ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗୁଛି ଆଜି କାଲି | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଆପଣ ମାନେ ମଧ୍ୟ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଯେଉଁଠି ସ୍କୁଲ ର ଝିଅ ଆଉ ପୁଅ ମାନେ କେଉଁ ଭଳି ଭାବରେ ଲୋକ ସୋସାଇଟି ଭିତରେ ପ୍ରେମ ନୀଳା ଚଳାଇଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
କୁହାଯାଉଛି କି ଆଗ କଲରେ ଯେଉଁ ଭଳି ପିଲା ମାନଙ୍କ ପାଖରେ ମାନ ଆଉ ସଂମ୍ମାନ ଥିଲା ଆଜି ଆଉ ଲୋକ ମାନଙ୍କ ଭିତରେ ନାହିଁ |ଆଉ ଯେଉଁଠି କୁହାଯାଉଛି ଆଜି କାଲି କମ ବୟସର ପିଲା ମାନଙ୍କ ଭିତରେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି କଲେଜ ପିଲା ମାନଙ୍କ ଅପେକ୍ଷା ଆଜ କାଲି ସ୍କୁଲ ପିଲା ମାନେ ମଧ୍ୟ ଖରାପ ରାସ୍ତା କୁ ଯିବାକୁ ଲାଗିଲେଣି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଏଥିରେ ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି |
ଆଉ ଯେଉଁଠି କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଦିଲ୍ଲୀ ର ଏକ କଲୋନୀ ଭିତରେ ସ୍କୁଲ ଝିଅ ପୁଅ ମାନଙ୍କ କିଛି ଏଭଳି କାର୍ଯ୍ୟ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଲଜ୍ୟା ପ୍ରକାଶ କରିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡିଓ ଟିରେ ଦେଖିବାକୁ ମିଳିଛି କି ସ୍କୁଟି ରେ ଦୁଇଜଣ ଝିଅ ଓ ଜଣେ ପୁଅ ଆସିଛନ୍ତି | ଆଉ ସେଠାରେ ସେମାନେ ପ୍ରେମ ନୀଳା କରିବାକୁ ଲାଗିଛନ୍ତି | ଆଉ ଦେଖିବାକୁ ମିଳିଛି କି ପ୍ରଥମେ ପୁଅ ଜଣଙ୍କ ଝିଅ ଦୁଇ ଜଣଙ୍କୁ କୁଣ୍ଢେଇବାକୁ ଲାଗିଛନ୍ତି |
ଆଉ ତାହା ପରେ ସେମାନଙ୍କୁ ଧରିକି ଡାନ୍ସ କରିଥିଲେ ପୁଅ ଟି | ତେବେ ପୁଅ ଜଣଙ୍କର ଜଣଙ୍କ ପରେ ଆଉ ଜଣେ ଝିଅ ଙ୍କୁ ଧରି ରୋମାନ୍ସ କରିବା ପାଇଁ ଲାଗିଥିଲେ ଆଉ ତାହା ସହିତ ଝିଅ ମାନଙ୍କୁ କିସ ମଧ୍ୟ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଆଉ ଯାହା ଫଳରେ କଲୋନି ରେ ରହୁଥିବା ଲୋକ ଜଣଙ୍କ ସେହି ଲୋକ ଙ୍କ ଉପରକୁ ପାଣି ଢାଳି ଦେଇଥିଲେ ଆଉ ଯାହା ଫଳରେ ସ୍କୁଲ ପୁଅ ଝିଅ ସେଠାରୁ ଚାଲି ଯାଇଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।