ଏହି କୁନି ଦିବ୍ୟାଙ୍ଗ ଝିଅଟିର ଗୀତ ଶୁଣି ବାବା ଲୁହ ସମ୍ଭାଳି ପାରିଲେ ନାହିଁ, ଆଉ ତା ପରେ… 45 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ପ୍ରତେକ ଦିନ ଶୁଣିବାକୁ ଵା ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଭିଡ଼ିଓ ଗୁଡିକ ଆମ ମନ ପସନ୍ଦ ର ହୋଇଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆହୁରି ଅଧିକ ବଢ଼ି ଯାଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି ମନଛୁଆ ଭଜନ ଗୀତ ଟି ଶୁଣିବାକୁ ମିଳିଛି, ଯାହାକୁ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଦିବ୍ୟାଙ୍ଗ ଜଣଙ୍କ ଯାହା ସମସ୍ତ ଙ୍କର ମନକୁ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

କୁହାଯାଏ କି ସଂଗୀତ ଗୋଟିଏ ଏମିତି ଜିନିଷ ଯାହା ଆମ ସମସ୍ତ ଙ୍କର ମନକୁ ଖୁସି କରେଇ ଦେଇଥାଏ | ଆଉ ସେହି ସଂଗୀତ ର ଯାଦୁ ରେ ଦୁଃଖୀ ଥିବା ଲୋକ ର ମନରେ ମଧ୍ୟ ଖୁସି ଆଣି ଦେଇଥାଏ | ତାହା ବ୍ୟତୀତ କୁହାଯାଉଛି କି ଏମିତି ଏକ ଭିଡ଼ିଓ ବର୍ତ୍ତମାନ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ଦିବ୍ୟାଙ୍ଗ ଝିଅ ଟି ସୁନ୍ଦର ଭାବରେ ତାଙ୍କର ସ୍ୱର ଓ କଣ୍ଠ ର କମାଲ ଦେଖାଇବାକୁ ଲାଗିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି |

ତେବେ ଆଜି କାଲି ସମସ୍ତେ ନିଜର ପ୍ରତିଭା କୁ ସୋସିଆଲ ମିଡ଼ିଆ ଜରିଆରେ ପ୍ରକାଶ କରୁଛନ୍ତି | ତାହା ସହିତ ଆଜି କାଲି ପଙ୍ଗୁ ଅଥର୍ବ ମଧ୍ୟ ସମସ୍ତ କାର୍ଯ୍ୟ ରେ ଭାଗ ନେଇ ପାରୁଛି ଆଉ ସବୁକିଛି କରି ମଧ୍ୟ ପାରୁଛି | ଟେବର ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ମଞ୍ଚ ଉପରେ ସୁନ୍ଦର ଭାବରେ ସଂଗୀତ ର କମାଲ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ଆଖି ନ ଥିବା ଏକ ଦିବ୍ୟାଙ୍ଗ ଜଣଙ୍କ | ଆଉ ଯେଉଁ ଭିଡ଼ିଓ ରେ ଝିଅ ଜଣଙ୍କ ସୁନ୍ଦର ଭାବରେ ତାଙ୍କର କଣ୍ଠ ସ୍ୱର ର ଯାଦୁ ରେ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି |

ଆଉ ଯେଉଁଠି କୁହାଯାଉଛି କି ” ସତ୍ୟମ ଶିବ ସୁନ୍ଦରମ ” ଗୀତ କୁ ବେଶ ସୁନ୍ଦର ସୁରିଲା ସ୍ୱର ରେ ଗାଇ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ସେହି ଦିବ୍ୟାଙ୍ଗ ଜଣଙ୍କ | ଆଉ ଯେଉଁଠି ଦେଖିବାକୁ ମିଳିଛି ଝିଅ ଜଣଙ୍କ ମଞ୍ଚ ଉପରେ ଏହି ଭଳି ସୁନ୍ଦର ଗୀତ କୁ ଗାଇବା ପରେ ସମସ୍ତେ ବେଶ ଖୁସି ମଧ୍ୟ ହୋଇ ଯାଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment