ଓଃ କି ଡ୍ୟାନ୍ସ ! ଡ୍ୟାନ୍ସ ଶିଖିବାର ଅଛି ତ ୟାଙ୍କ ଠାରୁ ଶିଖ ? ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ମାନ ଆପଣ ମାନେ ପ୍ରତେକ ଦିନ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି ରାସ୍ତା ଉପରେ dj ର ତାଳେ ତାଳେ ସୁନ୍ଦର ଭାବରେ ଝିଅ ମାନେ ଦଳ ଗତ ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ଯେଉଁ ଡାନ୍ସ କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ଆଉ ଯେଉଁ ଭିଡ଼ିଓ ଗୁଡିକ ରେ କିଛି କିଛି ନୂଆ ନୂଆ କଥା ମଧ୍ୟ ଦେଖିବାକୁ ମିଳୁଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି | ଆଉ ରାସ୍ତା ଉପରେ ଏକ ଭୋସାଣି ଉତ୍ସବ ରେ ରାସ୍ତା ରେ ଭିଡ଼ କରି dj ସହିତ ନାଚି ନାଚି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବାର |

ଆଉ ଯାହା କୁହାଯାଉଛି କି ଜୟ ବଜରଙ୍ଗୀ ବ୍ରାଣ୍ଡ ତରଫରୁ ଦେଖିବାକୁ ମିଳିଥିଲା ଏହି ଭଳି ଏକ ଭିଡ଼ିଓ | ଆଉ ଯେଉଁଠି ପୁଅ ଝିଅ ମାନେ ଏକାଠି ଡାନ୍ସ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି |ତେବେ ପୁଅ ଅପେକ୍ଷା ଝିଅ ମାନେ ସେମାନଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ ରାସ୍ତା ଉପରେ ବୋଲି କୁହାଯାଉଛି | ତାହା ସହିତ ଦେଖିବାକୁ ମିଳିଥିଲା କି ରାସ୍ତା ଉପରେ ଦଳ ଭାବରେ ଝିଅ ମାନେ ମିଶି କରିବାକୁ ଲାଗିଥିଲେ ଡାନ୍ସ | ଆଉ ଯେଉଁ ଡାନ୍ସ ର ଏହି ଭିଡ଼ିଓ କୁ କେହି ଜଣେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା କଥା କୁହାଯାଉଛି | ଆଉ ସମସ୍ତେ ବେଶ ଉପଭୋଗ କରୁଥିବାର ମଧ୍ୟ ଦେଖାଇବାକୁ ମିଳିଥିଲା ଏହି ଭିଡ଼ିଓ ରେ |

ଆଉ ଏହି ଶୋଭାଯାତ୍ରା ରେ ଏତେ ଭିଡ଼ ହୋଇଥିଲା କି ରାସ୍ତା ରେ ଗାଡ଼ି ମଟର ଯିବା ପାଇଁ ମଧ୍ୟ ରାସ୍ତା ନ ଥିଲା | ଆଉ ଝିଅ ପୁଅ ମାନେ ମିଳିମିଶି ରାସ୍ତା ଉପରେ ଡାନ୍ସ କରିବା ସହିତ ଏନଜୟ ମଧ୍ୟ କରୁଥିବାର ଦେଖୁବାକୁ ମିଳିଥିଲା ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି ଓ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment