Dr. Ashwarya – ଝିଅ ହୁଅନ୍ତୁ କିମ୍ବା ପୁଅ ! ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି ?

ଅନେକ ନାରୀ ଓ ପୁରୁଷ ମାନେ ବି ଧଳାଶ୍ରାବ/white dishcharge ସମସ୍ୟାରେ ପଡିତ ହେଇଥାନ୍ତି ।ଆଉ ଏହା ପାଇଁ ସେମାନଙ୍କୁ ବହୁତ ସମସ୍ୟାରେ ସମ୍ମୁଖୀନ ହେଇଥାନ୍ତି ।ତେବେ ଯେତେ white dishcharge ର ରଙ୍ଗ ପରିବର୍ତ୍ତନ ଓ ଦୁର୍ଗନ୍ଧ ହେବା ଆରମ୍ଭ ହେବା ଆରମ୍ଭ ହେଇଥାଏ ତାହାକୁ ଅଣଦେଖା କରନ୍ତୁ ନାହିଁ ।କାରଣ ପରବର୍ତ୍ତୀ ସମୟରେ ଆପଣ ବହୁତ ଶାରିରୀକ ସମସ୍ୟାରେ ପଡିପାରିବେ ।ତେବେ ଆଜି ଏହି ସୂଚନାକୁ ଧ୍ୟାନ ଦେଇ ଜାଣି ରଖନ୍ତୁ ଯାହା ଧଳାଶ୍ରାବ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି ।

1.white dishcharge କଣ:-

-ତେବେ ପ୍ରଥମେ ଜାଣି ରଖନ୍ତୁ ଏହି white discharge/ଧଳାସ୍ରାବ କୁ ମେଡ଼ିକାଲ ଭାଷାରେ “ଲିକୋରିଆ” କୁହାଯାଏ ।
ସାଧାରଣତଃ ପ୍ରଥମ ପିରିୟଡ଼ ସରିବା ପରେ ଯେଉଁ ହରମୋନ ଆମର ବଳେ ସେତେବେଳେ ପିରିୟଡ଼ ସରିବା ପରେ white discharge ହୁଏ । ଆଉ ଯେଉଁ ମାନଙ୍କର ପ୍ରଥମ କରି ପିରିୟଡ଼ ହୁଏ ସେମାଙ୍କର ବି white discharge ହୁଏ ଆଉ ଏହା ନର୍ମାଲ ଅଟେ ।

-କିନ୍ତୁ ଯେତେବେଳେ ଆପଣଙ୍କର ଅଧିକା white discharge ହୁଏ ଆଉ ଯେଉଁ under wear ପିନ୍ଧୁଛନ୍ତି ତାହା ପୁରା ଟାଣ ଓ ତାର ରଙ୍ଗ ପୁରା ବଦଳି ଯାଉଛି ସେତେବେଳେ ଆପଣ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

-ନର୍ମାଲ white discharge ର ରଙ୍ଗ ହେଉଛି ଧଳା ବା ହାଲକା ହଳଦିଆ ରହିବ ଆଉ ଯେତେବେଳେ ତାର ରଙ୍ଗ ଗ୍ରୀନ ନେସ ବା ଗାଡ଼ ହଳଦିଆ ହେଇଯିବ ସେତେବେଳେ ଏହା ଅପରା ନର୍ମାଲ ହେଇଯିବ ।ଆଉ ଯେତେବେଳେ ସେଥିରୁ ଦୁର୍ଗନ୍ଧ ହେବ,ବାରମ୍ବାର ଯୌନାଙ୍ଗ କୁଣ୍ଡେଇ ହେବ ,ରେଡ଼ ଦାଗ ହେଇଯାଉଥିବ ସେତେବେଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

2.white dischargeର କାରଣ:-

-ଇନଫେକସନ ହେଉଛି ଏହାର ପ୍ରଥମ କାରଣ ଆଉ ଇନଫେକସନ ବି ଦୁଇ ପ୍ରକାରର ଗୋଟିଏ ଫୋଙ୍ଗଲ ଇନଫେକସନ ଦ୍ଵିତୀୟଟି ବ୍ୟାକ୍ଟେରିଆ ଇନଫେକସନ ।

-ଯେଉଁ ଲୋକମାନେ ଅଧିକା ମୋଟା ଓ ବହୁତ ଦିନରୁ ଡାଇବେଟିସ ହେଇଥିବା ଲୋକଙ୍କୁ କ୍ୟାଣ୍ଡିଡା ଇନଫେକସନ ହେଇଥାଏ ।ଏଥିରେ white ଛେନା ଛିଣ୍ଡିଲା ପରି ହେବ ।

3.ଚିକିତ୍ସା:-

-ଯେଉଁମାନଙ୍କର ନର୍ମାଲ white ଯାଏ ସେମାନେ କିଛି ଟ୍ରିଟମେଂଟ କରିବା ଦରକାର ନାହିଁ ଖାଲି ଡ଼ାକ୍ତରଙ୍କ ପାଖକୁ ଯାଇ କିଛି ଟେଷ୍ଟ କରେଇ ନେବା ଜରୁରୀ ।ଯଦି ଅପରନର୍ମାଲ white ଯାଉଛି ତେବେ ସେମାନେ ଆଣ୍ଟି ବ୍ୟାକ୍ଟେରିଆ ବା ଆଣ୍ଟି ଫଙ୍ଗଲ ନେଇ ପାରିବେ ।

-ଯଦି ଦିନ ସାରା ଟାଇଡ଼ ଜିନ୍ସ ବା ସ୍ଲାଗ୍ସ ପିନ୍ଧୁଛନ୍ତି ତା ହେଲେ under wear ସୁତା କପଡା ବାଛନ୍ତୁ ।ଯାହା ସେହି ସ୍ଥାନକୁ ମଶ୍ଚରାଇଜ କରି ରଖିବା ସହ ବ୍ୟାକ୍ଟେରିଆ କୁ ଭିତରକୁ ଯିବାକୁ ଦେଇ ନଥାଏ ।

-ଏହା ଅସମ ବ୍ଲଡ଼ ସାରକୁଳେଶନ ବି ଠିକ କରିଥାଏ ଓ ଆମକୁ ଆରମ୍ଭ ଦେଇଥାଏ ଓ ଇନଫେକସନ ଦୁର କରିଥାଏ ।

-ତେବେ ମନେ ରଖିବେ ଯେତେବେଳେ ମହିଳା ମାନେ toilet ଯାଉଛନ୍ତି ନିଜ ଇଣ୍ଟରନାଲ ଅର୍ଗାନ କୁ ସବୁବେଳେ ପରିଷ୍କାର ଓ ଶୁଖିଲା ରଖିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment