ଓଡ଼ିଆ ସିଙ୍ଗର Diptirekha Padhi ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ |ତେବେ ଯେତେବେଳେ ସିଙ୍ଗର ହୁଅନ୍ତୁ ଵା ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ କିଛି କଥା ଭାଇରାଲ ହୋଉଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ତେବେ ବାର୍ତ୍ତମାନ ଯାହାଙ୍କ ବିଷୟରେ ଆମେ ମାନେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତଙ୍କ ଅତି ପ୍ରିୟର ସଂଗୀତ କାର ତଥା ଏକ୍ଟ୍ରେସ ଦୀପ୍ତି ରେଖା ପାଢ଼ୀ ଙ୍କ ଲାଇଫ ଷ୍ଟାଇଲ ସହିତ ତାଙ୍କର କେରିୟର ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନଙ୍କର ଅତି ପ୍ରିୟର ଏକ୍ଟ୍ରେସ ସହିତ ସିଙ୍ଗର ଦୀପ୍ତି ରେଖା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ଯିଏ କି ନିଜର ଅଭିନୟ ମାଧ୍ୟମରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ବୋଲି କୁହାଯାଉଛି | ତାହା ସହିତ ଅନେକ ଫ୍ଲିମ ରେ ନିଜର ସ୍ୱର ର ଯାଦୁ ଦେଖାଇବା ସହିତ ଅନେକ ଆଲବମ ଗୀତ ମଧ୍ୟ ଗାଇଛନ୍ତି ଦୀପ୍ତି ରେଖା ପାଢ଼ୀ | ତାହା ସହିତ ଅଭିନୟ ର କମାଲ ମଧ୍ୟ ଦେଖାଇଛନ୍ତି |

ଦୀପ୍ତି ରେଖା ଙ୍କର ଏକ୍ଟିଂ କେରିୟର ଓ ଜନ୍ମ :-

ଦୀପ୍ତି ରେଖା ପାଢ଼ୀ ଯିଏ କି ବର୍ତ୍ତମାନ ଜଣେ ଓଡ଼ିଆ ର ଫେମସ ପ୍ଲେ ବେକ ସିଙ୍ଗର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି | ଆଉ ଯିଏ କି 17 ଅଗଷ୍ଟ 1987 ମସିହାରେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ | ଆଉ ଯିଏ କି ନିଜର ସ୍ୱର ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଛନ୍ତି | ତାହା ସହିତ ଦୀପ୍ତି ରେଖା ପ୍ରଥମେ ରାଜକନ୍ୟା ସିରିଏଲ ରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରସଂଶା ସାଉଁଟି ଥିଲେ ବୋଲି କୁହାଯାଉଛି | ଆଉ ତାହା ପର ଠୁ ଅନେକ ଫ୍ଲିମ ସହିତ ଆଲବମ ରେ ଗୀତ ଗାଇ ପରିଚୟ ସୃଷ୍ଟି କରିଛନ୍ତି |

ଆଉ ଯାହା କୁହାଯାଉଛି କି “ତୁ ମୋ ଲଭ ଷ୍ଟୋରି “,4 ଇଡ଼ିଓଡ଼, କାବୁଲା ବାରବୁଲା ଭଳି ଅନେକ ଗୀତ ଗାଇ ସେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ତେବେ ଦୀପ୍ତି ରେଖା ତରଙ୍ଗ ସିନେ ଆୱାର୍ଡ ମଧ୍ୟ ପାଇଛନ୍ତି ତାଙ୍କର ମନୋଛୁଆଁ ସ୍ୱର ମାଧ୍ୟମରେ ବୋଲି କୁହାଯାଉଛି | ତାହା ବ୍ୟତୀତ ଜଣେ ବହୁତ ବଡ଼ ସିଙ୍ଗର ଭାବରେ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ଓ ଓଡିଶା ର ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଛନ୍ତି |

 

ତେବେ ଏହା ଥିଲା ଦୀପ୍ତି ରେଖା ଙ୍କର ଲାଇଫ ଷ୍ଟାଇଲ ଓ ଏକ୍ଟିଂ କେରିୟର ବିଷୟରେ ସମ୍ପୂର୍ଣ୍ଣ ସୂଚନା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment