ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜର ଓଜନ ବଢିବାକୁ ନେଇ ଅଧିକ ଚିନ୍ତାରେ ରହୁଛନ୍ତି,ବ୍ୟକ୍ତିର ଓଜନ ବଢିଲେ ତାକୁ କୌଣସି କାର୍ଯ୍ୟ କରିବା ପାଇଁ ଭଲ ଲାଗିନଥାଏ |ଏହା ସହିତ ଯଦି ମଣିଷ ଶରୀରରେ ଫେଟ ଅଧିକ ଜମିଯାଏ ତେବେ ତାର ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଏ |ଏହା ସହିତ ଯଦି ବ୍ୟକ୍ତି ପେଟରେ ଅଧିକ ଚର୍ବି ଜମା ହୋଇଯାଏ ତେବେ ତାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ, ମୁଁ ଆଜି ଆପଣଙ୍କୁ ଏହି ଚର୍ବି ଜାଣିବାର ପ୍ରକୃତ କାରଣ, କିପରି ଏହି ଚର୍ବି କମାଯାଇ ପାରିବ ଏହା ସହିତ ଆମକୁ ଦୈନନ୍ଦିନ ଜୀବନରେ କଣ ଖାଇବା ଦ୍ଵାରା ଆପଣଙ୍କର ଏହି ସମସ୍ୟା ଦେଖାଯିବ ନାହୁଁ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସମସ୍ତ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଚର୍ବିର କାରଣ :-
ଏହାର ମୁଖ୍ୟ କାରଣ ହେଉଛି ଆମର ଖରାପ ଜୀବନ ଶୈଳୀ ଯଦି ଆପଣ ପ୍ରତ୍ୟେକ ଦିନ କିଛି ଅଫିସିଆଲି କାର୍ଯ୍ୟ କରୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ବଢିଥାଏ |ଏହା ସହିତ ଆମ ଶରୀରକୁ ଯେତିକି ପରିମାଣରେ ପୋଷାକ ଆବଶ୍ୟକ ଯଦି ତାହା ଠାରୁ ଅଧିକ ପରିମାଣରେ ସେବନ କରନ୍ତି ତେବେ ତାହା ଆପଣଙ୍କ ଶରୀରରେ ଫେଟ ଆକାରରେ ଜମା ହୋଇଥାଏ |ଏହା ସହିତ ଆପଣ ପ୍ରତ୍ୟେକ ଥର ହେବି ଫୁଡ ସେବନ ପରେ ଯଦି ଚଲାବୁଲା ନକରି ବସି ରହି କୌଣସି କାର୍ଯ୍ୟ କରନ୍ତି ତେବେ ତାହା ଆପଣଙ୍କ ଫେଟକୁ ଅଧିକ ବଢ଼ାଇ ଥାଏ |ଏହି ସମସ୍ୟା ଅଧିକାଂଶ କମ ପରିଶ୍ରମ କରୁଥିବା ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଦେଖିବକୁ ମିଳିଥାଏ |
ଚର୍ବି କମାଇବା କିପରି :-
ଆମ ଶରୀରର ପରିଶ୍ରମ ଅନୁଯାଇ ଆମକୁ ପ୍ରତ୍ୟେକ ଦିନ ଖାଦ୍ୟ ସେବନ କରିବା ସହିତ ପ୍ରତ୍ୟେକ ଦିନ ଆପଣ ଏକ୍ସସାରସାଇଜ ସହିତ ଯୋଗ କରିବା ପାଇଁ ଚେଷ୍ଟା କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଶରୀରରୁ ଫେଟ ଧୀରେ ଧୀରେ କମିଥାଏ |ଏହା ସହିତ ଆପଣ ନିଜ ଖାଦ୍ୟରେ ସବୁବେଳେ ବାଲାନ୍ସ ରଖିବା ପାଇଁ ଚେଷ୍ଟା କରିବା ସହିତ ପ୍ରତ୍ୟେକ ଦିନ କିଛି ସମୟ ଚଲାବୁଲା କରିବା ଦ୍ଵାରା ମଧ୍ୟ ଆପଣଙ୍କ ପେଟର ଚର୍ବି କମିଥାଏ |
କଣ ଖାଇବା ଉଚିତ :-
ନିଜ ଶରୀର ଚର୍ବି କମ କମ କରିବା ପାଇଁ ପ୍ରଥମେ ଆପଣ ନିଜର ଖାଦ୍ୟ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପଡିଥାଏ,ଆପଣ ପ୍ରତ୍ୟେକ ଦିନ ସକାଳ କିଛି ଲିକୁଇଡ ଜାତୀୟ ଦ୍ରବ୍ୟ ଖାଇ ରହିବ ପାଇଁ ଚେଷ୍ଟା କରନ୍ତୁ |ଏହା ସହିତ ଲଞ୍ଚରେ ସର୍ବଦା ଅଧିକ ପନିପରିବା ଖାଆନ୍ତୁ କିନ୍ତୁ ଭାତ କିମ୍ବା ରୁଟି ପରିମାଣ କମି ଦିଅନ୍ତୁ |ଏହା ସହିତ ଆପଣ ରାତ୍ରି ସମୟରେ ମଧ୍ୟ ଲାଇଟ ଫୁଡ ଖାଆନ୍ତୁ, ଏହା ସହିତ ଆପଣ ଯଦି ସର୍ବଦା ବାଲାନ୍ସ ଡାଏଟ ସହିତ ସଫିସିଏଣ୍ଟ ପାଣି ପିଅନ୍ତି ତେବେ ଆପଣଙ୍କ ଶରୀର ଚର୍ବି ନିଶ୍ଚିତ କମିବା ସହିତ ଆପଣ ସ୍ଲିମ ହୋଇଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।