ବନ୍ଧୁମାନେ ଆଜିକାଲି ରିଲସ କରିବା ନିଶା ଏତେ ଘାରିଛି କି ଲୋକମାନେ କୋଉଠି କୋଉଠି ରିଲସ ତିଆରି କରିବାରେ ଲାଗୁଛନ୍ତି । ସେହିପରି ଦେଖୁ ନାହାନ୍ତି ବିବାହିତ ଯୋଡି କେମିତି ନିଜ ଚତୁର୍ଥୀ ରାତିର ରିଲସ କରି ସୋସିଆଲ ମେଡିଆରେ ପୋଷ୍ଟ କରୁଛନ୍ତି ।ଆଜିକାଲି ର ଲୋକ ମାଙ୍କୁ ଆପଣ ଦେଖୁ ଥିବେ କି କିଏ ଟ୍ରେନ ଲାଇନ ଆଗରେ ରିଲସ କରୁଛି ତ କିଏ ଛାତ ଉପରେ ।ତେବେ ଏସବି ତ ଗୋଟିଏ ସୀମା ଯାଏ ଥିଲା କିନ୍ତୁ ଆଜି ଯେଉଁ ଦମ୍ପତି ଙ୍କ ଚତୁର୍ଥ ର ରିଲସ ଦେଖିବାକୁ ମିଳୁଛି ତାହା ତ ସବୁ ସୀମା ପାର କରିଦେଇଛି ।ତେବେ ଆପଣ ନିଜେ ବି ଦେଖନ୍ତୁ କେମିତି ଏହି ରିଲସ ଭିଡ଼ିଓରେ ସ୍ୱାମୀ ସ୍ତ୍ରୀ କଣ କଣ କରୁଛନ୍ତି ।
ତେବେ ବର୍ତ୍ତମାନ ଲୋକମାନେ ଲାଜଲଜ୍ଜା ମାନ ସମ୍ମାନ ପୋଡି ଖାଇ ଗଲେଣି, ନିଜ ଭିତରେ ଆଉ ସଂଯମତା ରଖୁ ନାହାନ୍ତି ।ପ୍ରାଇଭେସି ବୋଲି କୀଚଗୀ ସମସ୍ତଙ୍କ ଜୀବନରେ ରହିଥାଏ କିନ୍ତୁ କିଛିଟା କମେଣ୍ଟ ଆଉ ଲାଇକ ପାଇବା ଆଶାରେ ଲୋକମାନେ ନିଜ ପ୍ରାଇଭେଟ ମୁହୂର୍ତ୍ତ ର ଭିଡ଼ିଓ କରି ଦେଉଛନ୍ତି ।ତେବେ ଏହି ଦମ୍ପତି ଙ୍କୁ ଦେଖୁ ନାହାନ୍ତି ନିଜ ବେଡ଼ ରୁମ ର ଚତୁର୍ଥୀ ଭିଡ଼ିଓ ତିଆରି କରିଛନ୍ତି ଆଉ ସେତିକି ନୁହେଁ ବରଂ ତଳେ ଲେଖିଛନ୍ତି କି “ଆମେ କେମିତି ଚତୁର୍ଥୀ ଵନଉଛୁ ଦେଖନ୍ତୁ”
ପୁରା ରିଲସ ଭିତରେ ଦେଖିବାକୁ ମିଳୁଛି କି ରୁମ ବି ପୁରା ଫୁଲ ଓ ଲାଇଟ ରେ ସୁନ୍ଦର ଭାବରେ ସଜା ଯାଇଛି ।ଆଉ ଭିଡ଼ିଓରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ କିସ ଓ ହଗ କରୁଛନ୍ତି, ତେବେ ଏତିକି ରେ ଶେଷ ହେଉ ନାହିଁ ରିଲସ କାରଣ ସ୍ୱାମି ଜଣକ ସ୍ତ୍ରୀ ବ୍ଲାଉଜ ର ଡୋର ଖୋଲିବାର ବି ଦେଖିବାକୁ ମିଳୁଛି ।ତେବେ ଏହି ଭିଡ଼ିଓ ଆମେ ଦେଖିଲେ ଆଖି ବନ୍ଦ ହେଇ ଯାଉଛି ତେବେ ସେହି ଦମ୍ପତି କେମିତି ଯେ ଏମିତି ଭିଡ଼ିଓ ତିଆରି କଲେ ତାହା ତାଙ୍କୁ ହିଁ ଜଣା ।ହେଲେ ବର୍ତ୍ତମାନ ଭିଡ଼ିଓ ଟି ଭାଇରଲ ହେବା ପରେ ଦର୍ଶକ ଏହି ଭିଡ଼ିଓ କୁ ନେଇ ଖୁବ ଟ୍ରୋଲ କରିବାରେ ଲାଗିଛନ୍ତି
ତେବେ ସ୍ୱାମୀ ର ସ୍ତ୍ରୀ ସମର୍କ ଖୁବ ପବିତ୍ର ଅଟେ, ଆଉ ଏହି ସମ୍ପର୍କରେ କିଛି ସୀମା ରହିଥାଏ ଯାହାକୁ ଦୁନିଆ ଆଗରେ ଦେଖାଇବା ଠିକ କଥା ନୁହେଁ ।ହେଲେ ବର୍ତ୍ତମାନ ଏହି ଦମ୍ପତି ସବୁ କିଛି ଭୁଲି ଯାଇଛନ୍ତି ସୋସିଆଲ ମେଡିଆର ଖୁବ ଭଲ ଲାଭ ଉଠାଇଛନ୍ତି ।ଆଉ କଣ ବା ଏମାନଙ୍କୁ କହିପାରିବୁ, ଏହିପରି ଲୋକଙ୍କୁ ଯେତେ ଖରାପ କହିଲେ ବି ସେମାନେ ସୁଧରୁରିବେ ନାହିଁ ।ତେବେ ଆମେ ଅନୁରୋଧ କରିବୁ କି ଏମିତି ଖରାପ ଆପତି ଜନକ ଭିଡ଼ିଓ ଜମା କରନ୍ତୁ ନାହିଁ ଯାହାର ଖୁବ ଖରାପ ପ୍ରଭାବ ଆମ ସମାଜ ଉପରେ ପଡ଼ିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।