ଓଃ କି ମସ୍ତି ! ଦିଅର ଭାଉଜ ଙ୍କ ରୋମାଣ୍ଟିକ Holi ଖେଳ… ଆଜି ପର୍ଯ୍ୟନ୍ତ ଏମିତି ଖେଳ ଜୀବନରେ କେବେ ଦେଖି ନଥିବେ…

ଆଜି ପବିତ୍ର ଦୋଳପୂର୍ଣ୍ଣିମା ଆନନ୍ଦ ଓ ଭାଇଚାରାର ପର୍ବ ହୋଲି । ହୋଲିକୁ ନେଇ ସାରା ଦେଶରେ ଆୟୋଜିତ ହେଉଛି ଭଳିକ ଭଳି କାର୍ଯ୍ୟକ୍ରମ। ଆଉ ଏଭଳି ସମୟରେ ବ୍ରହ୍ମପୁର ସହର ରେ ରଙ୍ଗର ଏହି ପର୍ବକୁ ଛୋଟ ଶିଶୁଙ୍କ ମଧ୍ୟରେ ବେଶ ଖୁସିର ସହକାରେ ପାଳନ କରାଯାଇଛି । ଯାହାକି ରାଧାକୃଷ୍ଣ ବେଶରେ ହୋଲି ଖେଳିଛନ୍ତି ରେଶମ ସହରର ଛୋଟ ଶିଶୁମାନେ । ବ୍ରହ୍ମପୁର ସହରର ବ୍ରଜନଗର ଠାରେ ଏହି ଅବସର ରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଏଥିରେ ଶିଶୁ ମାନେ ସାତ ରଙ୍ଗରେ ରଙ୍ଗେଇ ହୋଇ ପରସ୍ପର ମଧ୍ୟରେ ଫଗୁ ଓ ଅବିର ବୋଳି ଦହିହାଣ୍ଡି ଭାଙ୍ଗି ଏହାର ବେଶ ମଜ୍ଜା ଉଠାଇଥିଲେ ।

ଶିଶୁମାନଙ୍କ ମଧ୍ୟରେ ରଙ୍ଗ କଣ ଏହାର ବ୍ୟବହାର ଏବଂ ହୋଲି ପର୍ବ ସଂପର୍କରେ ଅଧିକ ସୂଚନା ପ୍ରଦାନ କରାଯାଇଥିଲା। ଏଥି ସହିତ ଏଥିରେ ସଂପୃକ୍ତ ରହିଥିବା ପୌରାଣିକ କଥାବସ୍ତୁକୁ ନେଇ ସାମୂହିକ ଭାବରେ ଏହାକୁ ପାଳନ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଶିଶୁ ମାନଙ୍କ ମଧ୍ୟରେ ଗୋଟିଏ ପଟେ ରଙ୍ଗ ଖେଳ ସାଙ୍ଗକୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ରହିଥିଲା । ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଏଭଳି ଶିଶୁ ମାନଙ୍କ କ୍ଷେତ୍ରରେ ହୋଲି ଖେଳ ଆୟୋଜିତ ହୋଇଥିବା ବେଳେ ଶିଶୁମାନଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।

ସେପଟେ ଶିଶୁ ମାନଙ୍କୁ ଅଧିକ ମାତ୍ରାରେ ହରବାଲ ରଙ୍ଗ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ । ଏ ପରିକି ଶିଶୁ ମାନଙ୍କ ଠାରୁ ରସାୟନିକ ରଙ୍ଗ କିମ୍ବା ଅଳତା ଠାରୁ ଶିଶୁଙ୍କୁ ଯଥା ସମ୍ଭବ ଦୂରେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟତଃ ଦୋଳ ପୂର୍ଣ୍ଣିମା ସହିତ ବିଭିନ୍ନ ପୁରାଣ ର କାହାଣୀ ସଂଯୁକ୍ତ ହୋଇ ରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ସହିତ ପୌରାଣିକ କଥା ବସ୍ତୁ ସାମିଲ ହୋଇ ରହିଥିବା ଦେଖାଯାଏ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୃଷ୍ଟି ଶକ୍ତି ଉପରେ ଶୁଭଙ୍କ ର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖି ଆସିଛି । ରାଧା-ଶ୍ରୀକୃଷ୍ଣଙ୍କ ପ୍ରେମ ପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟ ଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମ ପର୍ବ ଦିବସ ସହିତ ସଂପୃକ୍ତ ।

ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁର ମାନଙ୍କୁ ମନ୍ଦିର ର ଦକ୍ଷିଣ ପୂର୍ବ ଦିଗ ରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପର କୁ ନିଆ ଯାଇଥାଏ । ଆଉ ଏଥିରେ ରଙ୍ଗ ସମସ୍ତେ ଖେଳି ଥାଆନ୍ତି । ଭାଇ ଓ ଭଉଣୀ ,ଭାଉଜ ଏବେ ଏବେ ଗୋଟିଏ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେ ଦିଅର ଓ ଭାଉଜ ନକର ହୋଲି ଖେଳାଳି ଙ୍କୁ ଗୋଟିଏ ବଟଲ ରେ ରଙ୍ଗ ମିଶେଇ ତାଙ୍କୁ ରଙ୍ଗ ରେ ପୋତି ଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment