ଧାନ ବିଲ ମଝିରେ ହାତୀ କୁ ଚିଡ଼େଇବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଏମିତି ହେଲା youth ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

ସୋସିଆଲ ମିଡ଼ିଆରେ ଭାଇଆଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ପ୍ରତେକ ଦିନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ହାତୀ ଜଣଙ୍କ ତାଣ୍ଡବ ବିଷୟରେ ଭାଇରାଲ ହେଉଥିବା କେତେକ ଭିଡ଼ିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ହାତୀ ଟି ନଷ୍ଟ କରିବାକୁ ଲାଗିଛି ଚାଷ ଜମିକୁ ଆଉ ଜନ ବସତି ଅଞ୍ଚଳ ଭିତରକୁ ପଶି ଆସିକି ନଷ୍ଟ କରିବା ପାଇଁ ଲାଗିଛି ଚାଷ | ତାହା ସହିତ ଲୋକ ଜଣଙ୍କ ଉପରକୁ ହାତୀ ଟି କେଉଁଭଳି ଭାବରେ ଆକ୍ରମଣ କରିବାକୁ ଲାଗିଛି ତାହା ଏଠାରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦନ୍ତା ହାତୀ ଗୁଡିକୁ ମାଡ଼ି ଆସିଛନ୍ତି ଗାଁ କୁ | ଆଉ ତାହା ପରେ ହାତୀ ଟି ଆକ୍ରମଣ କରିବାକୁ ଲାଗିଛି ଘର ଓ ଚାଷ ଜମି ଉପରେ ବୋଲି କୁହାଯାଉଛି | ଏହା ସହିତ ଦେଖିବାକୁ ମିଳୁଛି କି ଏହି ହାତୀ 3 ଟି ମାଡ଼ି ଆସିଛି ଗାଁ କୁ | ଆଉ ଯାହା ଫଳରେ ଲୋକ ମାନେ ଭୟ ଭୀତ ମଧ୍ୟ ହୋଇ ଯାଇଛନ୍ତି ଆଉ ଦୋୖଡିକି ପଳେଇ ଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି |ତାହା ସହିତ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ହାତୀ ଟି ପ୍ରାଥମେ ଗାଁ ଭିତରେ ବସିଥିଲା |

ଆଉ ତାହା ପରେ ଦେଖିବାକୁ ମିଳିଛି କି ଦନ୍ତା ହାତୀ ଟି ପରେ ପଶି ବାକୁ ଲାଗିଥିଲା ଚାଷ ଜମି ଭିତରକୁ | ଆଉ ଯାହା ଫଳରେ ହାତୀ ଗୁଡିକ ଚାଷ ଜମି କୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା କୁ ଲାଗିଛି | ଆଉ ତାହା ପରେ ଧାନ ଜମି ଭିତରେ ପଶିକି ଧାନ ଗଛ ଗୁଡିକୁ ଉପାଡି ନଷ୍ଟ କରିବାକୁ ଲାଗିଛି | ଆଉ ହାତୀ ଗୁଡିକ ମଧ୍ୟ ଚାଷ ଜମିକୁ ନଷ୍ଟ କରିବା ସହିତ ଲୋକ ଜଣଙ୍କ ଉପରେ ମଧ୍ୟ ଆଟାକ କରିବାକୁ ଲାଗିଛନ୍ତି |

ଯାହା ଦେଖିବାକୁ ମିଳିଥିଲା କି ଲୋକ ଜଣଙ୍କ ଉପରେ ହାତୀ ଟି ରାଗି ଯାଇଛି ଆଉ ଦେଖିବା ପରେ ଲୋକ ଜଣଙ୍କ ଉପରେ ଆକ୍ରମଣ କରୁଛି |ଆଉ ଯାହା ଫଳରେ ହାତୀ ଭୟ ର ଲୋକ ଜଣଙ୍କ ଜମି ରେ ପଡିକି କାଦ ହୋଇ ଯାଇଛନ୍ତି ଆଉ ଜୀବନ ରକ୍ଷା କରିକି ପଳେଇ ଯିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |ଆଉ ଏହି ଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment