ଯାତ୍ରା ସ୍ୱପ୍ନ ମହଲ ରେ Ollywood ହିରୋଇନ ଭୂମିକା ( Bhumika ) କଲେ କମାଲ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାତ୍ରା ଦୁନିଆ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି | ଆଉ ଯାତ୍ରା ଜଗତରେ ବର୍ତ୍ତମାନ ପାଦ ଦେଉଛନ୍ତି ଅଲିଉଡ ଅଭିନେତ୍ରୀ ଚୁଲବୁଲି ନାୟିକା ଭୂମିକା | ଆଉ ଭୂମିକା ନିଜର ଡାନ୍ସ ସହିତ ଡାଇଲଗ ଓ କମେଡି ର ଜଲୱା ରେ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଛନ୍ତି |ତେବେ ଦେଖିବାକୁ ମିଳିଥିଲା କି ଭୂମିକା ଷ୍ଟେଜ ରେ ତାଙ୍କର ନିଆରା ଅନ୍ଦାଜ ରେ ଦର୍ଶକ ମାନଙ୍କ ର ମନରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଛନ୍ତି | ତେବେ ଷ୍ଟେଜ ରେ କମାଲ ଦେଖାଇ ଦର୍ଶକ ମାନଙ୍କ ର ମନ କୁ କିଣିଥିବା ଭୂମିକା ଙ୍କର ଭାଇରାଲ ଭିଡିଓ ଉପରେ ଆସନ୍ତୁ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି କି ଦୁର୍ଗାପୂଜା ଅବସରରେ ବେଶ କିଛି ଦିନ ହେବ ସମସ୍ତ ପ୍ରକାରର ଷ୍ଟେଜ ପ୍ରଗ୍ରାମ ବନ୍ଦ ଥିବା ବେଳେ ବର୍ତ୍ତମାନ ଦୁର୍ଗାପୂଜା ଅବସରରେ ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାରର ପ୍ରଗ୍ରାମ ମାନ ଦେଖିବାକୁ ମିଳିଥିଲା | ତେବେ ଏହି ଦୁର୍ଗାପୂଜା ରେ ମଞ୍ଚ ଉପରେ ନିଜର ଝଲକ ଦେଖାଇ ନିଆରା ଅନ୍ଦାଜ ରେ ସମସ୍ତଙ୍କ ମନକୁ କିଣି ନେଇଥିଲେ ଭୂମିକା | ଆଉ ତାଙ୍କର ଅଭିନୟ କଥା ଆଉ ଡାନ୍ସ ର ଶୌଳି ଉପସ୍ଥିତ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବାର ଦେଖିବାକୁ ମିଳିଥିଲା | ଆଉ ବର୍ତ୍ତମାନ ସେହି ଭଳି କିଛି ଭିଡିଓ ଦେଖିବାକୁ ମିଳିଥିଲା |

ଆଉ ଯେଉଁଠି ଦେଖା ଯାଇଥିଲା କି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଭୂମିକା | ଆଉ ଭୂମିକା ଙ୍କର ଅଭିନୟ ଓଡିଶା ର ଘରେ ଘରେ ପ୍ରତେକ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଥିଲା | ତେବେ ଦର୍ଶକ ମାନେ ମଧ୍ୟ ସେହି ଭଳି ଜଣେ ଅଭିନେତ୍ରୀ ମାନଙ୍କ ସହିତ ମିଶିବା ପାଇଁ ଆଉ ତାଙ୍କର ଟିକିଏ ଝଲକ ପାଇବା ପାଇଁ ଅପେକ୍ଷା କରିକି ବସିଥିଲେ |ତେବେ ଦୁର୍ଗାପୂଜା ଅବସରରେ ଭୂମିକା ଙ୍କୁ ଷ୍ଟେଜ ଉପରେ ପାଇଁ ଦର୍ଶକ ମାନଙ୍କର ମନ ମଧ୍ୟ ବେଶ ଖୁସି ହୋଇଯାଇଥିଲା ବୋଲି କୁହାଯାଉଛି | ଆଉ ଏଠାରେ କମାଲ ଦେଖାଇବାକୁ ଲାଗିଛନ୍ତି ଭୂମିକା |

ତେବେ ଭୂମିକା ପ୍ରଥମେ ଦର୍ଶକ ମାନଙ୍କୁ ତାଙ୍କର ପ୍ରଣାମ ଜଣାଇବା ସହିତ ସେ ଦର୍ଶକ ମାନଙ୍କ ସହିତ ମିଶିକି କେତେ ଖୁସି ଥିଲେ ତାହା ମଧ୍ୟ କହିବା ସହିତ ପ୍ରଥମେ ତାଙ୍କର ଅଭିନୟ ର ଯାଦୁ ଦେଖାଇବା ସହିତ ପରେ “ତୁ ମୋ ଲଭ ଷ୍ଟୋରି “ଗୀତରେ ସୁନ୍ଦର ଭାବରେ ଡାନ୍ସ କରିଥିଲେ ଷ୍ଟେଜ ରେ ଆଉ ତାଙ୍କ ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଝୁମାଇ ଥିଲେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment