ଦୁନିଆର ସବୁଠାରୁ interesting and emotional ଘଟଣା ଘଟିଲା ଏହି ସାହାସୀ ମହିଳା ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମହିଳା ଜଣଙ୍କ ମାଙ୍କଡ ଛୁଆଁ ମାନଙ୍କ ର ଯତ୍ନ ନେବାକୁ ଲାଗିଛନ୍ତି ମା ଙ୍କ ଭଳି | ତାହା ସହିତ ମାଙ୍କଡ଼ ଛୁଆଁ ମାନଙ୍କୁ ଖାଇବାକୁ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମହିଳା ଜଣଙ୍କୁ ଖାଇବା ପାଇଁ ମାଗୁଛନ୍ତି ମାଙ୍କଡ଼ ଛୁଆଁ ମାନେ | ତାହା ସହିତ ଦେଖିବାକୁ ମିଳିଛି ମାଙ୍କଡ଼ ଛୁଆଁ ଟି ମହିଳା ଜଣଙ୍କୁ ଖାଇବାକୁ ମାଗୁଛି ଆଉ ତାଙ୍କର ହାତ କୁ ଟାଣି ରଖୁଛି ଆଉ ଚଢି ମଧ୍ୟ ଯାଉଛି ମହିଳା ଙ୍କ ଉପରକୁ | ଆଉ ତାହା ସହିତ ଯେତେବେଳେ ମହିଳା ଜଣଙ୍କ ମୁହଁ କୁ ବୁଜାଇ ଦେଉଛନ୍ତି ସେତେବେଳେ ମାଙ୍କଡ଼ ଛୁଆଁ ଟି ମଧ୍ୟ ରାଗି ଯାଉଛି ଆଉ ବାରମ୍ବାର ତାଙ୍କର ଗୋଳା କୁ ଧରି କି ଝୁଲି ପଡ଼ୁ ଥିବାର. ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ତେବେ ଗୋଟିଏ ମାଙ୍କଡ଼ ନୁହନ୍ତି ଦୁଇ ଦୁଇଟି ମାଙ୍କଡ଼ ମଧ୍ୟ ଦେଖିବାକୁ ମିଳିଛି ଘର ଭିତରେ | ଆଉ ମାଙ୍କଡ଼ ମାନଙ୍କ ଙ୍କର କ୍ଷିର ପିଇବା ପାଇଁ ବୋତଲ ମଧ୍ୟ ରହିଛି | ଯାହା ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ମହିଳା ଜଣଙ୍କ ପ୍ରଥମେ ଜଳ ଗରମ କରିଛନ୍ତି ଆଉ ସେଥିରେ ଡବା ରେ ଥିବା କ୍ଷୀର କୁ ମିଶାଇଛନ୍ତି ସେହି ପାଣି ରେ ଆଉ ଛୋଟ ପିଲାମାନେ ଯେମିତି କାନ୍ଦିଲେ ମା ମାନେ କ୍ଷୀର କୁ ବୋତଲ ରେ ଭର୍ତ୍ତି କରିକି ଖାଇବାକୁ ଦେଇଥାନ୍ତି ସେହିଭଳି ମାଙ୍କଡ଼ ପିଲା ଟିକୁ ମଧ୍ୟ ମହିଳା ଜଣଙ୍କ ଖାଇବାକୁ ଦେଇଛନ୍ତି |

ତାହା ପରେ ଆଉ ଗୋଟିଏ ପାତ୍ର ରେ କ୍ଷୀର ଓ ହର୍କିକ୍ସ କୁ ମିଶାଇ ଆଉ ଗୋଟିଏ ମାଙ୍କଡ଼ କୁ ଖାଇବା ପାଇଁ ଡାକୁଛନ୍ତି ଆଉ ମହିଳା ଜଣଙ୍କର ଡାକ କୁ ଶୁଣିକି ସେହି ମାଙ୍କଡ଼ ପିଲା ଟି ଦୌଡ଼ି ଆସୁଛି ଆଉ ଖାଇବା ପାଇଁ ମଧ୍ୟ ଲାଗି ଯାଉଛି |ତେବେ ମାଙ୍କଡ଼ ଆଉ ମହିଳା ଜଣଙ୍କର ସ୍ନେହ, ପ୍ରେମ ଆଉ ଭଲ ପାଇବା କୁ ଦେଖିଲେ ଲାଗୁଛି ସତେ ଯେମିତି ମା ଛୁଆଁ ମାନଙ୍କର ଯତ୍ନ ନେଉଛନ୍ତି | ଆଉ ଏହିଭଳି ଏକ ମନୋଛୁଆଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment