ଦିଅର ଭାଉଜ ଙ୍କ ଗଡାଗଡି ହୋଇ Holi ଖେଳ… ଜୀବନରେ ଆଜି ପର୍ଯ୍ୟନ୍ତ ଏମିତି ଖେଳ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ଭାଇରାଲ ହେଉଥିବା ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯିବେ | ଆଉ ସାଧାରଣତଃ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯେତେବେଳେ କିଛି ମଜାଳିଆ ଭିଡ଼ିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ ବୋଲି କୁହାଯାଉଛି | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିକିଛି ଦିଅର ଓ ଭାଉଜ ଙ୍କର ରଙ୍ଗ ଖେଳ ର ଭିଡ଼ିଓ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆମେ ମାନେ ପ୍ରତେକ ଦିନ ଦେଖିବାକୁ ପାଇଥାଉ | କିନ୍ତୁ ଯେତେବେଳେ କିଛି ମଜାଳିଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସେତେବେଳେ ସେହି ଭଳି ଭିଡ଼ିଓ କୁ ବାରମ୍ବାର ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଏକ ମଜାଳିଆ ଭିଡ଼ିଓ ଦେଖିବାକୁ ମିଳିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି ହୋଲି ପର୍ବ ରେ ସୁନ୍ଦର ଭାବରେ ରଙ୍ଗ ଖେଳ ର ମଜା ନେବାକୁ ଲାଗିଛନ୍ତି ଦିଅର ଓ ଭାଉଜ ଜଣଙ୍କ | ତେବେ ଆପଣ ମାନେ ଜାଣିଥିବେ କି ହୋଲି ପର୍ବ ଟି ଖାଲି ଆମ ଓଡିଶା ରେ ନୁହଁ ସାରା ଭାରତ ବର୍ଷ ର ଲୋକ ମାନେ ବେଶ ଖୁସି ଆଉ ମଜା ର ସହିତ ପାଳନ କରିଥାନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ ଦେଖିବାକୁ ମିଳିଥାଏ କି ହୋଲି ରେ ବଡ଼ ସାନ ସମସ୍ତେ ମିଶିକି ଏହି ପର୍ବ କୁ ପାଳନ କରିଥାନ୍ତି ଆଉ ମଜା ମଧ୍ୟ ନେଇଥାନ୍ତି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁଭଳି ଭାବରେ ଦିଅର ଜଣଙ୍କ ତାଙ୍କର ଭାଉଜ ଙ୍କୁ ପ୍ରଥମେ ରଙ୍ଗ ଲଗାଇଥିଲେ ଆଉ ତାହା ପରେ ଭାଉଜ ଓ ଆଉ କିଛି ଜଣ ମିଶିକି ପ୍ରଥମେ ଦିଅର ଜଣଙ୍କ ଉପରକୁ ପାଣି ଢାଳି ଭିଜାଇ ଦେଇଥିଲେ | ଆଉ ତାହା ପରେ ତାଙ୍କର ଦେହ ରେ ରଙ୍ଗ କୁ ଢାଳି ପୁରା ପୁରି ରଙ୍ଗୁଳୀ ବନେଇ ଦେଇଥିଲେ ଆଉ ମଜା ମଧ୍ୟ କରୁଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment