ଓଡ଼ିଆ Emotional ମ୍ୟାରେଜ ଡ୍ୟାନ୍ସ Song ” ମୁଁ ଏକ ଖୋଲା ପକ୍ଷୀ ” ବାହା ହେବା ପୂର୍ବରୁ ଏହି ଗୀତ ଶୁଣି ବାହା ହୁଅନ୍ତୁ….

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଯିଏ ଦେଖୁଛି ବାରମ୍ବାର ଦେଖିବାକୁ ଓ ଶୁଣିବାକୁ ଇଚ୍ଛା କରୁଛି | ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଅର୍ପିତା ତାଙ୍କର ସ୍ବରର କମାଲ ଦେଖାଇଛନ୍ତି | ଆଉ ଏହି ଭିଡ଼ିଓ ଟି ଦେଖିଲେ ଆପଣ ମାନେ ମଧ୍ୟ ଆଉ ଥରେ ଦେଖିବାକୁ ବା ଶୁଣିବାକୁ ଇଚ୍ଛା କରିବେ | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଦେଖାଯାଇଛି ଯେ ଓଡିଶା ର ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ଅର୍ପିତା ଚୌଧୁରୀ ଙ୍କ କଣ୍ଠ ରେ ରେକର୍ଡ ହେଇଛି ଏକ ସୁନ୍ଦର ଗୀତ ଯାହା ଓଡିଶାରେ ଚହଳ ସୃଷ୍ଟି କରିବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଟିକିଏ ନଜର ପକାଇବା ସେହି ଗୀତ ଉପରେ ଯାହା ଏବେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି |

ତେବେ ମିଳିଥିବା ସୂଚନା ଅନୁଯାୟୀ ଅର୍ପିତା ଚୌଧୁରୀ ଙ୍କ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଲକ୍ଷାଧିକ ଲୋକ ପସନ୍ଦ କରିଛନ୍ତି ବୋଲି ଜଣାପଡିଛି | ତାହାଲେ ଦର୍ଶକ ବନ୍ଧୁ ପୂର୍ବରୁ ମଧ୍ୟ ଆପଣ ଏହି କଣ୍ଠ ଶିଳ୍ପୀ ଙ୍କ ଗୀତ ଶୁଣିଥିବେ | ତେବେ ତାଙ୍କର ଏହି ଗୀତ ମାଧ୍ୟମରେ ସେ ଅନେକଙ୍କୁ ପଛରେ ମଧ୍ୟ ପକାଇଦେଇଥାନ୍ତି | ତେବେ ପୁଣି ଥରେ ତାଙ୍କ କଣ୍ଠରେ ବହୁତ ହଁ ସୁନ୍ଦର ଗୀତ ଶୁଣିବାକୁ ମିଳିଛି ବୋଲି ଦର୍ଶକ ମାନେ ମତ ରଖିଛନ୍ତି ବୋଲି କୁହାଯାଇଛି | ତେବେ ସୁନ୍ଦର ଭାବରେ ତାଙ୍କର ଗୀତ ର ଯାଦୁ ରେ ସମସ୍ତଙ୍କର ମନକୁ ମୁଗ୍ଧ କରେଇଛନ୍ତି କଣ୍ଠ ଶିଳ୍ପୀ ଅର୍ପିତା |

ତେବେ ଅର୍ପିତା ଚୌଧୁରୀ ଙ୍କ ର ଏହି ସୁନ୍ଦର ଗୀତ ଟି ଆଜିର ସମାଜରେ ଚାଲିଥିବା ଝିଅ ମାନଙ୍କ ଉପରେ ଲିଖିତ ହେଇଛି, ଯେଉଁ ଥିରେ ଝିଅ ମାନଙ୍କୁ କୁହାଯାଉଛି ବାହା ହେବା ପୂର୍ବରୁ ଏହି ଥରୁଟିଏ ଶୁଣିବା ପାଇଁ କୁହାଯାଇଛି | ତେବେ ଏହା ସହିତ ଏହି ଗୀତ ଶୁଣି ସମସ୍ତେ ପ୍ରଶଂସା କରିଥିବାରେ ଦେଖା ଯାଇଛି | ତେବେ ଓଡିଶା ର ଏହି କଣ୍ଠ ଶିଳ୍ପୀ ଗାଇଥିବା ଗୀତ ଟି ହେଉଛି, ” ମୁ ଏକ ଖୋଲା ପକ୍ଷୀ ” | ଆଉ ଏହି ଗୀତ ଟିକୁ ଏତେ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଅର୍ପିତା ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ମୁଗ୍ଧ ହୋଇଯିବେ |

ତେବେ ଅର୍ପିତା ଙ୍କର ଅନେକ ଗୀତ ଭିତରେ ଏହି ଗୀତ ଟି ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରିଛି |ତେବେ ଏହି ଗୀତ କୁ ସୁନ୍ଦର କଣ୍ଠରେ ଗାଇ ଅର୍ପିତା ଚୌଧୁରୀ ବେଶ ଲୋକପ୍ରିୟତା ହାସଲ କରିଥିବା ଜଣା ପଡିଛି ଏହି ଗୀତଟି ଆଜିର ସମାଜରେ ଝିଅ ମାନଙ୍କ ଉପରେ ପର୍ଯ୍ୟବେଶୀତ ବୋଲି କୁହାଯାଇଛି | ତେବେ ସେହିପରି ଭାବରେ ଏହି କଣ୍ଠ ଶିଳ୍ପୀ ବହୁତ ସୁନ୍ଦର ଭାବରେ ଗାଇ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି | ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ସମସ୍ତ ଙ୍କର ପସନ୍ଦ ହେବା ସହିତ ବେଶ ଲୋକପ୍ରିୟତା ହାସଲ କରିଥିବା ରେ ଦେଖା ଯାଇଛି |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସ୍ଟୁଡ଼ିଓ ଭର୍ଜନ ର ଏହି ଗୀତ ଲୋକ ମାନଙ୍କ ହୃଦୟ କୁ ବେଶ ଛୁଇଁଛି ବୋଲି କୁହାଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment