Dibya Sai & Udit Narayan ଙ୍କ MixTape ” ଚିଠି ମୋର ଆସିଲାନି ଆସିବାର ଥିଲା “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ନିକଟରେ ସରିଛି ଓଡ଼ିଶାର ନୁଆସ୍ୱର ଜୁନିଅର୍ ର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ। କିନ୍ତୁ ଏବେବି ଲୋକଙ୍କ ମନରେ ଏହି ଶୋ ପ୍ରତି ରହିଛି ଅନେକ ସାରା ଭଲ ପାଇବା।ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଇ ଅଛନ୍ତି।

ତେବେ ଏହି ମଞ୍ଚରେ ଜଣେ ବାଳକ ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି,ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି। ତେବେ ଏହି ବାଳକ ଜଣଙ୍କ ନାମ ହେଉଛି ଦିବ୍ୟ ସାଇ ଦାସ୍। ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି। ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ବିଚାରକ ପ୍ରଜ୍ଞା ଏବଂ ଅର୍ପିତା, ବୈଦ୍ୟନାଥ ଏବଂ ମହା ଜଜ୍ ଶିକୁନି ଭାଇନା ମଧ୍ଯ ତାଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି ଏବଂ ସୁନ୍ଦର୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତେବେ ଏହି ପିଲାଟି ଗାଉଛି ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ଲୋକପ୍ରିୟ ରୋମାଣ୍ଟିକ ଓଡ଼ିଆ ଆଲବମ୍ ଗୀତ ଚିଠି ମୋର ଆସିଲାନି ଆସିବାର ଥିଲା, ଚିଠି ମୋର ଅଧା ବାଟୁ ଚୋରି ହୋଇଗଲା। ଏହି ସୁନ୍ଦର୍ ଆଲବମ ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ପିଲାଟି ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି। ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି।ଏହି ଗୀତର ଅରିଯିନାଲ ଭର୍ସନ ଏବଂ ଦିବ୍ୟସାଇଙ୍କ ଏହି ସଙ୍ଗୀତକୁ ନେଇ ଏକ ମିକ୍ସ୍ ଟେପ୍ ଏବେ ସାମ୍ନାକୁ ଆସିଛି। ଏହାକୁ ଶୁଣି ଆପଣ ନିଶ୍ଚିତ ଖୁସି ହେବେ।

ତେବେ ଆପଣ ତ ଜାଣିଛନ୍ତି ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। କିନ୍ତୁ ଏଠାରେ ଏହି ବାଳକ ଏତେ ସୁନ୍ଦର ଗାଉଛନ୍ତି ଯେ ଏହା ସମସ୍ତଙ୍କ ହୃଦୟକୁ ଛୁଇଁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment