେଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ତେବେ ଯାହା ଦେଖିବାକୁ ମିଳିଛି କି ରୁପା ଆଉ ପିଣ୍ଟୁ ମିଶିକି ସୁନ୍ଦର ଭାବରେ ନିଜର ଘରକୁ ସଜେଇ ବାକୁ ଲାଗିଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଏହି ଭିଡିଓ ରେ ଘର ଓ ଘରର ବାହାରେ ମଧ୍ୟ ବିଭିନ୍ନ ପ୍ରକାରର ରଙ୍ଗ ର ରଙ୍ଗୀନ ଆଲ କୁ ଲଗାଯାଇଛି | ତାହା ପରେ ରନା , ରୁପା ସମସ୍ତେ ମିଶିକି ରଙ୍ଗୁଳି ଘର ଆଗରେ ସୁନ୍ଦର ଭାବରେ ପକାଇବାରେ ଲାଗିଛନ୍ତି | ଆଉ ଯେଉଁଥିରେ ହେପି ଦିୱାଲୀ ବୋଲି ମଧ୍ୟ ଲେଖା ଯାଇଛି | ଆଉ ଠାକୁର ଘର ଆଗରେ ମଧ୍ୟ ସୁନ୍ଦର ଭାବରେ ମୁରୁଜ ପକାଇବାକୁ ଲାଗିଛନ୍ତି ରୁପା |
ତେବେ ଏଠାରେ ଦେଖିବାକୁ ମିଳିଥିଲା କି ମୁରୁଜ ପକାଇବା ସହିତ ରୁପା ଆଉ ତାଙ୍କର ଶାଶୂ ମିଶିକି ସୁନ୍ଦର ଭାବରେ ଦୀପ ସଜେଇବାକୁ ଲାଗିଛନ୍ତି ଓ ଘରେ ଓ ମନ୍ଦିରରେ ମଧ୍ୟ ସଜାଇବାକୁ ଲାଗିଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଦୁଇଟି ବଡ଼ ଦୀପ କୁ ନେଇକି ମା ଙ୍କ ପାଖରେ ଅର୍ଥାତ ମନ୍ଦିରରେ ଦିଆ ଯାଇଛି | ତାହା ଛଡା ଆଉ ଯେଉଁ ଦୀପ ଗୁଡିକ ରହିଛି ତାହାକୁ ଘର ସାରା ବସାଇ ଦେଇଛନ୍ତି ଓ ବହୁତ ସୁନ୍ଦର ଭାବରେ ଘର ଟିକୁ ସଜେଇ ଦେବାରେ ଲାଗିଥିଲେ | ଆଉ ସମସ୍ତେ ଆନନ୍ଦରେ ସହିତ ଘର କୁ ସଜେଇବା ସହିତ ଆକାଶ ଛତା ମଧ୍ୟ ଉଡାଇବାକୁ ଲାଗିଛନ୍ତି |
ଯାହା ଦେଖିବାକୁ ମିଳିଛି କି ଦୀପ ବସେଇ ସାରିବା ପରେ ରୁପା ମିଠା ଖୁଆଇବାକୁ ଲାଗିଛନ୍ତି ଘରର ସମସ୍ତଙ୍କୁ | ଆଉ ତାହା ପରେ ପିଣ୍ଟୁ, ରୁପା ଓ ଘରର ସମସ୍ତେ ମିଶିକି ଦୀପାବଳି କୁ ଆନନ୍ଦର ସହିତ ଉପଭୋଗ କରିଛନ୍ତି | ତେବେ ପିଣ୍ଟୁ ଓ ଅନ୍ୟ ମାନେ ବାଣ ଫୁଟାଇବାକୁ ଲାଗିଛନ୍ତି ଓ ଆନନ୍ଦ ର ସହିତ ଦୀପାବଳି କୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି |ଆଉଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।