ଓଃ କି ଡ୍ୟାନ୍ସ ! ପାଣିରେ ଭିଜି ଭିଜି ମହିଳା ମାନେ କଲେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ଅନେକ ସମୟରେ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ ଯାହା ଆମ ସମସ୍ତଙ୍କର ମନକୁ ଖୁସି କରେଇ ଦେଇଥାଏ | ଆଉ ଭାଇରାଲ ହେଉଥିବା ସେହି ଭଳି ମଜା ମସ୍ତି ର ଭିଡ଼ିଓ ଦେଖିଲେ ଆମକୁ ମଧ୍ୟ ନାଚିବାକୁ ଓ ଝୁମି ଯିବାକୁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମ ଓଡିଶା ରେ ବିଭିନ୍ନ ପ୍ରକାରର ପାର୍ବପର୍ବାଣି ରହିଛି | ଆଉ ତାହା ସହିତ ଖାଲି ଓଡିଶା ରେ ନୁହଁ ସାରା ଭାରତ ରେ ବିଭିନ୍ନ ସ୍ଥାନରେ ମଧ୍ୟ ଲୋକ ମାନଙ୍କ ବିଭିନ୍ନ ସମୟରେ ବିଭିନ୍ନ ପର୍ବ ରହିଛି | ଯାହାକୁ ଲୋକ ମାନେ ଖୁସି ମନରେ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳନ କରିଥାନ୍ତି ଓ ମନରେ ଶାନ୍ତି ଆଣିବା ସହିତ ସମସ୍ତଙ୍କ ସହିତ ମିଶିଥାନ୍ତି ଯାହା ଫଳରେ ଭାଇ ଚାରା ବଢିବାକୁ ଲାଗିଥାଏ |ଆଉ ସେହି ଭଳି ଏକ ପର୍ବ ହେଉଛି ରଙ୍ଗୀନ ପର୍ବ ଯାହାକୁ ଆମେ ମାନେ ହୋଲି ବୋଲି କହିଥାଉ | ଆଉ ସେହି ହୋଲି ପର୍ବ କୁ ଆମ ଭାରତର ବିଭିନ୍ନ ସ୍ଥାନରେ ଲୋକ ମାନେ ଖୁସି ମନରେ ପାଳନ କରିଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେ ଭିଡ଼ିଓ ଟି ହୋଲି ପର୍ବ ର ବୋଲି କୁହାଯାଇଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି ହୋଲି ପର୍ବ ରେ ପୁରୁଷ ମହିଳା କେହି ବି ଉଚ୍ଚ ନୀଚ ବାଦ ଓ ବିବାଦ କୁ ମନେ ରଖନ୍ତୁ ନାହିଁ ଆଉ ଖୁସି ମନରେ ପାଳନ କରିଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ପୁରୁଷ ଆଉ ମହିଳା ମାନେ ମିଶିକି ରାସ୍ତା ରେ ହୋଲି କୁ ଏନଜ୍ୟ କରୁଛନ୍ତି |

ତାହା ସହିତ ଦେଖିବାକୁ ମିଳିଥିଲା କି ରାସ୍ତା ଉପରେ ପାଣି ରେ ଭିଜିକି ସେମାନେ ଅଦା ଦେବାକୁ ଲାଗିଛନ୍ତି ଆଉ ପରସ୍ପର କୁ ମଧ୍ୟ ଭିଜାଇବାକୁ ଲାଗିଛନ୍ତି | ତାହା ବ୍ୟତୀତ ଦେଖିବାକୁ ମିଳିଥିଲା କି ଉଭୟ ଉଭୟ ଙ୍କ ସହିତ ଡାନ୍ସ ମଧ୍ୟ କରୁଛନ୍ତି ରାସ୍ତା ଉପରେ ଆଉ ହୋଲି ର ଏହି ପର୍ବ କୁ ବେଶ ଆନନ୍ଦ ର ସହିତ ଉପଭୋଗ କରୁଥିବାର ଦୃଶ୍ୟ ସାମ୍ନା କୁ ଆସିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment