ଏମିତି ହିମ୍ମତ ବାଲା ଛୁଆ ଜୀବନର କେବେ ଦେଖି ନଥିବେ… ଖତରନାକ ମାଙ୍କଡ଼ ( Langoors ) ସହ କଲା ଏମିତି…

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଉଛି | ତାହାଲେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଅଧିକ ଆଲୋଚନା କରିବା |

ବର୍ତ୍ତମାନ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯେଉଁଥିରେ ଆମେ ପ୍ରତ୍ୟେକ ଦିନ ଆମେ କିଛି ଏମିତି ଭିଡ଼ିଓ ଦେଖିଥାଉ ଯାହାକୁ ଦେଖି ଆମେ କେତେବେଳେ ଖୁସି ହେଇ ଯାଉ ତୋ ପୁଣି କେତେବେଳେ ଦୁଃଖ ପ୍ରକାଶ କରିଥାଉ | ହେଲେ ସୋସିଆଲ ମିଡିଆରେ ଏବେ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ | ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ 2 ବର୍ଷର ବାଳକ ଓ ମାଙ୍କଡ ମଧ୍ୟରେ ଥିବା ଭଲ ପାଇବା | ଆଉ ଯେଉଁ କଥାଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତାହା ଠାରୁ ବେଶି ଆଶ୍ଚର୍ଯ୍ୟକର ଏହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ଜାଣିଥିବେ ଯେ ଛୋଟ ପିଲା ହେଉ କି ବଡ଼ ସେମାନେ ଜୀବ ଯନ୍ତୁ ଙ୍କୁ ପ୍ରବଳ ଭୟ କରିଥାନ୍ତି ଓ ତା ପାଖକୁ ଯିବାକୁ ମଧ୍ୟ ଡରିଥାନ୍ତି | ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ 1.5 ବର୍ଷ ର ବାଳକ ମାଙ୍କଡ ମାନଙ୍କ ମଝିରେ ବସି ଖେଳିବା ସହିତ ତାଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି | ତେବେ ସୂଚନା ଅନୁଯାୟୀ ଏହି ବାଳକ ଟି ଖାଲି ଦିନେ ନୁହେଁ ପ୍ରତି ଦିନ ସକାଳେ 6 ରେ ନିନ୍ଦରୁ ଉଠି ମାଙ୍କଡ଼ ମାନଙ୍କ ପାଇଁ ଖାଇବା ନେଇଯାଏ ଓ ମାଙ୍କଡ଼ କୁ ଖାଇବାକୁ ଦିଏ ଓ ମାଙ୍କଡ ମାନଙ୍କ ସହିତ ବସି ନିଜେ ମଧ୍ୟ ଖାଇଥାଏ |

ଆଉ ଯାହା ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ମାଙ୍କଡ ମାନେ ମଧ୍ୟ ଏହି ବାଳକ ର କିଛି କ୍ଷତି କରେନାହିଁ ବରଂ ବାଳକ ସହିତ ବସି ଖେଳୁଥିବା ର ଭିଡ଼ିଓ ଏବେ ସାମ୍ନା କୁ ଆସିଛି | ଆଉ ଯାହାକୁ ଦେଖିଲେ ଆପଣ ମାନେ ମାଙ୍କଡ଼ ଭିତରେ ଥିବା ବଡ଼ ପଣିଆ ପ୍ରକାଶ ପାଇଛି ବୋଲି କୁହାଯାଉଛି |ତେବେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment