ଏମିତି ବି ଆସେ ମୃତ୍ୟୁ ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଅଧିକ ଆଲୋଚନା କରିବା |

ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତାହା ବହୁତ ଆଶ୍ଚର୍ଯ୍ୟ କର ଘଟଣା ଟି ଅଟେ |ତେବେ ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ଷା ହେଲେ ଯଦି ଆମେ ବାହାରକୁ ଯାଇଥାଉ ଆମ ମନ ରେ କିଛି କିଛି ନା ଭୟ ରହିଥାଏ | କାରଣ ସେହି ସମୟରେ ସମସ୍ତ ସ୍ଥାନରେ ବର୍ଷା ପାଇଁ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଯେମିତକି ବିଜୁଳି ଘଡ ଘଡି ମାରିବା ଠୁ ଆରମ୍ଭ କରି ଗଛ ଗୁଡିକ ଭାଙ୍ଗିଯିବା ଆଶଙ୍କା ରହିଥାଏ ଯାହା ଦ୍ୱାରା ଆମର ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ | ଠିକ ସେହିପରି ଏକ ଘଟଣା ଜଣେ ଯୁବକ ଙ୍କ କ୍ଷେତ୍ରରେ ଦେଖା ଯାଇଛି ଓ ତାଙ୍କର ଜୀବନ ମରୁ ମରୁ ବଞ୍ଚିଛି ବୋଲି କୁହାଯାଇଛି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ବର୍ଷା ସମୟରେ ଜଣେ ଯୁବକ ରାସ୍ତା କୋଡ଼ରେ ଛିଡା ହେଇଥାଏ ଓ ଠିକ ସେତିକି ସମୟରେ ରାସ୍ତା ଆର ପଟରେ ଏକ ବିଶାଳକାୟ ଗଛ ଭାଙ୍ଗିପଡିବାର ଜାଣିପାରି ଯୁବକ ଜଣଙ୍କ ସେହି ସ୍ଥାନ ରୁ ଘୁଞ୍ଚି ଯାଇଥିଲେ ଓ ତାପରେ ଗଛଟି ଯୁବକ ଜଣଙ୍କ ପ୍ରଥମେ ଯେଉଁ ସ୍ଥାନରେ ଛିଡା ହେଇଥିଲେ ସେହି ସ୍ଥାନରେ ସେହି ବିଶାଳ କାୟ ଗଛଟି ଆସି ପଡିଥିଲା ଓ ଯୁବକ ଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା |

ଆଉ ଯାହା କୁହାଯାଉଛି କି କଥାରେ ଅଛି ଯେ ଯଦି ରଖେ ହରି ତୋ ମାରେ କିଏ ତାହା ଏହି ଭିଡ଼ିଓ ସ୍ପଷ୍ଟ ଜଣା ପଡିଛି | ଏହା ବ୍ୟତୀତ କୁହାଯାଉଛି ଯେ ଯୁବକଙ୍କ ଉପସ୍ଥିତ ବୃଦ୍ଧି ବଳରେ ଯୁବକ ଜଣଙ୍କ ମରଣ ମୁହଁରୁ ବଞ୍ଚି ଆସିଲା | ତାହାଲେ ଏହା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବାର ଦେଖା ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment