Femily Tips – ଏହି ଗୋଟିଏ ଟିପ୍ସ କୁ follow କରନ୍ତୁ ଦେଖିବେ କମ୍ କଷ୍ଟ ରେ ଜଲଦି ପିଲା ହେବ ଗ୍ୟାରେଣ୍ଟି

ବନ୍ଧୁମାନେ ମାଆ ହ୍ରବ ସୁଖ ସମସ୍ତ ନାରୀଙ୍କ ଜୀବନ କୁ ସର୍ଥକତା ଅର୍ଡନ କରିଥାଏ,ଆଉ ପିଲା ଟିଏ ଜନ୍ମ ଦେବା ପରେ ମାଆ ନିଜର ସବୁ ଦୁଃଖ କଷ୍ଟ କୁ ଭୁଲି ଯାଏ ।ତେବେ ପିଲା ଟିଏ ଜନ୍ମ ଦେବା ଯେ କେତେ କଷ୍ଟ ତାହା ଜଣେ ମାଆ ହିଁ ଜାଣିଛନ୍ତି ।ତେବେ ଆଜିକାଲି ଆପଣ ମାନେ ଦେଖୁଥିବେ ବି ପିଲା ଜନ୍ମ ଦେବାରେ ମାଆ ମାଙ୍କୁ ଅନେକ କଷ୍ଟ କରିବାକୁ ପଡୁଛି ।ବହୁତ ସମୟରେ ସିଜେରିଆନ ବା C ସେକ୍ସନ କରିବାକୁ ପଡୁଛି, ତେବେ ଆଗରୁ ଦେଖିଥିବେ ଘରେ ମାଆ ମନେ ଅଳ୍ପ କଷ୍ଟ ରେ ପିଲା ଜନ୍ମ କରି ଦେଉଥିଲେ ।ଆଉ ଆଜିର ସମୟରେ ନର୍ମାଲ ଡେଲିଭରି ହେବ ମୁସ୍କିଲ ହେଇ ଯାଉଛି, ତେବେ ଅଳ୍ପ କଷ୍ଟ ରେ କେମିତି ପିଲା ଜନ୍ମ କରିବେ !

ତେବେ ଆପଣ ମାନଙ୍କୁ ଆଜି ଆମେ ବତେଇବୁ କି ଏମିତି କଣ କରିବେ ଯେଉଁଥି ପାଇଁ ଆପଣ ଙ୍କର ନର୍ମାଲ ଡେଲିଭରି ହେବ ସହିତ ସେଥିରେ ଖୁବ କମ କଷ୍ଟ ହେବ ।ତେବେ ଆପଣ ମାନେ ପୂର୍ବରୁ ପିଲା ଜନ୍ମ କରୁଥିବାସ ମହିଳା ମାନଙ୍କୁ ଦେଖୁଥିବେ ସେମାନେ ପ୍ରତ୍ୟେକ ଦିନ ଯୋଉ କାମ କରିଥାନ୍ତି ସେହି କାମ ସେମାନେ ନିଜ ପ୍ରେଗନେନ୍ସି ସମୟରେ ବି କରିଥାନ୍ତି ।ଆଉ ଏହି କାରଣ ପାଇଁ ପ୍ରେଗନେଣ୍ଟ ମହିଳା ମାନଙ୍କ ର ଗର୍ଭ ଦ୍ଵାରା ଖୁବ ଲୁଜ ରହିଥିଲା ଓ ଜଲଦି ଅଳ୍ପ କଷ୍ଟରେ ପିଲା ଜନ୍ମ ହେଇ ଯାଉଥିଲା ।ହେଲେ ବର୍ତ୍ତମାନ ଦେଖୁଥିବେ ଗର୍ଭବତୀ ମହିଳା ମାନେ ପ୍ରେଗନେନ୍ସି ସମୟରେ ନିଜ ରେଗୁଲାର କାମକୁ ବି କରି ନଥାନ୍ତି, ଆଉ ଏଥିପାଇଁ ତାଙ୍କୁ ଡେଲିଭରି ରେ ବହୁତ କଷ୍ଟ ସହିବାକୁ ପଡୁଛି ।

ତେବେ ଆପଣ କେତୋଟି କଥା ମନେ ରଖନ୍ତୁ ଯଦି ନର୍ମାଲ ଡେଲିଭରି ଅଳ୍ପ କଷ୍ଟରେ କରିବାକୁ ଚାହୁଁଛନ୍ତି ..

-ପ୍ରଥମରେ ମନେ ରଖନ୍ତୁ କି ଆପଣ ଯେମିତି କାମ ପୂର୍ବରୁ କରୁଥିଲେ ସେମିତି କାମ ପ୍ରେଗନେନ୍ସି ସମୟରେ ବି କରିବେ ।ଏଥିରେ ଆପଣ ଙ୍କ ବଡି ଏକ୍ସାସାଇଜ ହେବା ସହିତ ପିଲା ହେବାର ରାସ୍ତା କ୍ଲିଅର ରହିଥାଏ ।

-ପ୍ରେଗନେନ୍ସି ପେନ ଆରମ୍ଭ ହେବା ସମୟରେ ଆପଣ ନାକରେ ନିଶ୍ୱାସ ନେବେ ଆଉ ସେହି ସମୟରେ ପାଟି ବନ୍ଦ ରଖିବେ ।ଏବେ ସେହି ନିଶ୍ୱାସ କୁ ଆପଣ ପାଟିରେ ଜୋର ରେ ବାହାର କରନ୍ତୁ, ନିଶ୍ୱାସ ବାହାର କରିବା ସମୟ ରେ ଆପଣ ଟିକିଏ ପ୍ରେସର ଦେବେ ଦେଲେ ଆପଣଙ୍କ ପେନ ଆସିଥାଏ ।ତେବେ ପ୍ରେଗନେନ୍ସି ସମୟରେ ଆପଣ ଯେତେ ଚେଷ୍ଟା କରିବେ ନେସଗୁରଲ ପେନ ଆଣିବା ପାଇଁ ।

-ପେନ ହେଉଥିବା ସମୟରେ ହାତର ଦୁଇ ବୁଡ଼ା ଆଙ୍ଗୁଠି କୁ ଅଣ୍ଟା ପଛରେ ଚାପି ରଖିଲେ ବି କମ କଷ୍ଟ ଅନୁଭବ ହେଇଥାଏ ।ଏହା ବ୍ୟତୀତ ପ୍ରେଗନେନ୍ସି ସମୟରେ ଆଦ୍ୟୁ ଷ୍ଟ୍ରେସ ନେବେ ନାହିଁ ଟିକିଏ କଷ୍ଟ କରି ପେନ ଦେଲେ ଆପଣଙ୍କ ର ନର୍ମାଲ ଡେଲିଭରି ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment