ଏହି ବର୍ଷ ଦୋଳ ପୂର୍ଣ୍ଣିମା ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପଡୁଅଛି, ତେବେ ସବୁ ବର୍ଷର ଦୋଳ ପୂର୍ଣ୍ଣିମା ଠାରୁ ଏହି ବର୍ଷ ଦୋଳ ଖୁବ ପତମୁଖ ଅଟେ ।ତେବେ ଏହି ଦୋଳରେ ଅନେକ ଯୋଗ ବନୁଅଛି ସେହି ଭିତରୁ ଯେମିତି ମକର ରାଶିରେ ବୁଧ,ଶୁକ୍ର,ମଙ୍ଗଳ ଓ ଶନି ଙ୍କର ଯୁକ୍ତି ହେଉଅଛି ।ଆଉ ଏମିତି କିଛି ବିଶେଷ ଯୋଗ ଗୁଡିକ ପାଇଁ 5ଟି ରାଶିର ଭାଗ୍ୟରେ ବିରାଟ ଚମତ୍କାର ଘଟିବ ।ତେବେ ଦୋଳ ରେ ଭଗବାନ ରାଧାକୃଷ୍ଣ ଙ୍କ ସହିତ ଫଗୁ ଖେଳା ଯାଇଥାଏ ଆଉ ତାପରେ ହୋଲି ପାଳନ ହୁଏ ।ତେବେ ଏହି ବର୍ଷ ଭଗବାନ ଶ୍ରୀକୃଷ୍ଣ ଙ୍କର ବିଶେଷ କୃପା ଏହି 5ଟି ରାଶି ଉପରେ ପଡୁ ଅଛି, ତେବେ ସେହି 5 ଟି ରାଶି କଣ କଣ ନଜର ଦିଅନ୍ତୁ ।
1.ବୃଷ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ କୃଷ୍ଣ ଙ୍କର ବିଶେଷ କୃପା ରହିବ ଏହି ଦୋଳ ପୂର୍ଣ୍ଣିମା ଠାରୁ ।ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ, ଯଦି କୌଣସି ବାଣିଜ୍ୟ କିମ୍ବା ବ୍ୟବସାୟ କରୁଛନ୍ତି ତାହେଲେ ଆପଣଂକୁ ସେଥିରୁ ଲାଭ ମିଳିବ ।ପାରିବାରିକ ଜୀବନ ଖୁବ ଖୁସିରେ ବିତିବ ଓ ବିବାହ ଅଟକି ଥିଲେ ସେହି ବିବାହର ଯୋଗ ବନିବ ।
2.କନ୍ୟା ରାଶି:-
ଦୋଳ ପୂର୍ଣ୍ଣିମା ପରଠାରୁ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପା ଦୃଷ୍ଟି କନ୍ୟା ରାଶି ଉଅରେ ପଡ଼ିବାକୁ ଯାଉଛି ।ଯେଉଁ କାରଣ ପାଇଁ ଏହି ରାଶିର ବ୍ୟକ୍ତି ମାନେ କୌଣସି ବି ବିଜିନେସ ଆରମ୍ଭ କରିପାରିବେ ।ଆପଣଂକୁ ବିଭିନ୍ନ ଦିଗରୁ ଅର୍ଥ ମିଳିବ ଓ ପରିବାର ରେ ଖୁସି ରହିବ ।ଚାକିରୀରେ ଉନ୍ନତି କରିବା ସହିତ ଭାଇ ଭଉଣୀ ମାନଙ୍କର ସହଯୋଗ ମିଳିବ ।
3.ସିଂହ ରାଶି:-
ସିଂହ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ ଏହି ଦୋଳ ପୂର୍ଣ୍ଣିମା ଠାରୁ, ଆପଣଙ୍କ ର ସମସ୍ତ ଆର୍ଥିକ ଅଭାବ ଦୂର ହେବ ।ଅଧୁରା କାମ ପୁଣି ଥରେ ଆରମ୍ଭ କରିବେ ଓ ଜମିବାଡ଼ି ମାମଲାରେ ଆପଣ ଲାଭବାନ ହେବେ ।
4.ତୁଳା ରାଶି:-
ଶ୍ରୀକୃଷ୍ଣ ଙ୍କ କୃପାରୁ ତୁଳା ରାଶିର ବ୍ୟକ୍ତିମାନେ ଆଗାମୀ ସମୟରେ ନୂଆ ଗାଡି,ନୂଆ ଘର କିମ୍ବା ନୂଆ ଜାଗା କିଣିପାରନ୍ତି ।କୌଣସି ବଡ଼ କମ୍ପାନୀ ରୁ ଆପଣଂକୁ ଚାକିରୀ ର ସୁଯୋଗ ମିଳିପାରେ ଓ ଆଗାମୀ ସମୟରେ ଧନ ର ଅଭାବ ଦୂର ହେବ ।
5.କୁମ୍ଭ ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପା ରହିଛି, ସେଥିପାଇଁ ଆପଣଙ୍କ ରାଟକି ରହିଥିବା ଧନ ଆପଣଂକୁ ମିଳିଯିବ ।ପରିବାର ଭିତରେ ସୁଖ ଶାନ୍ତି ରହିବ ଓ ଅବିବାହିତ ଯୋଡ଼ିଙ୍କର ବିବାହ ସମ୍ପନ୍ନ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।