ତୁଳସୀ ଗଣନାଟ୍ୟ ରେ Aswin & Sonali ଙ୍କ Love ସଂଗ ” ସରୁନି ଗପ ସରୁନି ପାପ “…. ଦେଖନ୍ତୁ ରୋମାଣ୍ଟିକ ଡ୍ୟାନ୍ସ

ହଁ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଯାତ୍ରା କୁ ନେଇକି ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାକୁ ଲାଗୁଛି | ଆଉ ଯାହା ଦେଖିବାକୁ ମିଳିଛି କି ଯାତ୍ରା ର ଏହି ମହା ମଞ୍ଚରେ ରୋମାଣ୍ଟିକ ଗୀତ ରେ ଡାନ୍ସ କରିବାକୁ ଲାଗିଛନ୍ତି ତୁଳସୀ ଗଣନାଟ୍ୟ ରେ ମୁଖ୍ୟ ଭୂମିକା ରେ ଥିବା ହିରୋ ଆଉ ହିରୋଇନ ମାନେ | ଆଉ ତାଙ୍କର ଏହି ଭଳି ଯାତ୍ରା ର ମହା ମଞ୍ଚରେ ଡାନ୍ସ କୁ ଦେଖି ସମସ୍ତ ଦର୍ଶକ ମାନେ ମଧ୍ୟ ତାଙ୍କ ଆଡକୁ ବେଶ ଆକୃଷ୍ଟ ହେବାକୁ ଲାଗିଛନ୍ତି | ତାହା ସହିତ ସମସ୍ତଙ୍କ ର ମନରେ ଏକ ସ୍ୱତନ୍ତ୍ର ଜାଗା ମଧ୍ୟ ବନେଇ ପାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେବାକୁ ଲାଗିଛି ଯାତ୍ରା ମଞ୍ଚ ତୁଳସୀ ଗଣନାଟ୍ୟ ର ଏକ ଜବରଦସ୍ତ ଯାତ୍ରା ସଙ୍ଗ, ଆଉ ଯେଉଁ ସଙ୍ଗ ର ନାଁ ହେଉଛି “ସରୁନି ଗପ କି ସରୁନି ପାପ ” ନାମକ ଯାତ୍ରା ର ଏକ ରୋମାଣ୍ଟିକ ଗୀତ |ଆଉ ଯେଉଁ ଗୀତ ରେ ଅଶ୍ୱିନୀ ଙ୍କ ସହିତ ସୋନାଲି ତାଙ୍କର ଡାନ୍ସ ର ଜଲୱା ରେ ସମସ୍ତଙ୍କୁ ମୋତୁଆଲା କରିବାକୁ ଲାଗିଛନ୍ତି |”ହାତ ଧରି ବାଟ ଚାଲୁଥିବ ” ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତୁ ଦୁଇଜଣ | ଆଉ ଗୀତ ର ତଳେ ତଳେ ନିଜେ ଝୁମିବା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଝୁମାଇବାକୁ ଲାଗିଛନ୍ତି |

ତେବେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ର ଏହିଭଳି ଏକ ଦମଦାର ରୋମାଣ୍ଟିକ ସଙ୍ଗ ରେ ଯାତ୍ରା ମଞ୍ଚରେ ଝୁମିବାକୁ ଲାଗିଛନ୍ତି ଆଉ ଯାତ୍ରା ପ୍ରେମୀ ମାନଙ୍କର ମନକୁ ମଧ୍ୟ ଝୁମେଇଛନ୍ତି | ତେବେ ଯାତ୍ରା ଦୁନିଆରେ ବେଶ ପ୍ରସଂଶା ଅର୍ଜନ କରୁଥିବା ଯାତ୍ରା ପ୍ରେମୀ ମାନଙ୍କର ମନକୁ କିଣି ନେଇଛି ଏହି ରୋମାଣ୍ଟିକ ଗୀତ ଟି | ଆଉ ଯେଉଁଠି ଅଶ୍ୱିନୀ ଓ ସୋନାଲି ଙ୍କର ଦମଦାର ଝଲକ ସମସ୍ତଙ୍କୁ ଦିୱାନା କରେଇ ଦେଇଛି ବୋଲି କୁହାଯାଇଛି | ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ବେଶ ଛୁଇଁଛି, ଆଉ ଦର୍ଶକ ମାନେ ଅଧିକ ରୁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି ଯାତ୍ରା ପ୍ରତି |

ତେବେ ଅଶ୍ୱିନୀ ଙ୍କର ଓ ସୋନାଲି ଙ୍କର ଏହି ଭଳି ଡାନ୍ସ ର କମାଲ ରେ ଆମ ଯୁବ ପିଢ଼ି ମାନଙ୍କର ମନକୁ ଅଧିକ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଏହିଭଳି ଏକ ରୋମାଣ୍ଟିକ ସଙ୍ଗ ରେ ଉପସ୍ଥିତ ଥିବାସମସ୍ତ ଦର୍ଶକ ମାନେ ମଧ୍ୟ ବେଶ ଆକର୍ଷିତ ହେବାକୁ ଲାଗିଛନ୍ତି ବୋଲି ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment