ଦେଖନ୍ତୁ ହାର୍ଟ Touching ଦୃଶ୍ୟ : ଏହି ଛୋଟ କୁନି ପିଲା ସହ ଏମିତି ଘଟିଲା… ଭିଡ଼ିଓ ଦେଖିଲେ ହୋସ ଉଡିଯିବ….

ବନ୍ଧୁମାନେ ବହୁତ ସମୟରେ ଆପଣ ମାନେ ପଶୁ ପକ୍ଷୀ ଙ୍କୁ ଭଲପାଇବା ଦେଲେ ସେମାନେ ବି ଆପଣଂକୁ ଭଲ ପାଇବା ଦିଅନ୍ତି ।ଆଉ ଏହି ଭଲପାଇବା ଥିଲେ ଯେତେ ହିଂସ୍ର ପଶୁ ପାଖରେ ବି ଆପଣଂକୁ ଡର ଭୟ ଲାଗି ନଥାଏ ।ତେବେ ସାଧାରଣତଃ ମାଙ୍କଡ଼ ମାନଙ୍କୁ ଦେଖିଥିବେ ସେମାନେ ଭୁ ଜଲଦି ମଣିଷ ପାଖକୁ ଚାଲି ଆସନ୍ତି ।ବହୁତ ସମୟରେ ମାଙ୍କଡ଼ ମାନେ ମଣିଷ ର କ୍ଷତି ବି କରି ଦିଅନ୍ତୁ କିନ୍ତୁ ଆଜିର ଏହି ଭିଡ଼ିଓ ରେ ଦେଖନ୍ତୁ କେମିତି ଛୋଟ ପିଲାଟି ବହୁତ ଗୁଡିଏ ମାଙ୍କଡ଼ ଭିତରେ ବସିଛି ।ଯେଉଁ ଦୃଶ୍ୟ ର ଭିଡ଼ିଓ ଟି ଏବେ ସୋସିଆଲ ମେଡିଆରେ ସବୁଠି ଭାଇରଲ ହେବାରେ ଲାଗିଛି ।

ଆପଣ ମାନେ ଗାଁ ଗହଳିରେ ଦେଖିଥିବେ କେମିତି ମାଙ୍କଡ଼ ମାନେ କେମିତି ଅନେକ ଧନ ଜୀବନ ଖାଇ ଲୋକ ମାନଙ୍କର କ୍ଷତି କରିଦିଅନ୍ତି ।ଆଉ ବହୁତ ସମୟରେ ତାଙ୍କୁ ଚିଡ଼େଇବାକୁ ଯାଇ ଲୋକଙ୍କୁ ପାନେ ନେବାକୁ ପଡ଼ିଥାଏ ।ହେଲେ ଆଜି ଏକ ଭାଇରଲ ଭିଡ଼ିଓରେ କିଛି ନୂଆ ଦେଖିବାକୁ ମିଳିଛି, କାରଣ ଏଠାରେ କେବଳ ଗୋଟିଏ ନୁହେଁ ବରଂ ବହୁତ ଗୁଡିଏ ମାଙ୍କଡ଼ ଗୋଟିଏ ଛୋଟ ପିଲା ସହିତ ଏମିତି ଖେଳ ଖେଳୁଛନ୍ତି କି ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗିବ ।ତେବେ ମାଙ୍କଡ଼ ମାନଙ୍କୁ ଏମିତି କୋଉ ପିଲା ସହିତ ଆପଣ ହୁଏତ ପ୍ରଥମ ଥର ଦେଖିବେ,ଆସନ୍ତୁ ଦେଖିବା ଭିଡ଼ିଓରେ କଣ ଆଉ କେମିତି ଘଟୁଛି ।

ତେବେ ଭିଡ଼ିଓରେ ଦେଖନ୍ତୁ କେମିତି ଛୋଟ ପିଲାଟି ଘରର ବାହାରେ ବସିଛି ଆଉ ଓଇଲଟି ପାଖରେ ଗୁଡିଏ ବାଦାମ ପଡିଛି ।ଏହାପରେ ପିଲାଟି ଖେଳୁଥିବା ବେଳେ ହଠାତ ଗୋଟିଏ ମାଙ୍କଡ଼ ପିଲା ପାଖକୁ ଆସି ତାହାର ବାଦାମ ଖାଇବାକୁ ଲାଗୁଛି ।ଏହାପରେ ବହୁତ ଗୁଦୁଇ ମାଙ୍କଡ଼ ଏକାଠି ଆସି ପିଲାର ଚାରିପଟେ ଘେରି ଯିବା ସହିତ ବାଦାମ ଖାଇବାରେ ଲାଗିଛି ।କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି କି ନାଁ ପିଲାଟି ମାଙ୍କଡ଼ କୁ ଡ଼ରୁଛି ନା ମାଙ୍କଡ଼ ମାନେ ପିଲାଟିର କିଛି କ୍ଷତି କରୁଛନ୍ତି ।କେବଳ ଏତିକି ନୁହେଁ ମଝିରେ ମଜଗିରେ ମାଙ୍କଡ଼ ମାନେ ପାଖରେ ଥିବା ପାଣି ବାଲଟି ରୁ ପାଣି ବି ଯାଇ ପିଉଛନ୍ତି ।

ତେବେ ଏମିତି ଭିଡ଼ିଓ ପ୍ରାୟ ଭିଡ଼ିଓ ଟିରେ 4 ମିନିୟ ଯାଏ ଚାଲିଛି, ଆଉ ଭିଡ଼ିଓ ଦେଖିଆ କୁ ଖୁବ ମଜା ଲାଗୁଛି ।ଯିଏ ବି ସୋସିଆଲ ମେଡିଆରେ ଏହି ଭିଦ୍ୱ ଦେଖୁଚି ସେ ଖୁବ ମଜା ନେଉଛି ।ତେବେ ସତ କହିବାକୁ ଗଲେ ପଶୁପକ୍ଷୀ ମାନେ ଖୁବ ନିରୀହ ହେଇଥାନ୍ତି ତାଙ୍କୁ ଆମେ ଯେମିତି ବ୍ୟବହାର କରିବୁ ସେ ବି ଆମ ପାଖରେ ତାର ପ୍ରତୀଉତ୍ତର ରଖିବ, ଯେମିତି ଏହି ଭିଡ଼ିଓରେ ପିଲାଟି ସହ ହେଉଛି ଆପଣ ଜାଣି ପାରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment