ଦର୍ଶକ ବନ୍ଧୁ ଆଜି କାଲି କେଶ ଝଡ଼ିବା ଏକ ବଡ଼ ସମସ୍ୟା ରେ ପରିଣତ ହେଇଗଲାଣି | ଯାହା ଆମେ ଆମ ବ୍ୟସ୍ତ ବହୁଳ ଜୀବନରେ କେଶ ପାଇଁ ଚିନ୍ତାରେ ରହିଥାଉ | କାରଣ କେଶ ହଁ ଆମର ସୁନ୍ଦରତା କୁ ଦିଗୁଣିତ କରିଥାଏ | ସେଥିପାଇଁ ଆମେ ଆମ ନିଜର ଯେପରି ଭାବରେ ଯତ୍ନ ନେଇଥାଉ ସେହିପରି ଭାବରେ ଆମ କେଶ ର ମଧ୍ୟ ଯତ୍ନ ନେବା ଆବଶ୍ୟକ | ତେବେ ଏହି କେଶ ଝୋଡ଼ିବା ଓ କେଶ ଲମ୍ବା ନ ହେବା ର ବହୁତ କାରଣ ରହିଛି ଯେମିତକି, ପାଣିପାଗ ଓ ଆମ ଗାଧେଇବା ପାଣି ତାହାସହିତ ଆମର ଖାଇବା |
ତାହାଲେ ଦର୍ଶକ ବନ୍ଧୁ ଆପଣ ଯଦି ସୁସ୍ଥ କେଶ ଓ ଲମ୍ବା କେଶ କିପରି ପାଇପାରିବେ ସେ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ବିଷୟରେ ଜାଣିବା | ଯାହା ଆପଣଙ୍କୁ ଲମ୍ବା କେଶ ଦେବା ସହିତ କେଶ ଝୋଡ଼ିବା କୁ ମଧ୍ୟ ବନ୍ଦ କରିବ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ |
ଆବଶ୍ୟକୀୟ ଉପକରଣ :-ମନ୍ଦାର ପତ୍ର,ନିମ୍ବ ପତ୍ର, ଆଲୋବେରା, ନଡ଼ିଆ ତେଲ
ପ୍ରସ୍ତୁତି ପ୍ରଣାଳୀ :-ତେବେ ବର୍ତ୍ତମାନ ଏହି ଘରେଇ ଉପଚାରଟି ପ୍ରସ୍ତୁତି କରିବା ପାଇଁ ପ୍ରଥମେ ଆପଣ କିଛି ମନ୍ଦାର ପତ୍ର ନିୟନ୍ତୁ ଓ ଏହାକୁ ଭଲ ଭାବରେ ଧୋଇଦେଇ ଏକ ପାତ୍ର ରେ ରଖନ୍ତୁ | ତାପରେ ଏଥିରେ କିଛି ନିମ୍ବ ପତ୍ର ଓ ଗୋଟିଏ ଆଲୋବେରା ପତ୍ର ନେଇ ତାହାର ଜେଲି ବାହାର କରନ୍ତୁ | ତାପରେ ଏହି 3 ଟି ସାମଗ୍ରୀ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଆଣନ୍ତୁ | ତାପରେ ଏହା ଗ୍ରାଇଣ୍ଡିଙ୍ଗ ହେଇସାରିବା ପରେ | ସେଥିରେ ଅଳ୍ପ ପରିମାଣ ର ନଡ଼ିଆ ତେଲ ଦେଇ ଭଲ ଭାବରେ ମିକ୍ସ କରନ୍ତୁ ଓ ତାପରେ ଏହାକୁ ଆପଣଙ୍କ କେଶରେ ବ୍ୟବହାର କରନ୍ତୁ |
ବ୍ୟବହାର :-
ତେବେ ବନ୍ଧୁଗଣ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି କୁ ଆପଣଙ୍କ କେଶରେ ଭଲ ଭାବରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିୟନ୍ତୁ | ତାପରେ ଏହାକୁ ଆପଣ ଧୋଇ ଦିୟନ୍ତୁ ଦେଖିବେ ଏମିତି କିଛି ଦିନ ନିୟମତି କରିବା ପରେ ଆପଣଙ୍କ କେଶ କଳା, ଘନ କେଶ, ହେବା ସହିତ, କେଶ ଲମ୍ବା ମଧ୍ୟ ହେବାରେ ଦେଖା ଯାଏ | ଏହା ସହିତ ମୁଣ୍ଡରେ ଯଦି ଆପଣଙ୍କର ଉକୁଣୀ ଭଳି ସମସ୍ୟା ଦେଖା ଯାଉ ଥିବ ତାହାଲେ ଏହା ସହଜ ରେ ଆପଣଙ୍କ ସମସ୍ୟା କୁ ଦୂର କରିପାରିବ | କାରଣ ମନ୍ଦାର ଗଛ ର ଏହି ପତ୍ର ରେ ପ୍ରଚୁର ପରିମାଣ ର ଭିଟାମିନ A ରହିଛି ଯାହା ଆପଣଙ୍କ କେଶ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ଏହି ଘରେଇ ଉପଚାରଟି |
ତେବେ ଏହା ଥିଲା କେଶ ସମସ୍ୟାକୁ ଦୂର କରିବାର ସହଜ ଘରେଇ ଉପଚାର |