Dibya ଜଣେ ବାଘ ଅନ୍ୟମାନେ ତାଠୁ ହୁସିଆର ରୁହ – ” Odisha Ra Nua Swara ” ଶୋ ରେ କଲେ କମାଲ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସିଦ୍ଧାର୍ଥ ଟିଭି ରେ ଚାଲିଥୁବା କୁନି କୁନି ପିଲା ମାନଙ୍କୁ ନେଇ ଗୋଟିଏ ରିୟାଲିଟି ଶୋ ରେ ସୁନ୍ଦର ଭାବରେ ଗୀତ ଗାଇ ଏବେ ଚର୍ଚ୍ଚା ର ପାତ୍ର ହେଇଛନ୍ତି ଦିବ୍ୟ ସାଇ ଦାସ | ତାଙ୍କର ଗାଇବା ର ଯାଦୁ ରେ ହଜିଯାଇଥିଲେ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନେ, ତିନି ଜଣ ଜର୍ଜ ଓ 2 9ଜଣ ଅତିଥି ଙ୍କୁ ନେଇ ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମ ଟି ଏବେ ବହୁତ ଛୋଟ ଛୋଟ ପିଲାଙ୍କୁ ଆକର୍ଷିତ କରିଛି |ଯେଉଁମାନେ କି ଆଗକୁ ଯାଇ ଭବିଷ୍ୟତ ରେ କିଛି ବଡ କରିପାରିବେ ଓ ଓଡିଶା ର ନା ରଖିବେ ବୋଲି କୁହା ଯାଉଛି |ଯାହା ଏହି କୁନି ପିଲାଟି ଜର୍ଜ ମାନଙ୍କ ଆଗରେ ନିଜର ସାହସ ଦେଖାଇ ଏତେ ସୁନ୍ଦର ଭାବରେ ଗୀତ ଗାଇ ନିଜକୁ ପ୍ରମାଣ କରେଇଦେଇଛନ୍ତି ଯେ ମୁ ବି କିଛି କମ ନୁହେଁ | ତାହାଲେ ଆସନ୍ତୁ ଆଜି ଆମେ ଜାଣିବା ଦିବ୍ୟ ସାଇ ଦାସ ଙ୍କ ଗାଇଥୁବା ଗୀତ ଟିକୁ ନେଇ ଦର୍ଶକ ମାନେ ଓ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନେ କଣ କହିଥିଲେ ସେ ବିଷୟରେ ଆଲୋଚନା କରିବା |

ଓଡିଶା ରେ ଚାଲିଥିବା ସିଦ୍ଧାର୍ଥ ଟିଭି ତରଫ ରୁ ନୂଆ ସ୍ୱର ଜୁନିଅର ରେ ଏବେ ଗୋଟିଏ ଭିଡ଼ିଓ ଭାଇରଲ ହେବାକୁ ଲାଗିଛି | ଯାହା କି ଓଡିଶା ର କୁନି କଣ୍ଠ ଶିଳ୍ପୀ ଦିବ୍ୟ ସାଇ ଦାସ ଙ୍କ ର ସେ ନୂଆ ସ୍ୱର ଜୁନିୟର ରିୟାଲିଟି ଶୋ ରେ ବାବୁଲ ସୁପ୍ରରୀୟ ଙ୍କ ଏକ ଗୀତ ଯାହା ଓଡିଶା ରେ ବହୁତ ହିଟ ହେଇଥିଲା ଓ ଲୋକ ମାନଙ୍କ ମନରେ ଆଜି ବି ସେମିତି ହିଟ ହେଇ ଅଛି ସେ ଗୀତ ଟି ହେଉଛି ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା |ଏହି ଗୀତ ଟିକୁ ସ୍ୱର ର ମହା ମଞ୍ଚରେ ଦିବ୍ୟ ଦାସ ଗାଇ ପୁଣି ଥରେ ବାବୁଲ ସୁପ୍ରୟ ଙ୍କ କଥା ମନେ ପକାଇଦେଇଥିଲେ |

ତେବେ ଏହି ଗୀତ ଟି କୁ ଶୁଣି ଜର୍ଜ ମାନେ ବହୁତ ଆନନ୍ଦ କରିବା ସହିତ ଦିବ୍ୟ ଦାସ ର ଭଲ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଥିଲେ |ତାହା ସହିତ ଆଗକୁ ତାଙ୍କର ଏହି ଗୀତ ଗାଇବା ର ଚେଷ୍ଟା କୁ ଆଗକୁ ନେବା ପାଇଁ ଚେଷ୍ଟା କରିବାକୁ କହିଥିଲେ କାରଣ ସ୍ୱର ରେ ଅଦ୍ଭୁତ ପ୍ରକାର ର ଯାଦୁ ଥିଲା ବୋଲି ଜର୍ଜ ମାନେ ଓ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଅତିଥି ମଧ୍ୟ କହିଥିଲେ | କାରଣ ଏହି ଭଳି କଳାକାର ଓଡ଼ିଆ ସ୍ୱର ଜଗତ ର ଆଗାମୀ ଭବିଷ୍ୟତ ବୋଲି କହିଥିଲେ, ଦିବ୍ୟ ସାଇ ଦାସ ଙ୍କ ର ଏହି ଗୀତ ଟି ବହୁତ ସୁନ୍ଦର ହେଇଛି ଓ ଭଲ ଭାବରେ ତାଙ୍କ ଅନ୍ଦାଜ ରେ ଗାଇଥିବା କଥା କହିଥିଲେ ଜର୍ଜ ମାନେ |

ତାହାଲେ ଏହା ଥିଲା ସେଇ ଭାଇରଲ ଭିଡ଼ିଓ ଯାହାକୁ ଦେଖି ଲୋକମାନେ ବହୁତ ପ୍ରଶଂସା କରିବା ସହିତ ଦିବ୍ୟ ସାଇ ଦାସ ଙ୍କ ଆଗାମୀ ଭବିଷ୍ୟତ ପାଇଁ ଆଶୀର୍ବାଦ ମଧ୍ୟ କରିଛନ୍ତି ଓ ଲୋକ ମାନଙ୍କର ବହୁତ ପ୍ରଶଂସା ର ପାତ୍ର ମଧ୍ୟ ହେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment