କୋଣାର୍କ ଗଣନାଟ୍ୟ ସିଙ୍ଗର Omm Kumar ଗାଇଲେ ଏମିତି ଗୀତ ” ଝୁଲରେ ନିତାଇ ଝୁଲ “… ସମସ୍ତ ଦର୍ଶକ ଉଠି ନାଚିଲେ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ ଆମକୁ ଯାହା ଆପଣଙ୍କ ମନକୁ ବହୁତ ଖୁସି କରେଇ ଦେଇଥାଏ | ଆଉ କୁହାଯାଏ ନାଚ ଆଉ ଗୀତ ରେ ରହିଥାଏ ଏକ ସ୍ୱତନ୍ତ୍ର ଯାଦୁ ଯାହା ଦର୍ଶକ ମାନଙ୍କର ମନରେ ଘର କରିବା ସହିତ ସେମାନଙ୍କୁ ମଧ୍ୟ ସେହି ନାଚ ର ସ୍ୱର ରେ ଝୁମେଇ ଦେଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ସେଥିରେ ମଧ୍ୟ ସେମିତି କିଛି କଥା ଦେଖା ଯାଉଛି | ଆଉ ଯେଉଁଠି ନିଜର ସ୍ବରର ଯାଦୁ ରେ ଦର୍ଶକ ଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇଛନ୍ତି ଷ୍ଟେଜ ରେ ଗାଉଥିବା ଯୁବକ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ କୁହାଯାଇଛି କି ଓମ କୁମାର କୋଣାର୍କ ଗଣନାଟ୍ୟ ତରଫରୁ ଅଞ୍ଚର କ୍ରିଷ୍ଣା କୁମାର ଙ୍କ କଣ୍ଠ ରୁ ଶୁଣିବାକୁ ମିଳିଛି ଏକ ଦମଦାର ଭଜନ ଗୀତ | ଆଉ ଯେଉଁ ଗୀତ ଟିରେ ଯୁବକ ଜଣକ ତାଙ୍କର ସୁ ମଧୁର କଣ୍ଠ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି | “ଝୁଲ ରେ ନିତାଇ ଝୁଲ ” ଭଜନ ଗୀତ ରେ ଷ୍ଟେଜ ଉପରେ ସମସ୍ତଙ୍କର ମନ ହରଣ କରୁଥିବାର ଦେଖିବାକୁ ମିଳିଛି |

କୁହାଯାଏ କି ଗୀତ ରେ ଏମିତି କିଛି ବିଶେଷତ୍ୱ ରହିଛି ଯାହା ଆମକୁ ସବୁ ଦୁଃଖକୁ ଦୁରେଇ ଦେଇକି ମନରେ ଶାନ୍ତି ଭରି ଦିଏ ବୋଲି କୁହାଯାଇଛି | ଆଉ ଏଠାରେ ଦେଖିବାକୁ ମିଳିଛି କି କୋଣାର୍କ ଯାତ୍ରା ମଞ୍ଚ ରେ ସେହିଭଳି କିଛି ଧମାଲ ମୋଚେଇ ଛନ୍ତି ଯୁବକ ଜଣକ | ଆଉ ତାହା ସହିତ ତାଙ୍କର ଗୀତ ରେ ସାଥ ଦେଇଛନ୍ତି ମ୍ୟୁଜିକ ସିଆନ ମାନେ | ଆଉ ଯାହା ଫଳରେ ଗୀତ ଟି ଆହୁରି ସୁନ୍ଦର ହୋଇଯାଇଛି | ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି ଜଣା ପଡିଛି |

ଆପଣ ମାନେ ଦେଖିଥିବେ କି ଯେତେବେଳେ ଯାତ୍ରା ଟେ ଗୋଟିଏ ସ୍ଥାନରେ ହୋଇଥାଏ ସେତେବେଳେ ଷ୍ଟେଜ ରେ ପ୍ରଥମେ ଗୀତ ରୁ ଆରମ୍ଭ ହୋଇଥାଏ | ଆଉ କୁହାଯାଏ କି ଯ ଦି ଗୀତ ଟି ଭଲ ହୋଇଥାଏ ତାହେଲେ ତାହା ସମ୍ପୂର୍ଣ୍ଣ ଯାତ୍ରା କୁ ମଧ୍ୟ ଭଲ କରିଥାଏ | ତେବେ ଏଠାରେ ଓ଼ମ ଙ୍କର ଏହି ଗୀତ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment