Devi Ansuiya ଙ୍କ ଚମତ୍କାର Scene…. ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଆମର ସଂସ୍କୃତି, ପରମ୍ପରା ଓ ଐତିହାସିକ ଘଟଣା ବଳୀ କୁ ନେଇକି ପୌରାଣିକ କଥା କୁ ନେଇକି କିଛି ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ | ଆଉ ଯେଉଁ ଭିଡ଼ିଓ କୁ ଆପଣ ମାନେ ଦେଖିଲେ ବେଶ ଖୁସି ହେବା ସହିତ ଆପଣ ମାନଙ୍କର ମନ ମଧ୍ୟ ବେଶ ଖୁସି ହୋଇ ଯାଇଥାଏ ଓ ଅନେକ କିଛି କଥା ଜାଣିବାକୁ ମଧ୍ୟ ମିଳିଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଭଳି ପୌରାଣିକ ଘଟଣା ବସ୍ତୁ କୁ ନେଇକି ଭାଇରାଲ ହେଉଥିବା ଭିଡ଼ିଓ ଉପରେ ନଜର ପକାଇବା |

ଆଗ କାଳରେ ଲୋକ ମାନେ ପୌରାଣିକ ଘଟଣା ବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ଓ ତାହା ସହିତ ପୌରାଣିକ ଘଟଣା ବସ୍ତୁ ବିଷୟରେ ଜାଣିବା ସହିତ ସେଥିରୁ ଅନେକ କିଛି କଥା ଶିଖିବାକୁ ପାଉଥିଲେ ଯାହା ଆମ ମାନଙ୍କର ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନେ ଦେଖିବାକୁ ପାଉଛନ୍ତି ତାହା ହେଉଛି ସତୀ ଅନୁସୟା ଙ୍କର ପତି ବ୍ରତା ଗୁଣ ବିଷୟରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ ଯେଉଁଠି ସେହି ପୌରାଣିକ ଘଟଣା ବସ୍ତୁ କୁ ନେଇକି କିଛି କଥା ବର୍ତ୍ତମାନ ସାମ୍ନା କୁ ଆସିଛି |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରତରେ ଲୋକ ମାନେ ବିଶେଷ କରିକି ପୌରାଣିକ କାହାଣୀ ଉପରେ ଅଧିକ ବିଶ୍ୱାସ କରିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେହି ଭିଡ଼ିଓ ରେ ଅନୁସୟା ଙ୍କର ସତିତ୍ୱ କୁ ପରୀକ୍ଷା କରିବା ପାଇଁ ଯାଇଥିଲେ ବ୍ରହ୍ମଆ, ବିଷ୍ଣୁ ଓ ମହେଶ୍ୱର | ଆଉ ଯେଉଁଠି କୁହାଯାଉଛି କି ସେମାନେ ସତୀ ଅନୁସୟା ଙ୍କୁ ତାଙ୍କର ଲଜ୍ୟା କୁ ଛାଡିକି ତାଙ୍କ ଆଗରେ ଭିକ୍ଷା ଦେବା ସହିତ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କହିଥିଲେ | ଆଉ ଯେଉଁଥିପାଇଁ ପତି ବ୍ରତା ଅନୁସୟା ନିଜର ପତି ଙ୍କୁ ମନେ ମନେ ସ୍ମରଣ କରିଥିଲେ |

ଆଉ ତାହା ପରେ ପତି ଙ୍କର ଅନୁମତି କ୍ରମେ ନିଜର ସତୀତ୍ୱ ପାଇଁକି ସେମାନେ ଛୋଟ ଛୋଟ ପିଲା ହୋଇ ଯାଇଥିଲେ | ଆଉ ଅନୁସୟା ଜାଣିଥିଲେ କି ଜଣେ ସନ୍ତାନ ସାମ୍ନା ରେ ମା ଙ୍କର କୌଣସି ବି ଲଜ୍ୟା ନ ଥାଏ | ଆଉ ତାହା ପରେ ସେ ନିଜର ସତୀତ୍ୱ ର ପରିଚୟ ଦେଇ ସଂସାର ରେ ସବୁଠାରୁ ବଡ଼ ସତୀ ବୋଲି ପ୍ରମାଣିତ କରେଇଥିଲେ | ଆଉ ଏହି ପୌରାଣିକ କଥା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment