Swastik Tv News Odisha

ଦିନେ ଏହି ରିକ୍ସାବାଲା ଝିଅ ଟିର ଜୀବନ ବଞ୍ଚାଇଥିଲା ! କିନ୍ତୁ 8 ବର୍ଷ ପରେ ଝିଅଟି ରିକ୍ସାବାଲା କୁ ଏମିତି ଉପହାର ଦେଲା ଜାଣିଲେ ଆଶ୍ଚର୍ଯ୍ୟ ହେବ………

0

କୁହାଯାଏ କି ସମୟ ବଡ଼ ବଳବାନ ।ଏହା କେତେବେଳେ କାହା ସହ କିପରି ଖେଳ ଖେଳିବ ତାହା କାହାକୁ ବି ଜଣାନଥାଏ। କିନ୍ତୁ ଯେତେବେଳେ ଏହା ଘଟିଥାଏ ସେତେବେଳେ ସମସ୍ତେ ଏହାକୁ ଦେଖି ରହିଥାନ୍ତି ।ତେବେ ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ସବୁକିଛି ଜାଣିବା କୁ ପାଇଥାଉ ଏହି ସୋସିଆଲ ମିଡ଼ିଆ ତଥା ଏହି ପାଟଫର୍ମ ମାଧ୍ୟମରେ ।

ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାରା ବିଶ୍ୱରେ କଣ ହେଉଛି କଣ ହେବାକୁ ଯାଉଛି ତାହା ବିଷୟରେ ମଧ୍ୟ ଆମେ ପୂର୍ବ ରୁ ସୂଚନା ପାଇଥାଉ ଏବଂ ସତର୍କ ହୋଇଯାଇଥାଉ। ତେବେ ଆମେ ଆଜି ଆପଣଂକୁ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।
ତେବେ ସୂଚନାଯୋଗ୍ୟ ଯେ , ଜଣେ ରିକ୍ସା ଡ୍ରାଇଭର ଜଣେ ଝିଅ ଙ୍କ ସହ କିଛି ଏପରି କରିଛନ୍ତି ଏବଂ ତାହାକୁ ସୁଜେଇ ଦେବାକୁ ଯାଇ ଝିଅ ଟି ୮ ବର୍ଷ ପରେ ସେହି ରିକ୍ସା ଚାଳକ ଙ୍କ ସହ ଯାହା କରିଛନ୍ତି ଏବଂ ତାଙ୍କୁ ଯାହା କହିଛନ୍ତି ତାହା ଜାଣିଲେ ଆପଣ ଚକିତ ହେବା ନିଶ୍ଚିତ ।ତେବେ ଏହି ଭିଡ଼ିଓ ଟି ପ୍ରକୃତ ରେ କେଉଁ ସ୍ଥାନରେ ତାହା ଆମକୁ ଜଣା ନାହିଁ ମାତ୍ର ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଚକିତ କରିବ।

ତେବେ ଉଲ୍ଲେଖ ଯୋଗ୍ୟ ଯେ ଜଣେ ରିକ୍ସା ଚାଳକ ସବୁଦିନ ଜଣେ ଝିଅ ଙ୍କୁ ତାର କଲେଜ କୁ ନେବା ଆଣିବା କରୁଥିଲା। ରାସ୍ତା ରେ ଯିବା ଆସିବା ସମୟରେ ସେମାନ ଙ୍କ ମଧ୍ୟରେ ବହୁତ କଥାବାର୍ତ୍ତା ମଧ୍ୟ ହେଉଥିଲା। ତେବେ ସବୁଦିନ ପରି ସେଦିନ ମଧ୍ୟ ଝିଅ ଟି କଲେଜ ଯିବାକୁ ବାହାରିଲା ଏବଂ ରିକ୍ସା ଚାଳକ ଜଣଙ୍କ ଝିଅ ଟିକୁ ତାର ଘର ଠାରୁ ଆସି ନେଇଗଲା ।ତେବେ ଝିଅ ଟି ସବୁ ଦିନ ଅପେକ୍ଷା ସେଦିନ ବହୁତ ଅଲଗା ଲାଗୁଥିଲା ସେ ପୁରା ଚୁପ ଚାପ ରହିବା ସହ ମନ ଦୁଃଖ କରିଥିଲା ।ଯାହାକି ସେହି ରିକ୍ସା ଚାଳକ ଜଣଙ୍କ ଅନୁଭବ କରିପାରିବା ରେ ସକ୍ଷମ ହୋଇଥିଲା।
ତେବେ କିଛି ସମୟ ପରେ ଝିଅ ଟି କାନ୍ଧିବାକୁ ଲାଗିଲା ଏବଂ ରିକ୍ସା ରୁ ଓଲ୍ହାଇ ରେଳ ଧାରଣା କୁ ଆତ୍ମହତ୍ୟା ପାଇଁ ଗଲା ଏହା ଦେଖି ରିକ୍ସା ଚାଳକ ଜଣଙ୍କ ତାଙ୍କୁ ବଞ୍ଚାଇଲା ।ଏଥିରେ ଝିଅ ଟି ତା ଉପରେ ବହୁତ ରାଗିଥିଲା ।ତେବେ ଭାଗ୍ୟ ଯୋଗ ଦେଖନ୍ତୁ ଯେ ରିକ୍ସା ଵାଲା ସେହି ଦିନରୁ ତା ଘରକୁ ଗଲା ନାହିଁ କିନ୍ତୁ ବିଗତ ୮ ବର୍ଷ ପରେ ସେହି ରିକ୍ସା ଚାଳକ ର ଦେହ ଖରାପ ହେବାରୁ ସେ ହସ୍ପିଟାଲରେ ଥିଲା କିନ୍ତୁ ହସ୍ପିଟାଲରେ ଆଖି ଖୋଲିଲା ପରେ ସେ ଯାହା ଦେଖିଲା ତାହା ବିଶ୍ୱାସ କରିପାରିଲା ନାହିଁ।

ସେ ଦେଖିଲା କି ସେ ବଞ୍ଚେଇ ଥିବା ଝିଅ ଟି ତାର ଚିକିତ୍ସା କରିଛନ୍ତି ଏବଂ ସେ ଜଣେ ଡାକ୍ତର ଅଟନ୍ତି। ଏହାପରେ ଝିଅ ଟି କହିଲା ବାପା ମୁଁ ତୁମରି ପାଇଁ ଆଜି ଏହି ସ୍ଥାନରେ ରହିଛି ।ସେହି ଘଟଣା ପରେ ତୁମେ ମୋ ଘରକୁ ଆସିଲ ନାହିଁ ମୁଁ ତୁମକୁ ବହୁତ ଖିଜିଛି ।ତେବେ ମୋର ସୌଭାଗ୍ୟ ତୁମକୁ ଆଜି ପାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.