ଡ଼ୁବୁରୀ ଯାତ୍ରା Comedy – ମୋତେ ଟିକେ ପେଲିଦିଅ… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ସମୟରେ ଅନେକ ଯାତ୍ରା ସିନ ଗୁଡିକ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଯାତ୍ରା ର ଜବରଦସ୍ତ ସିନ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ କି ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହୋଇଯିବେ ଆଉ ସେହି ଯାତ୍ରା କମେଡି ରେ ମୋଜିଯିବେ ବୋଲି କୁହାଯାଉଛି | ଆଉ ଠିକ ସେହି ଭଳି ଏକ ଯାତ୍ରା କମେଡି ସିନ ଦର୍ଶକ ମାନଙ୍କ ର ମନକୁ ବେଶ ଆକୃଷ୍ଟ କରେଇଛି ଆଉ ଯେଉଁଥିରେ ମୋତେ ଟିକିଏ ପେଲି ଦିଅ ଡାଇଲଗ ଟି ସମସ୍ତଙ୍କୁ ବେଶ ପସନ୍ଦ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆଜି କାଲି ର ପିଲା ମାନେ ଯାତ୍ରା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି, ଆଉ ଆଜିକାଲି ଟିଭି ମାନଙ୍କରେ ମଧ୍ୟ ଯାତ୍ରା ଦେଖିବାକୁ ମିଳୁଛି | ତେବେ ଆଜି ସେହିଭଳି ଏକ ଯାତ୍ରା କମେଡି ସିନ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ରେ ଆଉ ଯେଉଁଠି ଦେଖିବାକୁ ମିଳିଛି କି ପ୍ରଥମେ ଝିଅ ଜଣଙ୍କ ଯାତ୍ରା ଷ୍ଟେଜ ଉପରକୁ ଆସିଛନ୍ତି | ଆଉ ରଜ ରେ କେହି ସାଙ୍ଗ ମାନେ ଦୋଳି ଝୁଲିବା ପାଇଁ ନାହାନ୍ତି ସେଥିପାଇଁ ତାଙ୍କୁ ପେଲିଵା ପାଇଁକି ଖୋଜୁଛନ୍ତି ଝିଅ ଜଣଙ୍କ | ଆଉ ସେତିକି ବେଳେ ତାଙ୍କର ସାମ୍ନା ରେ ଜଣେ ଯୁବକ ଅଛନ୍ତି ଆଉ ଯାହାକୁ ପେଲିଵା ପାଇଁ ଡାକୁଛନ୍ତି ଝିଅ ଟି |

ତେବେ ପୁଅ ଟି ଆସିକି ମୋବାଇଲ ଝିଅ ଟିକୁ ଧରାଇ ଦେଇଛି ଆଉ କହୁଛି କେବଳ ଧରିବା ହଲେଇବନି | ଆଉ ତାହା ପରେ ଝିଅ ଟି ତାଙ୍କୁ ପେଲି ଦେଵା ପାଇଁ କହୁଛି ଆଉ 30-40 ଥର ପେଲିବ ପାଇଁ କହୁଛି ଯାହା ଶୁଣିକି ପୁଅ ଟି ପାରିବ ନାହିଁ ବୋଲି ମଧ୍ୟ କହୁଛି |ଆଉ ଯାହା କୁହାଯାଉଛି କି ଏହି ଭଳି ଭାବରେ କମେଡି ସିନ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଛି ବୋଲି ମଧ୍ୟ କୁହାଯାଉଛି | ଆଉ ତାହା ପରେ ଝିଅ ଟି ତାର ନାମ ଆପେଲ ବୋଲି ମଧ୍ୟ କହୁଛି |

ତେବେ ମା ବ୍ରହ୍ମ ଦେବି ନାଟ୍ୟ ସଂସଦ ସିଙ୍ଗାପୁର ଗଞ୍ଜାମ ରେ ଦେଖିବାକୁ ମିଳିଛି ଏହି ଭଳି ଏକ କମେଡି ସିନ ଆଉ ରଜ ଉପଲକ୍ଷେ ଏହି ଭଳି ଭାବରେ ଜବରଦସ୍ତ ସିନ ଟି ଦେଖିବାକୁ ମିଳିଛି ଯାତ୍ରା ମଞ୍ଚ ରେ ବୋଲି କୁହାଯାଉଛି |ଆଉ ଏହି ଭଳି ଏକ ଯାତ୍ରା କମେଡି ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment