ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଦର୍ଶକ ବନ୍ଧୁ ଦେଶର ବିଭିନ୍ନ ସ୍ଥାନରେ ସରକାର ଦ୍ୱାରା ଜାରି ହେଇଥିବା ବିଭିନ୍ନ ସଂସ୍ଥା ମାନଙ୍କ ଭିତରୁ ଆମ୍ବୁଲାନ୍ସ ସେବା ଏକ ଗୁରୁତ୍ୱ ପୂର୍ଣ୍ଣ ସଂସ୍ଥା, ଯେଉଁଥିରେ ଆମ୍ବୁଲାନ୍ସ ବିଭିନ୍ନ ପ୍ରକାର ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରିବା ସହିତ ରୋଗୀ କୁ ମରଣ ମୁହଁରୁ ବଞ୍ଚାଇ ଦିଆଯାଇଥାଏ | ତେବେ ଏହି ଆମ୍ବୁଲାନ୍ସ ସେବା ପାଇଁ ବହୁତ ସମୟରେ ଦେଖା ଯାଏ ଯେ ବହୁତ ସିରିଏସ ରୋଗୀ ମଧ୍ୟ ବଞ୍ଚି ଯାଇଥାନ୍ତି ଯାହା ଆପଣ ମାନେ ଅଙ୍ଗେ ଲିଭାଇ ଥିବେ | ତେବେ ଠିକ ସେହିପରି ନ ହେଲେ ମଧ୍ୟ ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖା ଯାଇଛି ଯାହାକୁ ନେଇ ବହୁତ ଆଲୋଚନା କରାଯାଉଥିବାର ମଧ୍ୟ ଦେଖା ଯାଇଛି | ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖା ଯାଇଛି |

ମିଳିଥିବା ସୂଚନା ଅନୁଯାୟୀ ଏକ ସ୍ଥାନରେ ଆମ୍ବୁଲାନ୍ସ ଏକ ରୋଗୀ କୁ ନେଇ ଯାଇଥିବା ସମୟରେ ହଠାତ ସେହି ଆମ୍ବୁଲାନ୍ସ ଆଗରେ ଟ୍ରାଫିକ ବାଧକ ସାଜିଥିଲା | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି | ତେବେ ଟ୍ରାଫିକରେ ନିୟନ୍ତ୍ରଣ ହରାଇ ଆମ୍ବୁଲାନ୍ସ ଟି ଯାଇ ସେଠାରେ ଥିବା କିଛି ବାଇକ ଆରହୀ ଙ୍କ ଉପରକୁ ଆମ୍ବୁଲାନ୍ସ ଟି ଚଡିଯାଇଥିବା ଦେଖା ଯାଇଛି ଓ ସେଠାରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିବା ସହିତ ସେଠାରେ ଥିବା ଟ୍ରାଫିକ ପୋଲିସ ଗଣ୍ଡଗୋଳ କୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି |

ତେବେ ଯେପରି ଭିଡ଼ିଓ ଦେଖା ଯାଇଛି ଏହା କେମିତି ହେଲା ଓ କଣ ପାଇଁ ହେଲା ତାହା ଏଯାଏ ଜଣା ପଡିନଥିବା ବେଳେ ଏପରି ଘଟଣାକୁ ନେଇ ଉଭୟ ଟ୍ରାଫିକ ଓ ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ଉପରେ ପ୍ରଶ୍ନ ଉଠୁଛି |ଆଉ ଯେଉଁଠି କୁହାଯାଇଛି ଯେ ଆମ୍ବୁଲାନ୍ସ ହିତ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏପରି ଘଟଣା କୁ ନେଇ ଏବେ ଚର୍ଚ୍ଚା ବିଷୟ ପାଲଟିଛି | ତେବେ ଲୋକଙ୍କର ଏହିପରି ଅସାବଧାନତା ଓ ଆମ୍ବୁଲାନ୍ସ ର ଏପରି ଗାଡି ଉପରକୁ ଚଡି ଯିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି |

ତେବେ କହିବା କଥା କି ଯେମିତି ଜନସାଧାରଣ ମାନେ ଟ୍ରାଫିକ ସିଂଗନାଲ ମାନୁଛନ୍ତି ଆଉ ଆମ୍ବୁଲାନ୍ସ ପାଇଁ ସେମାନେ ରାସ୍ତା ରେ ଅଟକି ରହୁଛନ୍ତି, ସେହିଭଳି ଆମ୍ବୁଲାନ୍ସ ଚଳାଉଥିବା ଲୋକ ମାନେ ମଧ୍ୟ ଟିକିଏ ସତର୍କତା ଅବଲମ୍ବନ କରିବା ଉଚିତ | ତାହା ନ ହେଲେ ଏହା ଲୋକ ମାନଙ୍କର କ୍ଷତି ପହଞ୍ଚାଇବା ବୋଲି କୁହାଯାଉଛି |ତେବେ ଭାଇରାଲ ହେଉଥିବା ଭିଡ଼ିଓ କେଉଁ ସ୍ଥାନର ଜଣା ପଡିନଥିବା ବେଳେ ଏହାକୁ କେହି ଜଣେ ନିଜେ ମୋବଇଲ ରେକର୍ଡ କରି ସୋସିଆଲ ମିଡିଆରେ ଜରିଆରେ ଭିଡ଼ିଓଟିକୁ ପୋଷ୍ଟ କରିଛନ୍ତି | ଯାହାର ଭାଇରାଲ ହେବାର କିଛି ସମୟ ପରେ ଏହାକୁ ବହୁତ ସଂଖ୍ୟକ ଲୋକ ଦେଖିବା ସହିତ ତାଙ୍କର ମୋତ ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment