ଆପଣ ତ ଅନେକ ଡାନ୍ସ ର ଭିଡିଓ କୁ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଡାନ୍ସ ର ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ହୁଏତ ଆଗରୁ ଆପଣ ଓଡ଼ିଆ ଟିଭି ଶୋ ରେ ଏମିତି ଜବରଦସ୍ତ ଡାନ୍ସ ର ଜଲୱା କେବେ ଦେଖି ନଥିବେ। ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ସିଦ୍ଧାର୍ଥ ଟିଭି ର ଏକ ଲୋକପ୍ରିୟ ଡାନ୍ସିଂ ରିଏଲିଟି ଶୋ ନାଚ ଓଡ଼ିଶା ର ଏକ ଦମଦାର ପରଫରମାନ୍ସ। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହିତ ନିଶ୍ଚିତ ଖୁସି ହେବେ।ଏହା ହେଉଛି ସିଦ୍ଧାର୍ଥ ଟିଭି ର ନାଚ୍ ଓଡ଼ିଶା ରିଏଲିଟି ଶୋର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ର ଜଣେ ମହିଳାଙ୍କ ଜବରଦସ୍ତ ଡାନ୍ସ ପ୍ରଦର୍ଶନ ର ଭିଡିଓ।
ତେବେ ଆପଣ ମାନେ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏହି ଡାନ୍ସ ର ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ରେ ନିଜର ପ୍ରତିଭାକୁ ଦେଖାଇ ଆଗକୁ ଯିବାକୁ ଚାହୁଁଥିବା ଆଶାୟୀ ବା ପ୍ରତିଯୋଗୀ ମାଆ ମାନଙ୍କ ପାଇଁ ଏହି ମଞ୍ଚ ଡାନ୍ସ ର ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ଏତେ ଅଧିକ ରହିଛି ଯେ ଏହି ଡାନ୍ସ ର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ଆଉ ଅଡିଶୋନ ରାଉଣ୍ଡ ରୁ ଅନେକ ପ୍ରତିଯୋଗୀ ତାଙ୍କର ପ୍ରଦର୍ଶନ ଦେଖାଇ ସାରିବା ପରେ ଶେଷରେ ରହିଛନ୍ତି କିଛି ବଛା ବଛା ପ୍ରତିଯୋଗୀ ଯେଉଁମାନେ ବିଚାରକ ମାନଙ୍କ ହୃଦୟକୁ କିଣି ଆସି ପହଁଚି ଛନ୍ତି ଗ୍ରାଣ୍ଡ ଫାଇନାଲ ରାଉଣ୍ଡରେ।
ସେହି ଫାଇନାଲିଷ୍ଟ ମାନଙ୍କ ମଧ୍ୟରୁ ଜଣେ ପ୍ରତିଯୋଗୀଙ୍କ ଜବରଦସ୍ତ ଡାନ୍ସ ର ଜଲୱା ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହା କେବେବି ଆଗରୁ ଓଡ଼ିଶାର ଏପରି କୌଣସି ରିଏଲିଟି ଶୋ ରେ ଦେଖିବାକୁ ମିଳି ନଥିଲା।କାରଣ ଏହି ମହିଳା ଜଣଙ୍କ ଯେମିତି ଡାନ୍ସ କରୁଛନ୍ତି ତାହା ଟିକେ ହଟକେ ରହିଛି ଅନ୍ଯ ମାନଙ୍କ ଡାନ୍ସ ତୁଳନାରେ।ଏହି ପ୍ରତିଯୋଗୀ ଜଣଙ୍କର ନାମ ହେଉଛି ମମିତା ମାଝୀ।ସେ ଯେଉଁଭଳି ଭାବରେ ଆକର୍ଷଣୀୟ ଡାନ୍ସ ର ପ୍ରଦର୍ଶନ ଦେଖାଉଛନ୍ତି ତାହା ଦେଖି ବିଚାରକ ମାନେ ବେଶ୍ ଖୁସି ହେବା ସହିତ ତାଙ୍କର ଏଭଳି ଡାନ୍ସ ର ପ୍ରଶଂସା କରିଛନ୍ତି।
କାରଣ ଏପରି ଭାବରେ ଡାନ୍ସ ବହୁତ୍ କମ୍ ଦେଖିବାକୁ ମିଳିଥାଏ ଯାହା ଏତେ ସହଜ ନୁହେଁ ଏବଂ ବେଶ୍ ଆକର୍ଷଣୀୟ ଅଟେ। ସମସ୍ତେ ମମିତାଙ୍କ ଏଭଳି ଡାନ୍ସ କୁ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା କରୁଛନ୍ତି। ଆଉ ଆପଣ ବି ମମିତା ମାଡାମ୍ ଙ୍କ ଏହି ଡାନ୍ସ କୁ ଦେଖି ବହୁତ୍ ଖୁସି ହେବେ ଏବଂ ଏହାକୁ ନିଶ୍ଚିତ ଉପଭୋଗ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।