ପୂର୍ଵ ଅପେକ୍ଷା ବର୍ତ୍ତମାନ ସମୟରେ ମନୁଷ୍ୟ ସମାଜରେ ଅନେକ ପରିବର୍ତ୍ତନ ଆସିଛି। ମନୁଷ୍ୟର ଦୈନ୍ୟଦିନର କାମ ଖୁବ ସହଜ ସାଧ୍ୟ ହୋଇ ଯାଇଛି। ଯେଉଁ କାମ କରିବା ପାଇଁ ଦୁଇ ଦିନ ଲାଗୁଥିଲା। ବର୍ତ୍ତମାନ ସମୟରେ ସେହି କାମ କରିବା ପାଇଁ ଦୁଇ ଘଣ୍ଟା ସମୟ ଲାଗୁଛି। ପ୍ରତ୍ୟେକ ଦିନ ନୂଆ ନୂଆ ସବୁ ଉପକରଣ ବାହାରୁଛି। ଯାହା ଫଳରେ ମନୁଷ୍ୟର କାମ ଖୁବ ସହଜ ହୋଇଯାଉଛି। ମନୁଷ୍ୟ ଦ୍ୱାରା ଯେଉଁ ସବୁ ଜିନିଷ ତିଆରି ହେଉଛି। ପ୍ରତ୍ୟେକ ଜିନିଷର କିଛି କିଛି ଗୁଣ ରହିଛି। ଉଦାହରଣ ସ୍ୱରୂପ, ଯଦି ଗୋଟିଏ ମଟର ସାଇକେଲ ରେ ଦୁଇ ଜଣ ବସିବା କଥା ସେଥିରେ ୬ ଜଣ ବସିବା ଦ୍ୱାରା ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାର ଅସୁବିଧା ଘଟିବ।
ଏପରି ଅନେକ ସମୟରେ ଦେଖିଥିବେ ଯେ ଓଭର ଲୋଡ଼ ହୋଇ ଯାଉଥିବା ଗାଡ଼ି ଆକ୍ସିଡେଣ୍ଟ ମଧ୍ୟ ହୋଇଥାଏ। ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡ଼ିଓ ଦେଖିବା ପାଇଁ ପାଇଥିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି। ଯେଉଁ ଭିଡ଼ିଓ ରେ ଏକ ଓଭର ଲୋଡ଼ ଟ୍ରକ ଯାଉଛି ଏବଂ ଓଲଟି ମଧ୍ୟ ପଡ଼ିଲା। ସୂଚନା ଅନୁସାରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଟ୍ରକ ଯାଉଛି ସେଥିରେ ଧାନ ବସ୍ତା ବୋଝି ହୋଇଛି।
ତେବେ ଏତେ ମାତ୍ରା ରେ ଧାନ ବସ୍ତା ବୋଝି ହୋଇଛି ଟିକିଏ ଗାଡ଼ି ହଲିଲେ। ଉପରେ ଥିବା ଧାନ ବସ୍ତା ମଧ୍ୟ ଦୋହଲୁଛି। ଯେ କୌଣସି ମୁହୂର୍ତ୍ତରେ ଓଲଟି ପଡ଼ିବ ତାହା କେହି ପାରିବେ ନାହିଁ। ସବୁଠାରୁ ବଡ଼ କଥା କଥା ହେଉଛ ଟ୍ରକ ପାର୍ଶ୍ଵରେ ଯେଉଁ ସବୁ ମଟର ଗାଡ଼ି , ସାଇକେଲ ଏବଂ କାର ଇତ୍ୟାଦି ଯାଉଛି। ତାଙ୍କ ଉପରେ ଓଲଟି ପଡ଼ିବ ତାହା କେହି କହି ପାରିବେ ନାହିଁ। ଯାହାବି ହେଉ ରାସ୍ତାରେ ଯାଉଥିବା ସମୟରେ ହଠାତ ଓଲଟି ପଡ଼ିଲେ। ତେବେ ଭାଗ୍ୟକୁ କାହାରି ଉପରେ ଓଲଟି ନାହିଁ। ପାଖରେ କୌଣସି ଗାଡି ନଥିଲା। ଯଦି କୌଣସି ଲୋକ ଉପରେ ପଡ଼ିଥାନ୍ତା। ତାହାଲେ ସେ ଲୋକ ଚଟଣି ବନିଯାଇଥାନ୍ତା।
ଭଗବାନ କୃପାରୁ କାହାରି ଉପରେ ପଡି ନାହିଁ। ଯଦି ଦେଖିବା ଏଭଳି ଓଭର ଲୋଡ଼ କରି ଗାଡ଼ି ରେ କୌଣସି ଜିନିଷ ଆଣିବା ଲାଭ କଣ ଏଭଳି ବିପଦ ପୂର୍ଣ୍ଣ ଭାବରେ ଗାଡ଼ି ଚଳେଇବା ନିଜ ଜୀବନ ପ୍ରତି ବିପଦ ହେବା ସହିତ ଅନ୍ୟ ମାନଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ଆପଣ ମାନେ ଥରୁଟିଏ ଚିନ୍ତା କରନ୍ତୁ ଏଭଳି ଓଭର ଲୋଡ଼ କରି ଗାଡ଼ି ଚଲେଇବା ଲୋକ ମାନଙ୍କ ଉପରେ ବିପଦ ସୃଷ୍ଟି କରିପାରିପାରେ। ତେବେ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁଭଳି ଭାଇରାଲ ହେବାରେ ଲାଗିଛି। ଶେଷରେ ଗୋଟିଏ ଉପଦେଶ ଏଭଳି ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ। ନିଜ ଜୀବନଠୁ କିଛି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।