Blue Team Performance | SDFS | ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ପୂର୍ବରୁ ବହୁତ ପ୍ରକାର ଡ୍ୟାନ୍ସ ଭିଡ଼ିଓ ଦେଖିବାକୁ ପାଇଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତାହା ବହୁତ ପ୍ରଶଂସନୀୟ | ତେବେ ଏମିତି ଏକ ଭିଡ଼ିଓ ଆପଣ ମାନଙ୍କ ସମ୍ମୁଖକୁ ଆସିବା ପରେ ଆପଣମାନେ ଚାହିଁବେ ଏହିପରି ଏକ ଡ୍ୟାନ୍ସ କୁ ବାରମ୍ବାର ଦେଖିବା ପାଇଁ | ଆଉ ଯାହା କୁହାଯାଉଛି କି ଠିକ ସେହି ଭଳି ମନକୁ କିଣି ନେଲା ଭଳି ଭିଡ଼ିଓ ଟି ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁ ଭିଡ଼ିଓ ଦେଖା ଯାଇଛି ଜଣେ କିଛି ଯୁବକ ଓ ମହିଳା ମାନେ ତାଙ୍କର ଜବରଦସ୍ତ ଡ୍ୟାନ୍ସ କରି ଏବେ ପ୍ରଶଂସା ପାତ୍ର ହେଇପାରିଛନ୍ତି | ତାହାଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା |

ମିଳିଥିବା ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଯେ କିଛି କପୁଲ ପାର୍ଟନର ଏକ ପ୍ରୋଗ୍ରାମ ରେ ଅନୁଷ୍ଠିତ ହେଇଥିବା ଏକ ଭୋଜି ରେ ଯୋଗ ଦେଇଥିଲେ | ତେବେ ଭୋଜି ଆରମ୍ଭ ହେବା ପୂର୍ବରୁ ସେଠାରେ ଉପସ୍ଥିତ କପୁଲ ମାନଙ୍କ ମଧ୍ୟରେ ଏକ ଡ୍ୟାନ୍ସ ଆରମ୍ଭ ହେଇଥିଲା ଯେଉଁ ଥିରେ କିଛି ଯୁବକ ତାଙ୍କର ପାର୍ଟନର ଙ୍କ ସହିତ ଡ୍ୟାନ୍ସ କରିଥିବା ର ନଜର ଆସିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଦେଖାଯାଇଛି | ତେବେ ସେଠାରେ ଉପସ୍ଥିତ ଥିବା କପୁଲ ମାନେ ବିଭିନ୍ନ ଶାଡୀ ଓ ଡ୍ରେସ ପିନ୍ଧି ବହୁତ ସୁନ୍ଦର ଭାବରେ ହାତ ରଙ୍ଗ ବେରଙ୍ଗ ର ଛତା ଧରି ସୁନ୍ଦର ଭାବରେ ଡ୍ୟାନ୍ସ କରିଥିବା ର ନଜର ଆସିଛନ୍ତି |

ତେବେ ସେମାନେ ଏହି ଶାଡୀ ରେ ବହୁତ ସୁନ୍ଦର ଦେଖା ଯିବା ସହିତ ତାଙ୍କ ଡ୍ୟାନ୍ସର ଷ୍ଟାଇଲ ତାଙ୍କୁ ଆଉ ଟିକେ ସୁନ୍ଦର କରିଥିଲା | ତେବେ ଏହି ଡ୍ୟାନ୍ସ କୁ ସେଠାର ଉପସ୍ଥିତ ଥିବା ଅନ୍ୟ ଲୋକ ମାନେ ମଧ୍ୟ ବହୁତ ପ୍ରଶଂସା କରିଥିବା କୁହାଯାଇଛି ଏହା ସହିତ ଏହି ଡ୍ୟାନ୍ସ ରେ ଝୁମିବାକୁ ଲାଗିଥିଲେ |ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି କେଉଁ ସ୍ଥାନରେ ଜଣା ପଡିନଥିବା ବେଳେ | ଏହାକୁ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ମୋବଇଲ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ |

ଆଉ ଏହିଭଳି ଭାବରେ ସୁନ୍ଦର ଭାବରେ ଡାନ୍ସ ଭିଡ଼ିଓ ର ଝଲକ ରେ ସମସ୍ତେ ବିମୋହିତ ହୋଇ ଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି |ତେବେ ଭିଡ଼ିଓ ଟି ଭାଇରାଲ ହେବାର କିଛି ସମୟ ପରେ ଏହାକୁ ଶତାଧିକ ଲୋକ ଦେଖିବା ସହିତ ଏହି କପୁଲ ମାନଙ୍କର ଏହିପରି ଡ୍ୟାନ୍ସ କୁ ବେଶ ପସନ୍ଦ ମଧ୍ୟ କରିଥିବା ଜଣା ପଡିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment