ଦୁର୍ବଳ ମସ୍ତିସ୍କ, ସ୍ମରଣ ଶକ୍ତି, ଭୁଲିବା ରୋଗ, ମସ୍ତିସ୍କ ଶକ୍ତି ବଢିବା ସହ ସବୁକିଛି ମନେ ରହିବ 100% ଗ୍ୟାରେଣ୍ଟି

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ବର୍ତମାନ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ସ୍ମରଣ ଶକ୍ତିକୁ ଶୀଘ୍ର ହରାଇ ବସୁଛନ୍ତି, ସେମାନଙ୍କ କୌଣସି କଥା ମନେ ନରହିବା ସହିତ ସେମାନେ ନିଜର କାମରେ ମଧ୍ୟ ଫୋକସ କରି ପାରୁନାହାନ୍ତି |ଏହା ସହିତ କେତେକ ପିଲାମନେ ମଧ୍ୟ କମ ମନେ ରଖିବାର ଶକ୍ତି ଥିବାରୁ ସେମାନେ ନିଜର ପାଠ ପଢ଼ା କ୍ଷେତ୍ରରେ ଅନେକ ଅସୁବିଧା ଭୋଗ କରିଥାନ୍ତି |ସେମାନେ ପାଠ ମନେ ରଖି ପାରୁନଥିବାରୁ ଟାଙ୍କର ବାପା ମା ମାନେ ମଧ୍ୟ ବହୁତ ଚିନ୍ତାରେ ରହିଥାନ୍ତି, ମୁଁ ଆଜି ଆପଣଙ୍କୁ ନିଜର ବ୍ରେନ ଡେଭଲୋପ ତଥା ସ୍ମରଣ ଶକ୍ତି ବଢାଇବା ପାଇଁ ଦୁଇଟି ସୁନ୍ଦର ରିମିଡ଼ି ବିଷୟରେ କହିବି ଯାହାକି ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ନିଶ୍ଚିତ ବୃଦ୍ଧି ପାଇବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆବଶ୍ୟକ ସାମଗ୍ରୀ :-

କାଜୁ, ଆଲମଣ୍ଡ,ବୋଇତାଳୁ ମଞ୍ଜି,ମିଶ୍ରି

ପ୍ରସ୍ତୁତି :-

ଆପଣ ଏହି ହୋମ ରିମିଡ଼ି ପ୍ରସ୍ତୁତ କରିବା ପାଇଁ ଆଠରୁ ଦଶଟି କାଜୁ ନିଅନ୍ତୁ ଏହା ସହିତ ଆପଣ ଛଅରୁ ସାତୋଟି ଆଲମାଣ୍ଡ ନିଅନ୍ତି |ପରେ ଏକ ଅଳ୍ପ ବୁଇତାଳୁ ମଞ୍ଜି ନେଇ ଏହି ସମସ୍ତ ମଞ୍ଜିକୁ ଆପଣ ଭଲରେ ଭାଜି ନିଅନ୍ତୁ, ପରେ ଆପଣ ଏହି ମଞ୍ଜି ଯେତେ ପ୍ରାୟନ୍ତ ଲାଲା ନହୋଇଛି ସେ ପ୍ରଯ୍ୟନ୍ତ ଭାଜି ପରେ ତାହାକୁ ବାହାର କରି ନିଅନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଆପଣ ଏକ ଗ୍ରାଇଣ୍ଡିଙ୍ଗ ଯାର ଆଣି ସେଥିରେ ଏକ ଖଣ୍ଡ ମିଶ୍ରି ଦାନା ପକାଇ ତାହାକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ |ଏହି ଗୁଣ୍ଡକୁ ଆପଣ ଏକ କାଚ ଜାରରେ ରଖି ତାହାର ମୁହଁକୁ ଭଲ ଭାବରେ ବନ୍ଦ କରି ରଖନ୍ତୁ, ଏହିପରି ପ୍ରସ୍ତୁତି କରି ଆପଣ ଏହାକୁ ପନ୍ଦର ଦିନ ପ୍ରଯ୍ୟନ୍ତ ବ୍ୟବହାର କରିପାରିବେ |

ବ୍ୟବହାର :-

ଆପଣ ପ୍ରସ୍ତୁତ କରି ରଖିଥିବା ଏହି ରିମିଡିକୁ ଆପଣ ପ୍ରତ୍ୟକ ଦିନ ସକାଳ ବ୍ୟବହାର କରନ୍ତୁ ଏହାକୁ ଆପଣ କେବେ ଆଠ ବର୍ଷରୁ କମ ଛୋଟ ପିଲା ମାନଙ୍କୁ ଦିଅନ୍ତୁ ନାହିଁ |ଏହା ସହିତ ଆପଣ ଯଦି ଏହାକୁ ଆଠ ବର୍ଷର ପିଲାଙ୍କୁ ଦେଉଛନ୍ତି ତେବେ ଅଧା ଚାମୋଚ ଦିଅନ୍ତୁ, ଏହା ସହିତ ଏହାକୁ ଯଦି କୌଣସି ବଡ଼ ଲୋକ ସେବନ କରୁଛନ୍ତି ତେବେ ଏକ ଚାମୋଚ ବ୍ୟବହାର କରିବା ଉଚିତ |

ଏହି ମିଶ୍ରଣରୁ ଆପଣ ଏକ ଚାମୋଚ ନେଇ ତାହାକୁ ଏକ ଗ୍ଲାସ ଉଷାମ କ୍ଷୀରରେ ମିଶାଇ ତାହାକୁ ଆପଣ ଦିନ ବେଳା ପିଅନ୍ତୁ, ଏହିପରି ଆପଣ କିଛି ଦିନ ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦୁର୍ବଳ ମସ୍ତିଷ୍କ ସୁସ୍ଥ ହେବା ସହିତ ଆପଣ ବ୍ରେନ ପାୱାର ମଧ୍ୟ ବୃଦ୍ଧି ପାଇବ |ଏହିପରି ଆପଣ ଲଗାତାର ଏହାର ବ୍ୟବହାର କରନ୍ତି ଯାହା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment