ସ୍ୱାମୀ ସ୍ତ୍ରୀ ହୋଟେଲ ଯାହା ଖାଇବା ମାତ୍ର ୬୦ ଟଙ୍କା… ଏମାନଙ୍କ ସଂଘର୍ଷର କାହାଣୀ ଶୁଣିଲେ କାନ୍ଦି ପକାଇବେ, ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ କଷ୍ଟ ଲାଗିଥାଏ, ଆଉ ଯାହାକୁ ଆମେ ସହ୍ୟ ମଧ୍ୟ କରି ପାରି ନ ଥାଉ |ତେବେ ଏଠାରେ ସେହିଭଳି ଏକ ଭିଡିଓ ଟିଏ ଦେଖିବାକୁ ମିଳିଛି ଆଉ ଯେଉଁଠି ନିଜର ରୋଗ ଆଉ ପରିବାରକୁ ଚଳାଇବା ପାଇଁ ବାପା ଜଣଙ୍କ କରିବାକୁ ଲାଗିଛନ୍ତି କଠିନ ପରିଶ୍ରମ | ଆଉ ବହୁତ ଦୁଃଖରେ ନିଜର ପରିବାର କୁ ଚଳାଉଛନ୍ତି ଓ ହୋଟେଲ ରେ ଦିନ ରାତି କାମ କରିକି ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ମଉସା ଆଉ ମାଉସୀ ଙ୍କର ଦୁଃଖଭରା କାହାଣୀ ଉପରେ ଆସନ୍ତୁ ନଜର ପକାଇବା |

ତେବେ ଏହି ହୋଟେଲ ର ନାଁ ହେଉଛି ସମୁନାଥ ହୋଟେଲ | ଆଉ ଏହି ହୋଟେଲ ରେ ଦିନ ରାତି କାମ କରିକି ନିଜର ପରିବାରକୁ ଚଳାଇବାରେ ଲାଗି ପଡିଛନ୍ତି ମଉସା ଆଉ ମାଉସି ଦୁଇଜଣ | ଆଉ ଯେଇଠି ଦେଖିବାକୁ ମିଳିଛି କି ମଉସା ଜଣଙ୍କର ବୟସ ପ୍ରାୟ 54 ହେଲାଣି | ଆଉ ମଉସା ଙ୍କର ନାଁ ହେଉଛି ରଂଜିତ ମହାୱାଟର ଆଉ ଯିଏ କି ନିଜର ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାରି ପଡିଥିଲେ ରାସ୍ତା ପାଖ ଜାଗା ଥିବା ଏହି ଜଳଖିଆ ଦୋକାନ ଟିକୁ ଖୋଲିବା ପାଇଁ |

ଆଉ ତାହା ପରେ ମଉସା ଜଣଙ୍କ ଖୋଲିବାକୁ ଚାହିଁଥିଲେ ଏକ ହୋଟେଲ ଆଉ ଯାହା କି 80 ମସିହା ପୁରୁଣା ଏକ ହୋଟେଲ ଆଉ ମଉସା ଙ୍କ ହୋଟେଲ ଖୋଲିବା ସମୟରେ ମୋଟନ ର ଦାମ ଥିଲା 60 ତାବକ ଆଉ ମାତ୍ର 20 ଟଙ୍କା ରେ ସେ ମୋଟନ ମିଲ ଲୋକ ମାନଙ୍କୁ ଖାଇବା କୁ ଦେଉଥିଲେ | କିନ୍ତୁ ଏବେ ମାଛ ଝୁଲ, ଅଣ୍ଡା ଝୁଲ, କଲରା ଆଳୁ ଚିପ୍ସ, ଝୁଡ଼ଙ୍ଗ ଆଳୁ ଚିପ୍ସ, ଆଲୁଭର୍ତ୍ତା, ଡାଲି, ବଡ଼ି ସହିତ ବାଇଗଣ ତରକାରୀ, ଡାଲି ଓ ତାହା ସହିତ ସ୍ପେଶାଲ ଚିକେନ ତରକାରୀ ଆଦି ଆଇଟମ କରିଛନ୍ତି |

ଆଉ ଲୋକ ଏହି ଯାହାକୁ ଖାଇବା ପାଇଁ ଆସୁଥିବାରୁ ମାତ୍ର 60 ଟଙ୍କା ରେ ମିଲ ଦେଉଛନ୍ତି ମଉସା ଜଣଙ୍କ | ଆଉ ମଉସା ଙ୍କର ଦେହ ଖରାପ ହୋଇଛି ଆଉ ତାଙ୍କର ଅପେରସନ ପାଇଁ 60-70 ହଜାର ଟଙ୍କା ଲାଗିବ ସେଥିପାଇଁ କଷ୍ଟ କରୁଛନ୍ତି ମଉସା ନକପ ସହିତ ମାଉସି ଦିନ ରାତି | ଆଉ ଏହି ଭିଡିଓ ମାଧ୍ୟମରେ ତାଙ୍କର ହୋଟେଲ କୁ ଖାଇବାକୁ ଯିବା ସହିତ ସରକାରୀ ସୁବିଧା ମଧ୍ୟ ଲଡ଼ୁଛନ୍ତି ମଉସା ଜଣଙ୍କ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment