ଏହି ସୁନ୍ଦରୀ ଯୁବତୀ ଙ୍କୁ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା, କେବେ କରିବେ ବିବାହ ଦେଖନ୍ତୁ

ବନ୍ଧୁମାନେ ସେଲିବ୍ରେଟି ମାନଙ୍କୁ ନେଇ ବହୁତ ସମୟରେ ସୋସିଆଲ ମେଡିଆରେ ଅନେକ ଖବର ମିଳିଥାଏ ।ତେବେ ସେହି ସେଲିବ୍ରେଟି କୋଉ ଖେଳାଳି ହୁଅନ୍ତୁ କି କୋଉ କଳାକାର, ଆମର ତାଙ୍କ ଲାଇଫରେ କଣ ହେଉଛି କଣ ନାହିଁ ସେ ଉପରେ ବେଶ ନଜର ରହିଥାଏ ।ତେବେ ଆପଣ କ୍ରିକେଟ ଦୁନିଆ ଓ କ୍ରିକେଟର ମାନଙ୍କୁ ନେଇ ଆସୁଥିବା ଖବର ଗୁଡିକ ଉପରେ ବେଶ ନଜର ପକାଉଥିବେ ।ଆଉ ନିକଟରେ ଇଣ୍ଡିଆ କ୍ରିକେଟ ଦଳର ଖୁବ ପରିଚିତ କ୍ରିକେଟର ହାର୍ଦ୍ଧିକ ପାଣ୍ଡିଆ ଙ୍କୁ ନେଇ ଏକ ସୋକିଂ ଖବର ଶୁଣିବାକୁ ମିଳିଛି ।ଜଣାପଡିଛି କି ନିକଟରେ ପାଣ୍ଡିଆ ନିଜର ପ୍ରଥମ ସ୍ତ୍ରୀ ଙ୍କୁ ଛାଡ଼ି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ।

ତେବେ ହାର୍ଦ୍ଧିକ ପାଣ୍ଡିଆ ଇଣ୍ଡିଆ କ୍ରିକେଟ ଦଳର ଜଣେ ବେଷ୍ଟ କ୍ରିକେଟର ଅଟନ୍ତି, ସେ ଯେତେ ଯାଏ ମ୍ୟାଚ ରେ ଥାଆନ୍ତି ସେତେବେଳେ ଯାଏ ସମସ୍ତେ ଭରଷା ରଖନ୍ତି କି ଇଣ୍ଡିଆ ମ୍ୟାଚ ଜିତିବ ।ବହୁତ ମ୍ୟାଚରେ ତାଙ୍କର ଜବରଦସ୍ତ ବ୍ୟାଟିଂ ଓ ବଲିଂ ଦେଖିବାକୁ ମିଳିଛି, ନିକଟରେ ସେ ଭାରତୀୟ ଦଳରୁ ଟି 20 ମ୍ୟାଚ ରେ ବି ସିଲେକ୍ଟ ହେଇଥିଲେ ।ହେଲେ ବର୍ତ୍ତମାନ ତାଙ୍କୁ ନେଇ ଖବର ମିଳୁଛି କି ସେ ତାଙ୍କର ପ୍ରଥମ ସ୍ତ୍ରୀ ନତାସା ଙ୍କୁ ଛାଡି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ।ଆଉ ଏଥିପାଇଁ ବିବାହର ତାରିଖ ଠିକଁ ହେବା ଠାରୁ ଆରମ୍ଭ କରି ସବୁକିଛି ପରିପାରେଶନ ଆରମ୍ଭ ହେଇ ସାରିଲାଣି ।

ସୂଚନା ଅନୁଯାୟୀ ପାଣ୍ଡିଆ ତାଙ୍କର ଦ୍ଵିତୀୟ ବିବାହ ଚର୍ଚ୍ଚ ରେ କରିବାକୁ ଯାଉଛନ୍ତି, ହେଲେ ଏହା ପୂର୍ବରୁ ସେ 2020 ମସିହାରେ ବଲିଉଡ ଅଭିନେତ୍ରୀ ନତାସା ଙ୍କୁ ବିବାହ କରିଥିଲେ ଆଉ ତାଙ୍କର ପୁଅ ଟିଏ ବି ଅଛି ।ହେଲେ ବର୍ତ୍ତମାନ ଏହି କ୍ରିକେଟର ତାଙ୍କର ଦ୍ଵିତୀୟ ବିବାହ କଥା ଘୋଷଣା କରିବା ପରେ ଦର୍ଶକ ଖୁବ ଚିନ୍ତାରେ ପଡ଼ି ଯାଇଛନ୍ତି କି ସେ କାହାକୁ ଦ୍ଵିତୀୟ ବିବାହ କରିବେ ଆଉ କାହିଁକି ।ଏହା ବ୍ୟତୀତ ନତାସା ଓ ତାଙ୍କ ପୁଅ ର ଅବସ୍ଥା କଣ ହେବ, ଅନ୍ୟପଟେ ଜଣା ପଡ଼ିଛି କି ପାଣ୍ଡିଆ ଏହି ବିବାହ ଫେବୃଆରୀ 16 ତାରିଖରେ କରିବେ ।

ତେବେ ଦର୍ଶକ ବନ୍ଧୁ ପାଣ୍ଡିଆ ଦ୍ଵିତୀୟ ବିବାହ କରିବେ ଏହା ସତ କିନ୍ତୁ ସେ ନତାସା ଙ୍କୁ ହିଁ ଦ୍ଵିତୀୟ ବିବାହ କରିବେ ।ଯେତେବେଳେ ପାଣ୍ଡିଆ 2020 ରେ ନତାସା ଙ୍କୁ ବିବାହ କରିଥିଲେ ସେତେବେଳେ ନତାସା 3 ମାସ ପ୍ରେଗନେଣ୍ଟ ଥିଲେ ।ଆଉ ସେତେବେଳେ ଉଭୟଙ୍କ ର ବାହାଘର ଖୁବ ଜଳଦି ଜଳଦି ରେ ହେଇଥିଲା ତେଣୁ ବର୍ତ୍ତମାନ ଉଭୟ ପୁଣି ବିବାହ କରିବାକୁ ଯାଉଥିବା ବେଳେ ବାହାଘର ର ବାକି ରହିଥିବା ସ୍ୱପ୍ନ କୁ ପୂରଣ କରିବାର ନିଷ୍ପତ୍ତି ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment