ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ବିଷୟରେ ଆପଣ ମାନେ ଜାଣିଥିବେ ଆଉ ଶୁଣିଥିବେ ମଧ୍ୟ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଆଉ ଯେଉଠି ଦେଖିବାକୁ ମିଳିଛି କି ନିଜର ନିଆରା ସ୍ୱର ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଓଡ଼ିଶାର ବେଶ ସୁନାମ ଧନ୍ୟା ସଂଗୀତ କାର ସମସ୍ତଙ୍କର ଅତି ପ୍ରିୟର କଣ୍ଠଶିଳ୍ପୀ ଅସୀମା ପଣ୍ଡା | ଆଉ ଷ୍ଟେଜ ରେ ତାଙ୍କର ଦମଦାର ପୋରଫୋମେନ୍ସ ଦେଇ ସମସ୍ତଙ୍କର ମନକୁ ମଧ୍ୟ ଜିତି ପାରିଛନ୍ତି ସେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅସୀମା ପଣ୍ଡା ଙ୍କର ଷ୍ଟେଜ ରେ ଗାଇଥିବା ଗୀତ ଉପରେ ଟିକିଏ ନଜର ପକାଇବା |
ତେବେ ଅସୀମା ପଣ୍ଡା ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ନିଜର ସ୍ୱର ବଳରେ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି | ଆଉ ତାହା ସହିତ ଓଡ଼ିଆ ଫ୍ଲିମ ଜଗତ ସହିତ ଅନେକ ପ୍ରକାରର ଗୀତ ଗାଇ ସମସ୍ତଙ୍କର ମନକୁ ହରଣ କରିପାରୁଥିବା ଘରେ ଘରେ ପରିଚିତ ଥିବା ସେହି ଚିହ୍ନ ସ୍ୱର ହେଉଛି ଅସୀମା ପଣ୍ଡା ଙ୍କର |ଆଉ ଏଠାରେ ଦେଖୁବାକୁ ମିଳିଛି କି “ରସିଆ” ଗୀତ ରେ ସମସ୍ତଙ୍କର ମନକୁ ହରଣ କରିବାରେ ଲାଗିଛନ୍ତି ସେହି ଜଣା ଶୁଣା କଣ୍ଠ ଶିଳ୍ପୀ ଅସୀମା ପଣ୍ଡା |
ଆଉ ଏଠାରେ ଦେଖିବାକୁ ମିଳିଛି କି ବରଗଡ଼ ଟୁକୁରିଆ ରେ ହେଉଥିବା ଗଜ ଲକ୍ଷ୍ମୀ ପୂଜା ରେ ଏକ ଦମଦାର ପୋରଫୋମେନ୍ସ ଦେବାକୁ ଲାଗିଛନ୍ତି ଅସୀମା ପଣ୍ଡା | ତେବେ ଅସୀମା ପଣ୍ଡା ଙ୍କ ସହିତ ତାଙ୍କର ଆଉ ଜଣେ ସାଥି ମଧ୍ୟ ସୁନ୍ଦର ଭାବରେ ନିଜର ସ୍ବରର ଯାଦୁ ରେ ସମସ୍ତଙ୍କର ମନକୁ କିଣି ପାରିଛନ୍ତି ଅସୀମା ପଣ୍ଡା |ଆଉ ନିଜର ଏହି ଗୀତର ଯାଦୁରେ ସମସ୍ତ ଦର୍ଶକ ଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଲାଗିଛନ୍ତି ସମସ୍ତ ଙ୍କର ପ୍ରିୟ ସଂଗୀତକାର ଅସୀମା ପଣ୍ଡା | ଆଉ ନିଜର ଗୀତର ଯାଦୁ ରେ ସମସ୍ତଙ୍କୁ କରିଛନ୍ତି ଦିୱାନୀ |
ତେବେ ଅସୀମା ଙ୍କ ର ଏହି ଗୀତ ର ଯାଦୁ ରେ ଝୁମି ଯାଇଛନ୍ତି ସମସ୍ତେ | ଆଉ ଅସୀମା ପଣ୍ଡା ଙ୍କର ଗୀତ ସହିତ ସମସ୍ତେ ମଧ୍ୟ ଗୀତ ଗାଇ ନାଚିବାକୁ ଲାଗିଛନ୍ତି | ଆଉ ଗୀତ କୁ ମଧ୍ୟ ବେଶ ଏନଜୟ କରୁଥିବାର ଦେଖିବାକୁ ମିଳିଛି |ଆଉ ଅସୀମା ପଣ୍ଡା ଙ୍କର ଗୀତ ସହିତ ଉପସ୍ଥିତ ଥିବା ସମସ୍ତ ଦର୍ଶକ ମାନେ ମଧ୍ୟ ମାଜି ଯାଇଛନ୍ତି ଆଉ ଅସୀମା ପଣ୍ଡା ଙ୍କର ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।