ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ |ତେବେ ସେହି ଭିଡ଼ିଓ ଗୁଡିକ ଭିତରେ କିଛି ଏଭଳି ଭିଡ଼ିଓ ଥାଏ ଯାହା କୁ ଆପଣ ମାନେ ଦେଖିଲେ ଖୁସି ହୋଇ ଯାଉଥିବା ବେଳେ କିଛି ଭିଡ଼ିଓ ଏମିତି ଥାଏ ଯାହା କୁ ଦେଖିଲେ ଆପଣ ମାନେ ଦୁଃଖ ପ୍ରକାଶ କରିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ବାପା କି ପରି ରାସ୍ତା ରେ ସ୍କୁଟି ନେଇ ବାହାରି ଯାଇଛନ୍ତି |ଆଉ ସେହି ସମୟରେ ରାସ୍ତା ଉପରେ ଏକ୍ସିଡେଣ୍ଟ ହେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ରାସ୍ତା ରେ ଯାଉଥିବା ସମୟରେ ଆମ ମାନଙ୍କୁ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଦେଖିବାକୁ ମିଳିଥାଏ କି ଆମର କେତେକ ଅସାବଧାନତା କାରଣରୁ ରାସ୍ତା ଉପରେ ଆମେ ମାନେ ଅସୁବିଧା ର ସମ୍ମୁଖୀନ ହୋଇଥାଉ | ଆଉ ଯାହା ଫଳରେ ଅନେକ ସମୟରେ ଆମର ଜୀବନ ଉପରେ ବିପଦ ଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହିଭଳି ଏକ ଘଟଣା ଘଟିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ଘଟି ଯାଇଛି ଏକ ଦୁର୍ଘଟଣା |
ଆପଣ ମାନେ ଜାଣିଥିବେ କି ଆପଣ ମାନଙ୍କୁ ସବୁବେଳେ ରାସ୍ତା ରେ ଯିବା ପାଇଁ ହେଲେ ସତର୍କତା ଅବଲମ୍ବନ କରିବା ପାଇଁ ପଡିଥାଏ | ଆଉ ସବୁବେଳେ ରାସ୍ତା କୁ ଅନେଇ ନିଜକୁ ସୁରକ୍ଷା ଦେବା ସହିତ ଟ୍ରାଫିକ ର ନିୟମକୁ ମାନିକି ଆମକୁ ଗାଡ଼ି ଚଳାଇବା ପାଇଁ ପଡିଥାଏ ବୋଲି କୁହାଯାଉଛି | ତେବେ ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ କି ଆମର ରାସ୍ତା ଉପରେ ସବୁବେଳେ ଯିବାକୁ ହେଲେ ସାବଧାନତା ଅବଲମ୍ବନ କରିବା ପାଇଁ ପଡିଥାଏ | ତାହା ନ ହେଲେ ଆମ ସହିତ କେଉଁ ସମୟରେ କୌଣସି ବି ଦୁର୍ଘଟଣା ଘଟି ଯିବାର ସମ୍ଭାବନା ଥାଏ ବୋଲି କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସ୍କୁଟି ରେ ଝିଅ ଦୁଇଜଣ ଯାଉଥିଲେ |ଆଉ ସେହି ସମୟରେ ସେମାନଙ୍କର ଟିକିଏ ଅସାବଧାନତା କାରଣ ରୁ ଏକ ବାଇକ ଵାଲା ସହିତ ସେମାନଙ୍କର ଧକ୍କା ହୋଇ ଯାଇଛି ଆଉ ଯାହା ଫଳରେ ସେମାନେ ତଳେ ପଡ଼ି ଯାଇଛନ୍ତି ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।