ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ ? | Diet for Glowing Skin

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଏହି ଦୁନିଆରେ ପୁରୁଷ ହେଉ କିମ୍ବା ଝିଅ ସେମାନେ ନିଜ ମୁହଁର ସୌନ୍ଦର୍ଯ୍ୟ ବଢିବା ପାଇଁ ବହୁତ ଚେଷ୍ଟା କରିବା ସହିତ ଯଦି ନିଜ ମୁହଁ ଗ୍ଲୋ ନକରିଥାଏ ତେବେ ସେଥିପାଇଁ ସେମାନେ ବହୁତ ଟେନସନରେ ରହିଥାନ୍ତି |ମୁଁ ଆଜି ଆପଣକୁ ଏକ ସୁନ୍ଦର ଟିପ୍ସ କହିବି ଯାହାକି ଆପଣ ନିଜ ରେଗୁଲାର ଲାଇଫ ଠାରୁ ସମ୍ପୂର୍ଣ ଦୁରେଇ ରହିବେ |ଆପଣଂକ ମୁହଁରେ ଯଦି ପିପଲସ ବାହାରିଥାଏ କିମ୍ବା ଆପଣଂକୁ ମୁହଁରେ ଗ୍ଲୋ ଆସୁନଥାଏ ତେବେ ଆପଣ ଏଥିପାଇଁ ନିଜର ଅଧିକ କେୟାର ନିଅନ୍ତୁ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ନିଜ ମୁହଁର ଗ୍ଲୋ ବଢିବା ପାଇଁ ଆପଣ କଣ ଖାଇବା ଉଚିତ ଏହା ସହିତ ଆପଣ କଣ କରିବା ଉଚିତ |

ପ୍ରଥମେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ମୁହଁର ଗ୍ଲୋ ବଢାଇବା ପାଇଁ ପ୍ରତ୍ୟେକ ଅନେକ କୋସମେଟିକ ବ୍ୟବହାର କରୁଛନ୍ତି, ଯାହା ଫଳରେ ସେମାନଙ୍କ ମୁହଁରେ ଅନେକ ସାଇଡ ଇଫେକ୍ଟ ମଧ୍ୟ ଅଧିକ ଦେଖା ଯାଇଥାଏ |ନିଜ ମୁହଁର ଗ୍ଲୋ ବଢାଇବା ପାଇଁ କେବେ କୌଣସି କ୍ରିମ ବ୍ୟବହାର କରନ୍ତୁ ନାହିଁ ଏହା ଆପଣଙ୍କ ମୁହଁର ପ୍ରାକୃତିକ ଗ୍ଲୋ କମାଇବା ସହିତ ନିଜ ମୁହଁର ସ୍କିନ ମଧ୍ୟ ପତଳା କରିଥାଏ |ଆପଣ ପ୍ରଥମେ ଏହି ଜିନିଷ ଠାରୁ ସବୁବେଳେ ଦୁରେଇ ରୁହନ୍ତୁ, ଏହା ସହିତ ଆପଣ ଶରୀର ଯତ୍ନ ନିଅନ୍ତୁ |

ଆପଣ ପ୍ରତ୍ୟେକ ଦିନ ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ତାହା ସହିତ ଆପଣ ଅଧିକ ସମୟ ସୁଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ, ମିନିମମ ଆପଣ ପ୍ରତ୍ୟେକ ଦିନ ଛଅରୁ ସାତ ଘଣ୍ଟା ସୁଇବା ପାଇଁ ଚେଷ୍ଟା କରନ୍ତୁ |ଏହା ସହିତ ଆପଣ ନିଜ ଖାଦ୍ୟରେ ଭିଟାମିନ c ଜାତୀୟ ଖାଦ୍ୟ ଅଧିକ ଖାଇବା ପାଇଁ ଚେଷ୍ଟା କରନ୍ତୁ |ଆପଣ ପ୍ରଥମେ କୌଣସି ସ୍ପାଇସ ଫୁଡ କିମ୍ବା ଫାଷ୍ଟ ଫୁଡ ଖାଆନ୍ତୁ ନାହିଁ ଆପଣ ଆପଣ ମୁହଁର ଅନେକ ସମସ୍ୟାର କାରଣ ହୋଇଥାଏ |ଆପଣ ନିଜ ମୁହଁର ଗ୍ଲୋ ବଢାଇବା ପାଇଁ ପ୍ରତ୍ୟେକ ଦିନ ଅଧିକ ସାଲାଡ଼ ଖାଇବା ପାଇଁ ଚେଷ୍ଟା କରନ୍ତୁ ଏହା ସହିତ ଅଧିକ ଫଳ ମୂଳ ସହିତ ନର୍ମାଲ ଖାଦ୍ୟ ଖାଆନ୍ତୁ |

ଆପଣ ପ୍ରତ୍ୟେକ ଦିନ ବାଲାନ୍ସ ଫୁଡ ଖାଇବା ସହିତ ଠିକ ସମୟରେ ଖାଇବା ପାଇଁ ଚେଷ୍ଟା କରନ୍ତୁ, ଏହା ସହିତ ଆପଣ ନିଜ ମୁହଁର କୌଣସି କେମିକାଲ ବ୍ୟବହାର କରନ୍ତୁ ନାହିଁ |ପ୍ରତ୍ୟେକ ଦିନ ଖାଦ୍ୟରେ ଭିଟାମିନ ସହିତ ଭିଟାମିନ, ଏ ଜାତୀୟ ଖାଦ୍ୟ ମଧ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ |ଏହା ସହିତ ଆପଣ ପ୍ରତ୍ୟେକ ଦିନ କିଛି ଏକ୍ସସାରସାଇଜ କରନ୍ତୁ ନିଜ ଦେହ ସହିତ ନିଜ ମୁହଁରୁ କିଛି ଝାଳ ବୋହିବା ପାଇଁ ଆପଣ ଦିଅନ୍ତୁ ପରେ ଆପଣଙ୍କ ମୁହଁର ଗ୍ଲୋ ନିଶ୍ଚିତ ଆସିବ |ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ଏହା ଦ୍ଵାରା ଅଧିକ ହୋଇଥାଏ ଆପଣ ସୁନ୍ଦର ମଧ୍ୟ ଦେଖାଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment