ଭଦ୍ରକ କାଳୀପୂଜାରେ ସବୁ ଏକାଠି ହୋଇଥିଲେ, କିନ୍ତୁ ହଠାତ ଏମିତି କଣ ହେଲା ରୂପା ଙ୍କ ସହ…. ମାତ୍ର 4 ଘଣ୍ଟାରେ ୯୭କ ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ପିଣ୍ଟୁ ଭାଇ ଙ୍କ ର ପୁରା ପରିବାର ଭଦ୍ରକ ର କାଳୀ ପୂଜା ବୁଲି ଯାଇଛନ୍ତି। ତେବେ ସେମାନେ ସମସ୍ତେ ଘରୁ ଏକାଠି ହୋଇ ଭଦ୍ରକ କାଳୀ ପୂଜା ପାଇଁ ରେଡି ହୋଇସାରିଛନ୍ତି , ତା ମଧ୍ୟରେ ଏପଟେ ଖୁସି ମା ତାଙ୍କର ସଜବାଜ ଚଳେଇ ଛନ୍ତି। ଆଉ ପିଣ୍ଟୁ ଭାଇ ଆମର ତାଙ୍କର ଦୁଇ ଭଉଣୀ ଙ୍କ ସହ ଟିକେ ମଜା ମସ୍ତି କରିଛନ୍ତି ତା ପରେ ଗାଡି ରେ ସମସ୍ତେ ବାହାରିଛନ୍ତି। ତେବେ ସମସ୍ତେ ଯାଇ ପହଞ୍ଚିଛନ୍ତି ଭଦ୍ରକ ର କାଳୀ ପୂଜା ମଣ୍ଡପ ରେ।

ଭଦ୍ରକ ର କାଳୀ ପୂଜା ବହୁତ ପ୍ରସିଦ୍ଧ ଆପଣ ମାନେ ଜାଣିଛନ୍ତି , ତେବେ ସେଠାରେ ଅନେକ ପ୍ରକାରର ଖାଇବା ସବୁ ରହିଛି, ମଜା ମସ୍ତି କରିବା ପାଇଁ ଖେଳନା ମଧ୍ୟ ସବୁ ରହିଛି। ତେବେ ସେମାନେ କାଳୀ ପୂଜା ର ମେଳା କୁ ଉପଭୋଗ କରିବା ପରେ ତାଙ୍କର ଫେନ ମାନ ଙ୍କୁ ଭେଟିଛନ୍ତି ଏବଂ ସେମାନ ଙ୍କ ସହ ଫୋଟ ଉଠାଇ ଛନ୍ତି। ସେମାନ ଙ୍କ ର କିଛି ଏହିପରି ଫେନ ମଧ୍ୟ ରହିଛନ୍ତି ଯାହାଙ୍କୁ ଦେଖା କରିବା ପାଇଁ ସେମାନେ ଭଦ୍ରକ ରେଳ ଷ୍ଟେସନ କୁ ମଧ୍ୟ ଯାଇଛନ୍ତି। ଆଉ ପରେ ମା କାଳୀ ଙ୍କ ର ଦର୍ଶନ କରି ସମସ୍ତେ ହସ ଖୁସି ରେ ମେଳା ର ମଜା ନେଇ ଘରକୁ ଫେରିଛନ୍ତି। ତେବେ ଏହି ଭିଡ଼ିଓ ଟିକୁ ଆପଣ ମାନେ ଦେଖନ୍ତୁ ନିଶ୍ଚିତ ଆପଣ ଙ୍କୁ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment