ବନ୍ଧୁଗଣ ବର୍ତମାନ ପ୍ରଶାସନିକ ପରୀକ୍ଷା ଏତେ କଷ୍ଟ ସାଧ୍ୟ୍ୟ ହେଲାନି ଯେ ଏଥିରେ ପାସ କରିବା କାଠିକର ପାଠ ହୁଇଗଲାଣି |ଆମକୁ ଏହି ସବୁ ପରୀକ୍ଷା ଦେବା ପାଇଁ ବହୁତ ପରିଶ୍ରମ କରି ପାଠ ପଢିବାକୁ ହେବ, ତାହା ସହିତ ସବୁ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ପଡିବ |ବର୍ତମାନ IAS ଓ OAS ପାଇବା ପାଇଁ ହେଲେ ଆମକୁ ପ୍ରଥମେ ଆମ ମନକୁ ସ୍ଥିର କରିବାକୁ ପଡିବ, ଏବଂ ଆମ ପଢା ସହିତ ଅନେକ ବାହାର ଜିନିଷ ବିଷୟରେ ମଧ୍ୟ୍ୟ ଜାଣିବା ପଡିବ |ସମସ୍ତ ପରୀକ୍ଷାରେ ପ୍ରାୟତଃ ବହୁତ କଷ୍ଟକର ପ୍ରଶ୍ନ ଆସୁଛି ତେବେ ଆପଣ ମନେ ନିଜର ମନକୁ ସ୍ଥିର ରଖି ଏକାଗ୍ରତା ଭାବରେ ନିଜ ପଥରେ ଆଗେଇଯିବା ଉଚିତ |ମୁଁ ଆଜି ଆପଣକୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହାକି ଆପଣଙ୍କ ଜୀବନରେ ସବୁବେଳେ କାମରେ ଆସିଵା ସହିତ ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚି ଦେବ |ତେବେ ଆସନ୍ତୁ ଜାଣିବା ଏହି ପରି କିଛି ପ୍ରଶ୍ନ ବିଷୟରେ
1:-ରାଜନୀତି ବିଜ୍ଞାନର ଜନକ କିଏ ?
ଉତ୍ତର -ଅରିସଟୋଟଲ
2:-ଇତିହାସ ର ଜନକ କିଏ ?
ଉତ୍ତର -ହେରୋଡଶ |
3:-ଅର୍ଥଶାସ୍ତ୍ର ର ଜନକ କିଏ ?
ଉତ୍ତର -ଆଡାମ ସ୍ମିଥ |
4:-ଭୂଗୋଳ ର ଜନକ କିଏ ?
ଉତ୍ତର -ଏରଟୋସ୍ଥେନେସ
5:-ଜ୍ୟାମିତିର ଜନକ କିଏ ?
ଉତ୍ତର -ଇଉକିଲଡ଼
6:-ଗଣିତର ଜନକ କିଏ ?
ଉତ୍ତର -ଅର୍କମେଡିସ
7:-ଇଂରାଜୀ ର ଜଣକ କିଏ ?
ଉତ୍ତର :-ଜେଫ୍ରି ଚଉସର
8:-ହିନ୍ଦୀର ଜନକ କିଏ ?
ଉତ୍ତର -ଭାରଟେନ୍ଦୁ ହରିଶ୍ଚନ୍ଦ୍ର
9:-ସଂସ୍କୃତର ଜନକ କିଏ ?
ଉତ୍ତର :-ପାଣିନି
10:-ବିଜ୍ଞାନ ର ଜନକ କିଏ ?
ଉତ୍ତର -ଗାଲିଲିଓ ଗଲିଲେଇ
11:-କମ୍ପୁଟର ର ଜନକ କାହାକୁ କୁହାଯାଏ ?
ଉତ୍ତର -ଚାର୍ଲସ ବାବେଜ
12:-ଆଧୁନିକ କମ୍ପୁଟରର ଜନକ ବୋଲି କାହାକୁ କୁହାଯାଏ ?
ଉତ୍ତର :-ଆଲାନ ଟୁୟରିଙ୍ଗ
13-ଟେଲିଫୋନର ଜନକ କାହାକୁ କୁହାଯାଏ ?
ଉତ୍ତର :-ଅଲେକଜାଣ୍ଡର ଗ୍ରାହମ ବେଲ
14-ମୋବଇଲ ଫୋନ ର ଜନକ କାହାକୁ କୁହାଯାଏ ?
ଉତ୍ତର :-ମାର୍ଟିନ କୋପର
15-କମେଡିର ଜନକ କାହାକୁ କୁହାଯାଏ ?
ଉତ୍ତର :-ଆରିଷ୍ଟଫାନ୍ସ
16-ରେଳୱେର ଜନକ କାହାକୁ କୁହାଯାଏ ?
ଉତ୍ତର :-ଜର୍ଜ ଷ୍ଟିଫେନସନ
17-ଭାରତୀୟ ସିନେମାର ଜନକ କାହାକୁ କୁହାଯାଏ?
ଉତ୍ତର :-dada ସାହେବ ଫାଲକେ
18:-ଆଧୁନିକ ରାଜନୀତି ବିଜ୍ଞାନର ଜନକ କିଏ ?
ଉତ୍ତର :-ନିକୋଲୋ ମାଚିଆଭେଲି
19-ସଂଖ୍ୟାର ଜନକ କାହାକୁ କୁହାଯାଏ ?
ଉତ୍ତର :-ପାଇଥାଗୋରସ
20:-ଇମେଲ ର ଜନକ କାହାକୁ କୁହାଯାଏ ?
ଉତ୍ତର :-ରେମଣ୍ଡ ସମୁଏଲ ଟମଲିନସନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।