ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ଅନେକ ପ୍ରକାରର ଭିଡ଼ିଓ ଏମିତି ଆସିଥାଏ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଯୁବକ ଜଣଙ୍କ ବଜାଇବାକୁ ଲାଗିଛନ୍ତି ପାଟିରେ ବସ ଆଉ ଟ୍ରକ ହର୍ଣ୍ଣ ର ସାଉଣ୍ଡ | ଆଉ ଏହି ଭଳି ଏକ ଭିଡ଼ିଓ କୁ ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ବ୍ୟକ୍ତି ଜଣଙ୍କର ପ୍ରସଂଶା କରିବେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ ଲୋକ ମାନେ ନିଜର ପ୍ରତିଭା ବଳ ରେ ବେଶ ଆଗକୁ ଯିବାକୁ ଲାଗିଲେଣି | ଆଉ ତାହା ସହିତ କୁହାଯାଉଛି କି ନିଜର ପ୍ରତିଭା କୁ ସୋସିଆଲ ମିଡ଼ିଆ ଜରିଆରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଲାଗି ପଡିଛନ୍ତି ବୋଲି କୁହାଯାଉଛି ଆଉ ଯାହା ବଳରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ରି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣଙ୍କ ଦେଖାଇବାକୁ ଲାଗିଛନ୍ତି ସୁନ୍ଦର ଭାବରେ ନିଜର ଏକ ଆଶ୍ଚର୍ଯ୍ୟ ଜନକ ପ୍ରତିଭା |
ଆଉ ଦେଖିବାକୁ ମିଳିଛି ବ୍ୟକ୍ତି ଜଣଙ୍କର ନିଜର ପାଟି ରେ କରିବାକୁ ଲାଗିଛନ୍ତି ସୁନ୍ଦର ଭାବରେ ଵସ ଆଉ ଟ୍ରକ ହର୍ଣ୍ଣ ର ସାଉଣ୍ଡ | ଆଉ ତାହା ସହିତ ଵସ ର ନାଁ ଅନୁଯାୟୁ ସେହି ଭଳି ହର୍ଣ୍ଣ ର ସାଉଣ୍ଡ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ଏହା ବ୍ୟତୀତ କୁହାଯାଉଛି କି ବ୍ୟକ୍ତି ଜଣଙ୍କର ଏହି ଭଳି ପ୍ରତିଭା କୁ ମହେନ୍ଦ୍ରା ର ଅଧକ୍ଷ ଆନନ୍ଦ ତାଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେୟାର କରିଛନ୍ତି |
ଆଉ ତାଙ୍କର ଏହି ଭିଡ଼ିଓ କୁ 70 ହଜାର ରୁ ଅଧିକ ଲୋକ ଦେଖିବା ସହିତ 5 ହଜାର ରୁ ଅଧିକ ଲୋକ କମେଣ୍ଟ କରିଛନ୍ତି ଆଉ କହିଛନ୍ତି କି ଏହି ବ୍ୟକ୍ତି କୁ ଇଣ୍ଡିଆଜ ଗଟ ଟେଲେଣ୍ଟ କୁ ଯିବାର ଆବଶ୍ୟକତା ରହିଛି | ତେବେ ଆଗରୁ ଆନନ୍ଦ ମଧ୍ୟ 80 ବର୍ଷୀୟା ଯୁବତୀ କେ କମଳା କାନ୍ତ ଙ୍କର 1 ଟଙ୍କା ରେ ଇଟିଲି ବିକ୍ରି କରୁଥିବାର କଥା ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ | ଆଉ ବର୍ତ୍ତମାନ ଏହି ଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।