ଏମିତି ହିମ୍ମତ ବାଲା ଛୁଆ ଜୀବନର କେବେ ଦେଖି ନଥିବେ… ଖତରନାକ ମାଙ୍କଡ଼ ( Langoors ) ସହ କଲା ଏମିତି…

ଆମେ ସମସ୍ତେ ଯେତେବେଳେ କୌଣସି ହିଂସ୍ର ପଶୁ ଦେଝି ଦେଉ ଡରରେ ଜୀବନ ଛାଡ଼ିଯାଏ, ହେଲେ ବେଳେ ବେଳେ ସେହି ପଶୁ ମାନେ କିଛି ଏମିତି ବ୍ୟବହାର କରିଥାନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।ତେବେ ଆଜିକାଲି ସୋସିଆଲ ମେଡିଆରେ ପଶୁ ପକ୍ଷୀ ମାନଙ୍କୁ ନେଇ ଅନେକ ଭିଡ଼ିଓ ଦେଖିବାକୁ ମିଳୁଛି ।ବହୁତ ସମୟରେ ମଣିଷ ମାନଙ୍କ ସହିତ ପଶୁପକ୍ଷୀ ମନେ ଯେମିତି ରହୁନ୍ତି ତାହା ତ ଖୁବ ଚକିତ କରିଥାଏ ।ତେବେ ଏହି ଭିଡ଼ିଓରେ ଦେଖୁ ନାହାଁନ୍ତି କେମିତି ଛୋଟ ପିଲାଟି ମାଙ୍କଡ଼ ମାନଙ୍କ ଭିତରେ ମସ୍ତି କରୁଛି ।

ତେବେ ବହୁତ ସମୟରେ ଆପଣ ମାନେ ପଶୁ ପକ୍ଷୀ ଙ୍କୁ ଭଲପାଇବା ଦେଲେ ସେମାନେ ବି ଆପଣଂକୁ ଭଲ ପାଇବା ଦିଅନ୍ତି ।ଆଉ ଏହି ଭଲପାଇବା ଥିଲେ ଯେତେ ହିଂସ୍ର ପଶୁ ପାଖରେ ବି ଆପଣଂକୁ ଡର ଭୟ ଲାଗି ନଥାଏ ।ତେବେ ସାଧାରଣତଃ ମାଙ୍କଡ଼ ମାନଙ୍କୁ ଦେଖିଥିବେ ସେମାନେ ଭୁ ଜଲଦି ମଣିଷ ପାଖକୁ ଚାଲି ଆସନ୍ତି ।ବହୁତ ସମୟରେ ମାଙ୍କଡ଼ ମାନେ ମଣିଷ ର କ୍ଷତି ବି କରି ଦିଅନ୍ତୁ କିନ୍ତୁ ଆଜିର ଏହି ଭିଡ଼ିଓ ରେ ଦେଖନ୍ତୁ କେମିତି ଛୋଟ ପିଲାଟି ବହୁତ ଗୁଡିଏ ମାଙ୍କଡ଼ ଭିତରେ ବସିଛି ।ଯେଉଁ ଦୃଶ୍ୟ ର ଭିଡ଼ିଓ ଟି ଏବେ ସୋସିଆଲ ମେଡିଆରେ ସବୁଠି ଭାଇରଲ ହେବାରେ ଲାଗିଛି ।

ଆପଣ ଭିଡ଼ିଓ ଟିକୁ ପ୍ରଥମ ରୁ ଦେଖନ୍ତୁ କେମିତି ଛୋଟ ପିଲାଟି ଘରର ଛାତ ଉପରେ ବସିଛି ଆଉ ତାର ଚାରି ପାଖରେ ମାଙ୍କଡ଼ ମାନେ ଘେରି ରହିଛନ୍ତି ।ପାଖରେ କେହି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଙ୍କଡ଼ ମାନଙ୍କୁ ବାଦାମ ଖାଇବାକୁ ଦେଉଛନ୍ତି ।ତେବେ ସେତେବେଳେ ମାଙ୍କଡ଼ ମନେ ବାଦାମ ଖାଉଛନ୍ତି ଆଉ ସରିଗଲା ପରେ ପିଲାଟି ହାତରୁ ବି ନେଇ ଯାଉଛନ୍ତି ବାଦାମ ।ଆଉ ସେତେବେଳେ ପିଲାଟି କାନ୍ଦି କାନ୍ଦି ମାଙ୍କଡ଼ ଙ୍କୁ ପିଟିବାରେ ଲାଗିଛି, ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି କି ମାଙ୍କଡ଼ ମାନେ ପିଲାର କିଛି ବି କ୍ଷତି କରୁ ନାହାନ୍ତି ।

ତେବେ ଏମିତି ପ୍ରାୟ ଭିଡ଼ିଓ ଟିରେ 10 ମିନିୟ ଯାଏ ମାଙ୍କଡ଼ ଓ ପିଲାଟିକୁ ଦେଖିବାକୁ ମିଳୁଛି ।ପୁରା ଭିଡ଼ିଓ ଦେଖି ଜାଣି ପାରୁଥିବେ କି ମାଙ୍କଡ଼ ପାଖରେ ଛୋଟ ପିଲା ଯିବା କେତେ ଡରାବନା କିନ୍ତୁ ସେହି ପିଲାର କିଛି ଡର ନାହିଁ ।ତେବେ ପାଖରେ କେହି ଜଣେ ବ୍ୟକ୍ତି ଏହି ଘଟଣା ର ପୁରା ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ତାପରେ ଭିଡ଼ିଓ ଟି ଖୁବ ଭାଇରଲ ହେଉଛି ।ତେବେ ବାସ୍ତବରେ ପଶୁ ପକ୍ଷୀ ମାନଙ୍କୁ ଆପଣ ମନେଇ ପାରିଲେ ସେମାନେ ବି ଘର ର ସଦସ୍ୟ ପରି ହେଇଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment