ଏହି Most Telented କୁନି ପିଲାର 26 January ଭାଷଣ ଶୁଣିଲେ ଆପଣ ବି ଚମକି ପଡିବେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଆଜି କାଲି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ଆଜିର ଇଣ୍ଟରନେଟ ର ଯୁଗରେ ନିଜ ଭିତରେ ଥିବା ପ୍ରତିଭା କି ଆଉ କେହି ନିଜ ଭିତରେ ଲୁଚେଇକି ରଖୁ ନାହାନ୍ତି | ସମସ୍ତଙ୍କ ସାମ୍ନା ରେ ତାହାକୁ ପ୍ରଚାର କରିକି ସମସ୍ତଙ୍କର ପ୍ରିୟର ପାତ୍ର ହୋଇ ପାରିଛନ୍ତି | ଠିକ ସେହିଭଳି ସମସ୍ତଙ୍କର ମନକୁ ଛୁଇଁନେବ ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗୁଛି ଆଉ ଯାହା ସମସ୍ତଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି | ଆଉ ଛୋଟ ଛୁଆଁ ଟି କେଉଁ ଭଳି ଭାବରେ ନିଜର ଭାଷଣ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆଜି କାଲି ଛୋଟ ପିଲାଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ବିଭିନ୍ନ ନୂଆ ନୂଆ ପ୍ରତିଭା ଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଛି ସ୍କୁଲ ରେ ଏକ ସୁନ୍ଦର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି | ତାହା ହେଉଛି ସାଧାରଣ ତନ୍ତ୍ର ଦିବସ ରେ ଛୋଟ ଝିଅ ଟିର ଭାଇରାଲ ହେଉଥିବା ଭିଡ଼ିଓ |

ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଛୋଟ ଝିଅ ଟି ସ୍ୱାଧୀନତା ଦିବସ ରେ କରିବାକୁ ଲାଗିଛନ୍ତି ନିଜର ଦେଶ ବିଷୟରେ ଅନେକ କଥା | ଆଉ ତାହା ସହିତ କୁନି ଓଠ ରେ ଖୋନେଇ ଖୋନେଇ ଏତେ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ଭାଷଣ ଯାହା ବର୍ତ୍ତମାନ ସମସ୍ତଙ୍କର ମନକୁ କିଣି ନେଇଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ କୁନି ଝିଅ ଟି ତ୍ରିରଙ୍ଗା ପତାକା କୁ ହାତରେ ଧରିକି ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ସାମ୍ନା ରେ ପିଲାମାନଙ୍କର ଗହଳିରେ ଦେବାକୁ ଲାହିଛନ୍ତି ଭାଷଣ |

ତାହା ସହିତ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଜାନୁଆରୀ 26 ସାଧାରଣ ତନ୍ତ୍ର ଦିବସ ବିଷୟରେ କହିବା ସହିତ ପୂର୍ବ ପୁରୁଷ ମାନଙ୍କର ନାଁ ରେ ମଧ୍ୟ ଦେବାକୁ ଲାଗିଛନ୍ତି ଭାଷଣ | ଆଉ ଯେଉଁ ଭିଡ଼ିଓ ଟି ଦେଖିବା ପରେ ଆପଣ ମାନେ ମଧ୍ୟ ଛୋଟ ପିଲା ଟିର ପ୍ରସଂଶା ନ କରି ରହି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଛୋଟ ପିଲା ଟିର ଏହି ଭାଷଣ ର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment