ଏମିତି କଣ କହିଦେଲା ଏହି ଛୋଟ ଛୁଆ Saurabh Dwivedi ହଠାତ ରାଗିଗଲେ… ଭିଡ଼ିଓ ଦେଖିଲେ ହୋସ ଉଡିଯିବ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଵା ଭାଇରାଲ ହେଉଥିବା ଭିଡ଼ିଓ ମାନ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ସେହି ଭଳି ଏକ ଜବରଦସ୍ତ ଭିଡ଼ିଓ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର, ଆଉ ଯେଉଁ ଭିଡ଼ିଓ ରେ ଛୋଟ ପିଲା ଜଣଙ୍କ କଣ କହିବାକୁ ଲାଗିଛନ୍ତି ମିଡ଼ିଆ ସାମ୍ନା ରେ ଆଜି କାଲି ର ଲୋକ ମାନଙ୍କର କାମ କୁ ନେଇକି ତାହା ବର୍ତ୍ତମାନ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ପ୍ରକାରର ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକ ଦେଖିବାକୁ ପାଉଥିବେ |ତେବେ , ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଛୋଟ ପିଲାଟି ରାସ୍ତା ରେ ବିକ୍ରି କରିବାକୁ ଲାଗିଛି ବିଭିନ୍ନ ପ୍ରକାରର ଖାଇବା ଜିନିଷ ତାହା ସହିତ ପାଠ ମଧ୍ୟ ପଢୁଛି ବୋଲି କହିବାକୁ ଲାଗିଛି | ଏହା ବ୍ୟତୀତ ଛୋଟ ପିଲା ଟି କହିଛି କି ସେ ତାହାର ମା ଙ୍କୁ କାମ ରେ ସାହାଯ୍ୟ କରୁଛି |ଆଉ ବଡ଼ ହୋଇ ଚାକିରୀ କରିବ ଆଉ ସେତେବେଳେ ମଧ୍ୟ ସେ ଘର ପାଇଁ ବହୁତ କିଛି କରିବ |

ତାହା ସହିତ ପିଲା ଟିର କହିବା କଥା କି ଆଜି କାଲି ପୁଅ ଝିଅ ମାନେ କେଉଁ ଭଳି ଭାବରେ ଖାଇ ସାରିବା ପରେ କାଚରା ପକାଇ ଦେଉଛନ୍ତି ରାସ୍ତା ରେ | ତାହା ପରେ ଦେଖିବାକୁ ମିଳିଥିଲା କି ପିଲା ଟି କହିବାକୁ ଲାଗିଛି କି ଏହି ରାସ୍ତା ରେ ଝିଅ ମାନେ ମଦ ପିଇବା କୁ ଲାଗୁଛନ୍ତି | ଆଉ ପୁଅ ମାନେ କେବଳ ଗୋଟିଏ କାର୍ଯ୍ୟ କରିବାକୁ ଲାଗୁଛନ୍ତି ତାହା ହେଉଛି ପୋବଜି ଖେଳିବାକୁ ଲାଗୁଛନ୍ତି | ତେବେ ପିଲା ଟିର କହିବା କଥା ଆଜି କାଲି ଝିଅ କୁ ପଟେଇବା ଅପେକ୍ଷା ପୋବଜି ଖେଳିବା ଅନେକ ଗୁଣ ରେ ଭଲ ଅଟେ |

ଏହା ଛଡା ପିଲା ଟି କହିବାକୁ ଲାଗିଛି କି ତାର ଭଉଣୀ ମଧ୍ୟ ଦୋକାନରେ କାମ କରିକି ପାଠ ପଢିବାକୁ ଲାଗିଛନ୍ତି | ପିଲା ଟିର ଭଉଣୀ ମଧ୍ୟ କାମ କରିକି ପାଠ ପଢୁଛି ଆଉ ସେ ମଧ୍ୟ କାମ କରିବାକୁ ଲାଗିଛନ୍ତି | ତେବେ ଛୋଟ ପିଲା ଟି ମଧ୍ୟ କାମ କରିକି ଭବିଷ୍ୟତ ରେ ବଡ଼ ହୋଇକି ଚାକିରୀ କରିବ ବୋଲି କହିବାକୁ ଲାଗିଛି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି , ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment