ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ସାହାସୀ ମହିଳା ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଦୃଶ୍ୟ ମାନ ହୋଇଥାଏ ଯାହା ଆମ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ ବୋଲି କୁହାଯାଉଛି | ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁଭଳି ଭାବରେ ମହିଳା ଜଣଙ୍କ ସହିତ ମାଙ୍କଡ଼ ଟି ମଜା ମସ୍ତି କରୁଛି ଆଉ ଖାଇବାକୁ ଲାଗୁଛି ଚିନାବାଦାମ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା କେଉଁଠିକାର ତାହା ଜଣା ପଡିନି | କିନ୍ତୁ ମହିଳା ଜଣଙ୍କ ଓ ମାଙ୍କଡ଼ ଙ୍କ ଭିତରେ ଥିବା ସମ୍ପର୍କ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ତାହା ସହିତ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ମନକୁ ଖୁସି କରି ଦେଲା ଭଳି ମଧ୍ୟ ହୋଇଛି ଆଉ ଯେଉଁଠି ମହିଳା ଜଣଙ୍କ ଟୋକେଇ ରେ ବାଦାମ ନେଇକି ଆସିଛନ୍ତି ମାଙ୍କଡ଼ ମାନଙ୍କ ପାଇଁକି ଆଉ ସେମାନଙ୍କୁ ଖାଇବାକୁ ମଧ୍ୟ ଦେବାକୁ ଆସିଛନ୍ତି |ଆଉ ମହିଳା ଜଣଙ୍କୁ ଦେଖିକି ତାଙ୍କର ମା ଆଉ ପିଲା ଙ୍କର ସମ୍ପର୍କ ଭଳି ସମସ୍ତ ମାଙ୍କଡ଼ ମାନେ ସେଠାରେ ଜମା ହୋଇ ଯାଇଛନ୍ତି ବୋଲି କୁହାଯାଉଛି |

ଆଉ ତାହା ସହିତ ଯାହା କୁହାଯାଉଛି କି ଘଟଣା ସ୍ଥଳରେ ରାସ୍ତା ଉପରେ ମହିଳା ଜନକ ଟୋକେଇ ରୁ ବାଦାମ କାଢି ଖାଇବାକୁ ଦେବାକୁ ଲାଗିଛନ୍ତି ମାଙ୍କଡ଼ ମାନଙ୍କୁ | ଆଉ ସେମାନେ ମଧ୍ୟ ବେଶ ଖୁସି ରେ ବସି ମଜା ନେବାକୁ ଲାଗିଛନ୍ତି ଖାଇବାର | ଆଉ ମହିଳା ଜଣଙ୍କର ହାତରୁ ମଧ୍ୟ ବାଦାମ କୁ ଛଡାଇ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି | ତାହା ସହିତ କୁହାଯାଉଛି କି ଘଟଣା ସ୍ଥଳରେ ଛୋଟ ପୁଅ ଆଉ ଝିଅ ମାନେ ମଧ୍ୟ ଆସିକି ମାଙ୍କଡ଼ ଟିକୁ ବାଦାମ ଖୁଆଇବାକୁ ଲାଗିଛନ୍ତି |

ତେବେ ଦଳ ଭାବରେ ମାଙ୍କଡ଼ଆମେ ଆସିକି ବାଦାମ ଖାଉଛନ୍ତି କିନ୍ତୁ କେହି ମାଙ୍କଡ଼ ମାନେ ମହିଳା ଜଣଙ୍କର ଵା ପିଲାମାନଙ୍କର କ୍ଷତି କରୁ ନାହାନ୍ତି ବୋଲି କୁହାଯାଉଛି | ଆଉ ବେଶ ସୁନ୍ଦର ଭାବରେ ରାସ୍ତା ଉପରେ ମାଙ୍କଡ଼ ମାନେ ଖାଇବା ପାଇଁ ଲାଗିଛନ୍ତି ବାଦାମ ଓ ଏହା କୁ ଦେଖିକି ମହିଳା ଜଣଙ୍କ ମଧ୍ୟ ବେଶ ଖୁସି ଥିବା କଥା କୁହାଯାଉଛି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment