ଦେଖନ୍ତୁ Shocking ଭିଡ଼ିଓ : ଏକୁଟିଆ ମହିଳା ଙ୍କୁ ଦେଖି Kiss କରି ଫେରାର ହେଉଛି ଯୁବକ… ସିସିଟିଭି ରେ ହେଲା ରେକର୍ଡ..

ବନ୍ଧୁମାନେ ଆଜିକାଲି ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳୁଛି ।ବହୁତ ସମୟରେ ଏମିତି ଅଦ୍ଭୁତ ଘଟଣା ର ଭିଡ଼ିଓ ବି ଦେଖିବାକୁ ମିଳୁଛି ଯାହା ଦେଖୁବା ପରେ ଖୁବ ଆଶ୍ଚର୍ଯ୍ୟ ଲାଗିଥାଏ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଆଶ୍ଚର୍ଯ୍ୟ କର ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗୁଛି ।ଆଉ ଭିଡ଼ିଓ ଦେଖିବା ପରେ ଦର୍ଶକ ଙ୍କ ହୋସ ଉଡି ଯାଉଛି ।ତେବେ ଭିଡ଼ିଓ ରେ ଜଣେ ଯୁବକ ହଠାତ ଜଣେ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ କିସ କରି ଦେଉଛନ୍ତି ଆଉ ତାପରେ ଯାହା ଘଟୁଛି ଆସନ୍ତୁ ଜାଣିବା ।

ତେବେ ଆପଣ ମାନେ ସମାଜରେ ଘଟୁଥିବା ଅନେକ ଅପରାଧ ବିଷୟରେ ଜାଣିଛନ୍ତି ।ଏହାଛଡ଼ା ଏହି ଘଟଣା ଗୁଡିକ କେମିତି ଘଟୁଛି ତାହାର ଭିଡ଼ିଓ ବି ଦେଖିବାକୁ ମିଳିଥାଏ ।ବହୁତ ସମୟରେ ସିରିଏଲ କିଲର ଙ୍କୁ ନେଇ ବି ଅନେକ ଘଟଣା ଦେଖିଛନ୍ତି, ହେଲେ ବର୍ତ୍ତମାନ ଏକ ଭିଡ଼ିଓ ଦେଖିବାକୁ ମିଳିଛି ।ଆଉ ଏଥିରେ ଜଣେ ସିରିଏଲ କିସର ଙ୍କୁ ଦେଖିବାକୁ ମିଳିଛି ।ତେବେ ଆପଣ ସିରୀଏଲ କିଲର ଙ୍କ ବିଷୟରେ ଶୁଣିଛନ୍ତି କିନ୍ତୁ ଏହି ସିରିଏଲ କିସର ବିଷୟରେ ହୁଏତ ଜାଣି ନଥିବେ ।ତେଣୁ ଆଜିର ଏହି ଭିଡ଼ିଓ ରେ ଦେଖନ୍ତୁ ଏହି ସିରିଏଲ କିସର ଙ୍କୁ ଆଉ ତାଙ୍କ କାରନାମା କୁ ।

ଭିଡ଼ିଓରେ ଘଟଣା ଟି କିଛି ଏମିତି ଦେଖିବାକୁ ମିଳୁଛି କି ଜଣେ ମହିଳା ଫୋନ ରେ କଥା ହେଉଛନ୍ତି ଆଉ ସେହି ସମୟରେ ପଛରୁ ଜଣେ ଯୁବକ ଅଚାନକ ଆସି ମହିଳା ଙ୍କୁ ଜୋର କରି କିସ କରି ଦେଉଛନ୍ତି ।ତେବେ ଏମିତି ଏକ ଘଟଣା ବିହାର ର ଜାମଇ ରେ ଦେଖିବାକୁ ମିଳିଛି, ମହିଳା ଜଣକ ଏକ ହସ୍ପିଟାଲ ଆଗରେ ଫୋନ ରେ କଥା ହେଉଥିବା ବେଳେ ତାଙ୍କ ସହିତ ଏମିତି ଘଟିଥିଲା ।ଆଉ ହସ୍ପିଟାଲରେ ଲାଗିଥିବା ସିସିଟିଭି ରେ ଏହି ପୁରା ଘଟଣା ର ଭିଡ଼ିଓ ରେକର୍ଡ ହେଇ ଯାଇଥିଲା, ବର୍ତ୍ତମାନ ଭିଡ଼ିଓ ସାମ୍ନା କୁ ଆସିବା ପରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ କୁହା ଯାଉଛି କି ଏହି ଭିଡ଼ିଓ ଦେଖିବା ପରେ ପାଖ ଅଞ୍ଚଳରେ ସିରିଏଲ କିସର ର ଭୟ ସୃଷ୍ଟି ହେଇଯାଇଛି ।ଅନ୍ୟପଟେ ପିଡ଼ିତା ମହିଳା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଓ ଦୋଷୀ କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ।ଏନେଇ ପୋଲିସ ମଧ୍ୟ ନିଜ କାମରେ ଲାଗି ଯାଇଛି ଓ ସେହି ସିରିଏଲ କିସର କୁ ଖୋଜିବାରେ ଲାଗିଛନ୍ତି ।ହେଲେ ଏହିପରି ଏକ ଘଟଣା ନୂଆ ହେଇଥିବା ବେଳେ ସିରିଏଲ କିସର ପାଇଁ ମହିଳା ଙ୍କର ସୁରକ୍ଷା ସଂକଟରେ ପଡ଼ି ଯାଇଛି ।ତେଣୁ ଏନେଇ ଜଳଦି ଏକ ବଡ଼ ପଦକ୍ଷେପ ନେବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment