ଏମିତି ନାଟକ କେବେ ଦେଖିନଥିବେ… ଲୋକ ଏକ୍ସାଇଟ ହୋଇ କଣ କଲେ | Jatra Samrat Tulasi Gananatya | ଅଧା ରାତିର ସାଥି…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ସୁନ୍ଦର ଯାତ୍ରା ସିନ ବିଷୟରେ କହିବି ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ |ଆପଣ ଆଗରୁ ଅନେକ ପ୍ରକାର ଯାତ୍ରା ଦେଖିଥିବେ ନିଶ୍ଚିତ ହେଲେ ଆଜିର ଏହି ଯାତ୍ରା ସମସ୍ତଙ୍କ ଠାରୁ ଅଲଗା ଅଟେ, ଏଥିରେ ମା ପୁଅର ସମ୍ପର୍କ ଶେଷ ଜଣାପଡିବାରୁ ଜଣେ ମା ଯେ ତା ଜୀବନରେ କେତେ କଷ୍ଟ ସହିପରେ ତାହା ମଧ୍ୟ ଦେଖିବାକୁ ମିଳିଛି |ଯେଉଁ ସୁନ୍ଦର ସିନ ଦେଖି ଦର୍ଶକ ମାନଙ୍କ ଆଖିରେ ପାଣି ଆସିଯାଇଛି |ମୁଁ ଆଜି ଆପଣଙ୍କୁ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଏକ ସୁନ୍ଦର ସିନ ବିଷୟରେ କହିବି ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସିନ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯାତ୍ରା କିମ୍ବା ଫିଲ୍ମ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି, ଯଦି ନିଜ ପସନ୍ଦର ଅଭିନେତା ମାନଙ୍କୁ ଆପଣ ଦେଖନ୍ତି ତେବେ ସେହି ଯାତ୍ରା ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି |ଯାତ୍ରା ମାନଙ୍କରେ ଯାହା ସବୁବେଳେ ହୋଇଥାଏ ତାହା ଆମ. ସମାଜରେ ହେଉଥିବା ସମସ୍ତ ଚାଲି ଚଳନକୁ ଆଖି ଅଗରେ ରଖି ତାହା ମଧ୍ୟ ଅଭିନୟ ମାଧ୍ୟମରେ ଲୋକଙ୍କୁ ଶିକ୍ଷା ଦିଆଯାଇଥାଏ |ଯେକୌଣସି ଯାତ୍ରା କିମ୍ବା ଗଣନାଟ୍ୟ ହେଉ ସେଥିରେ ଯଦି ଲେଖକଙ୍କ ଲେଖା ସହିତ ଯାତ୍ରାରେ ଅଭିନୟ କରୁଥିବା ଆକ୍ଟର ମାନଙ୍କ. ଅଭିନୟ ସୁନ୍ଦର ହୋଇଥାଏ ତେବେ ତାହା ପ୍ରକୃତରେ ରିଏଲ ଲାଗିବା ସହିତ ଦର୍ଶକ ସେହିପରି ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି |

ଯଦି ଦର୍ଶକ ମାନଙ୍କ ମନକୁ ତାହା ଛୁଇଥାଏ ତେବେ ସେହି ଗଣନାଟ୍ୟଟି ଶେଷ ହେବା ପ୍ରଯ୍ୟନ୍ତ ସେମାନେ ଅପେକ୍ଷା କରି ରହନ୍ତି, ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଯାତ୍ରା ସିନରୁ ଦେଖିବାକୁ ମିଳିଛି ଯେ ଜଣେ ଖଳନାୟକ ରୋଲରେ ଅଭିନୟ କରୁଥିବା ସମୟରେ ତାର ମାକୁ ଚିହ୍ନି ନପାରି ତାର ମାକୁ ବହୁତ ମାଡ଼ ମାରିବା ସହିତ ତାକୁ ଘୋଷଡି ନିଜ ଘରୁ ବାହାର କରିଦେଲା |ମାତ୍ର ଯେତେବେଳେ ତାର ବାପା ତାକୁ ଦେଖି ତାର ମା ବୋଲି ତାକୁ ଚି଼ହେଁଇ ଦେଲା ସେତେବେଳେ ସେହି ସିନ ବହୁତ ହୃଦୟ ସ୍ପଶୀ ଥିଲା |

ଏହି ସୁନ୍ଦର ସିନ ଦେଖି ସମସ୍ତ ଦର୍ଶକଙ୍କ ଆଖିରେ ଲୁହ ଆସିଥିଲା, ଏହି ଯାତ୍ରାର ଅଭିନୟ କରୁଥିବା ଦର୍ଶକ ମାନେ ସୁନ୍ଦର ଅଭିନୟ ସମସ୍ତଙ୍କ ମନ କିଣିଥିଲା |ଏହା ସହିତ ଏହି ଗଣନାଟ୍ୟର ସମସ୍ତ ସିନ ଦର୍ଶକ ତାଳି ମଧ୍ୟ ମାରୁଥିଲେ, ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ଏହିପରି ସୁନ୍ଦର ସିନ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯାହାକି ଦର୍ଶକ ଦେଖି ବହୁତ ଖୁସି ହେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment