ଦୁନିଆର ସବୁଠାରୁ heart touch Dog Interacting… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ପଶୁମାନଙ୍କର ଏହିପରି ଅନେକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୁଏ, ଯେଉଁଥିରେ ଆମେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଅବିସ୍ମରଣୀୟ ପ୍ରେମ ଦେଖିବାକୁ ପାଇଥାଉ । ପ୍ରାୟତଃ କୁକୁର ଏବଂ ଛୋଟ ପିଲା ମାନଙ୍କର ଅନେକ ଭିଡିଓ ମଧ୍ୟ ବାହାରି ଥାଏ, ଯେଉଁଥିରେ ଦୁଇଜଣ ଭଲ ବନ୍ଧୁ ଏବଂ ଭାଇ ଏବଂ ଭଉଣୀ ପରି ପ୍ରେମ ଦେଖାଯାଏ । ଏହିପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ଛୋଟ ପିଲା ଏବଂ କୁକୁର ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଯାଇଅଛି । ଏହି ଭିଡିଓରେ ଗୋଟିଏ କୁକୁର ଏବଂ ଶିଶୁ ଦେଖାଯାଇଛି । ଭିଡିଓରେ ଡଗି ଏକ ଛୋଟ ପିଲାକୁ ରଙ୍ଗିବା ଶିଖାଉଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାସ୍ତା ରେ କାର, ବାଇକ ଚଳାଉଥିବା ଚାଳକ ମାନେ ଏତେ ଵ୍ୟସ୍ତରେ ଥାନ୍ତି କି କାହାକୁ ଅପେକ୍ଷା କରିବା କିମ୍ବା ରହିବାର ନାଁ ନିଅନ୍ତି ନାହିଁ । ଘରୁ ବାହାରିବା ମାତ୍ରେ କେମିତି ଅଫିସ ରେ ପହଂଚିବେ ସେନେଇ ବ୍ୟସ୍ତ ଥାନ୍ତି । ଆଉ ଏହି ସମୟରେ ଯଦି ଜଣେ କେହି ରାସ୍ତା ପାର କରୁଥିବାର ଦେଖନ୍ତି କିମ୍ବା ନଜର ରେ ପଡ଼ିଯାଏ ସେମାନେ ତାଙ୍କ ଉପରେ ବିରକ୍ତ ହୋଇଯାନ୍ତି ।

ଆପଣ ନିଜ ଆଖ ପାଖର ଲୋକଙ୍କ ମଧ୍ୟରେ ଏପରି ଘଟଣା ନିଶ୍ଚିତ ରୂପେ ଦେଖିଥିବେ । ସାଧାରଣତଃ ପଶ୍ଚିମି ଦେଶ ଗୁଡିକରେ ସ୍ଥିତି କିଛିଟା ଭଲ ଥିବାବେଳେ ଭାରତ ରେ କିନ୍ତୁ ଅଜବ ଘଟଣା ସବୁ ଦେଖିବାକୁ ମିଳିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁଠି ମଣିଷ ମାନେ ମାନବିକତା ହରାଉଥିବା ଦେଖିବାକୁ ମିଳୁଛି ସେଠି କିନ୍ତୁ କୁକୁର ଙ୍କ ଉପସ୍ଥିତ ବୁଦ୍ଧି ସମସ୍ତ ଙ୍କ ପ୍ରଶଂସା ସାଉଁଟିଛି । ପିଲା ମାନଙ୍କୁ ସଡକ ପାର କରାଉଥିବା ନେଇ ଏକ ଭିଡିଓ ଖୁବ ଭାଇରାଲ ହେବା ରେ ଲାଗିଛି ।

ଭିଡିଓ ଟିରେ ଆପଣ ଦେଖି ପାରିବେ ଏକ କୁକୁର ଛୋଟ ପିଲା ମାନେ କେମିତି ସୁରୁଖୁରୁ ରେ ରାସ୍ତା ପାର କରିବେ ସେହି କାରଣରୁ ଗାଡି ଗୁଡିକୁ ଅଟକାଇ ଦେଉଛନ୍ତି । ଆଉ ଏହା ପରେ ପିଲା ମାନେ ଖୁବ ଆରାମ ରେ ସଡକ ପାର ହେଉଛନ୍ତି । ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିଣ୍ଡରଗାର୍ଡେନ ସ୍କୁଲର ଏକ ଛୋଟ ପିଲା ଙ୍କ ଗ୍ରୁପ ନିଜ ଶିକ୍ଷୟିତ୍ରୀ ଙ୍କ ସହିତ ଚାଲି ଚାଲି ରାସ୍ତା ପାର ହେଉଛନ୍ତି । ପେଡ଼ିସ୍ଟ୍ସିଆନ ଗାରରେ ଚାଲୁଥିବା ବେଳେ କୁକୁର ଅନ୍ୟ ପଟରୁ ଆସି ପିଲା ମାନେ କାରକୁ ଅଟକାଇ ଦେଉଛନ୍ତି ଆଉ ଭୁକିବା କୁ ଲାଗୁଛନ୍ତି ।

ଆଉ କୁକୁର ରାସ୍ତା ପାର ହେଉଥିବା ବେଳେ ପିଲା ମାନେ ବି ସେହି ସମୟ ରେ ରାସ୍ତା ପାର କରିଦେଉଛନ୍ତି । କୁକୁରର ଏପରି କାମକୁ ଦେଖିଲେ ଯେମିତି ଲାଗୁଛି ସେ ନିଜ ଦାୟିତ୍ୱକୁ ଠିକ ଭାବରେ ସମ୍ପାଦନ କରୁଛି । ଏହି ଭିଡିଓ ଟି ଏତେ ମାତ୍ରାରେ ଭାଇରଏଲ ହୋଇଥିଲା ଯେ ସେହି କୁକୁର ମାନଙ୍କୁ ପୁରସ୍କୃତ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment