Priyanka Tips – ଏହି ପାଣିକୁ ସପ୍ତାହରେ ଥରେ ଲଗାନ୍ତୁ ଚୁଟି ୪ ଗୁଣା ଅଧିକ ବଢିବାକୁ ଲାଗିବ ଗ୍ୟାରେଣ୍ଟି

ଘନ ଓ ଲମ୍ବା କେଶ ସମସ୍ତଙ୍କୁ ପସନ୍ଦ, ତା ଛଡା ନାରୀର କେଶ ତାଙ୍କ ସୌନ୍ଦର୍ଯ୍ୟ କୁ ସବୁବେଳେ ବଡାଇଥାଏ ।ହେଲେ ବର୍ତ୍ତମାନ ଖୁବ କମ ବୟସ ରୁ ଅନେକ ପ୍ରକାରର କେଶ ସମସ୍ୟା ଦେଖିବାକୁ ମିଳୁଛି ସମସ୍ତଙ୍କ ପାଖରେ ।କେଶ ଝଡ଼ିବା, ନବଡ଼ିବା, କେଶ ରୁକ୍ଷ ଦେଖାଯିବା ଏମିତି ଅନେକ ସମସ୍ୟା କେଶ ରେ ଦେଖିବାକୁ ମିଳୁଛି ।ଆଉ ଏହାର ସମାଧାନ କଣ କେମିତି କରିବେ ତାହାକୁ ନେଇ ଆପଣ ଖୁବ ଚିନ୍ତାରେ ରହୁଛନ୍ତି ।ହେଲେ ଆପଣଙ୍କ ଯଦି କୀଚଗୀ ଘରୋଇ ଉପାୟ କୁ ଆପଣେଇ ନେବେ ତାହେଲେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ପୁରା ଅନ୍ତ ହେବ ।

ଆମେ ଘର ମାନଙ୍କ ରେ ଏମିତି ସବୁ ଉପାଦାନ ରହିଛି ଯାହା କେମିକାଲ ମୁକ୍ତ ଅଟେ ଆଉ ଏସବୁକୁ ଯଦି ଆପଣ ଠିକ ଉପି ରେ ଚୁଟି ପାଇଁ ବ୍ୟବହାର କରିବେ ତାହେଲେ ଆପଣ ଯୋଉ କେଶ ପାଇଁ ଚିନ୍ତା କରୁଛନ୍ତି ସେସବୁ ପୁରା ଭୁଲିଯିବେ ।ତେବେ ଆଜି ଆପଣଂକୁ 3ଟି ରିମେଡି କହିବୁ ଯାହାକୁ ଆପଣ ବ୍ୟବହାର କରି କେଶ କୁ ମଜବୁତ କରିପାରିବେ ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ମେଥି
-ପିଆଜ
-ନଡ଼ିଆ ତେଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି କୁ ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ 4 ରୁ 5 ଟି ବଡ଼ ନାଲି ପିଆଜ ନେବାକୁ, ତେବେ ପିଆଜ ରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଚୁଟି ପାଇଁ ଖୁବ ଗୁଣକାରୀ ।ତେବେ ଆପଣ ନେଇଥିବା ପିଆଜ କୁ ସଫା କରି ତାକୁ ଛୋଟ ଛୋଟ କୋରି ନିଅନ୍ତୁ ।ତାପରେ ସେହି କୋରା ପିଆଜ କୁ ଚିପୁଡି ତାର ରସ ବାହାର କରନ୍ତୁ ।

-ଏବେ ମେଥି ନିଅନ୍ତୁ, ତେବେ ରିମେଡି ତିଆରି କରିବା ର 4 ରୁ 5 ଘଂଟା ପୂର୍ବରୁ ଦୁଇ ଚାମୁଚ ମେଥି କୁ ଭିଯାଇଦେବେ ।ଯାହା ଦ୍ୱାରା ମେଥିରେ ଥିବା ସବୁ ପୋଷକ ତତ୍ୱ ସେହି ପାଣିକୁ ଚାଲି ଆସିବ ।ଏବେ ପିଆଜ ରସ ରେ ମେଥି ଭିଜେଇଥିବା ପାଣି ରୁ ଉଇ ଚାମୁଚ ମିଶାନ୍ତୁ ଆଉ ଶେଷରେ ସେହି ରସ ରେ ଗୋଟିଏ ଚାମୁଚ ନଡ଼ିଆ ତେଲ ମିଶାନ୍ତୁ ।ଏବେ ଆପଣ ଙ୍କର ଏହି ରିମେଡି ତିଆରି ହେଇଯିବ ।

ରିମେଡି ର ବ୍ୟବହାର:-

ତେବେ ଆପଣ ଏହି ରିମେଡି ତେଲ କୁ ଗୋଟିଏ ସ୍ପ୍ରେ ବୋତଲ ବା ତୁଳା ସାହାଯ୍ୟ ରେ ଭଲ ଭାବରେ ଚୁଟି ମୂଳରେ ଓ ପୁରା ଚୁଟିରେ ଲଗେଇ ମସାଜ କରିବେ ।ଆଉ ଏମିତି ମୁଣ୍ଡକୁ 3 ରୁ 4 ଘଣ୍ଟା ରଖିବା ପରେ ସେମ୍ପୁରେ ବା ଖାଲି ପାଣିରେ ମୁଣ୍ଡ ଧୋଇ ଦେବେ ।ମନେ ରଖୀବେ ଏମିତି ଆପଣ ଏହି ରିମେଡି ର ବ୍ୟବହାର ସପ୍ତାହରେ ଥରେ କଲେ ଆପଣଙ୍କ ଚୁଟି ମଜବୁତ ହେବ ଅଆଉ ଚୁଟି ର ସମସ୍ତ ସମସ୍ୟା ରୁ ମୁକ୍ତି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment