Ep 1625 | ଝିଅ ଆମର ନୂଆବୋହୂ | ଏମିତି ରୋମାଣ୍ଟିକ ସିନ କେବେ ଦେଖି ନଥିବେ…. Watch Full Episode

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ କିଛି ନା କିଛି ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତାହା ଛଡା ଅନେକ ଫ୍ଲିମ ଓ ସିରିଏଲ ର କଥା ମାନ ମଧ୍ୟ ଭାଇରାଲ ହେଉଥିବାର ଅନେକ ସମୟରେ ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗୁଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସିରିଏଲ ଏ ଏକ ପାର୍ଟ ଟି ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁଠି ଏକ ସିରିଏଲ ରେ ହିରୋ ଆଉ ହିରୋଇନ ମାନଙ୍କର ଏକ ରୋମାଣ୍ଟିକ ସିନ ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରର ନଜର ପକାଇବା |

ତେବେ ଆପଣ ମାନେ ତରଙ୍ଗ ଚେନାଲ ରେ ପ୍ରକାଶିତ ଅନେକ ସିରିଏଲ କଥା ଜାଣିଥିବେ ଯାହା ଲୋକ ମାନଙ୍କର ଏଣ୍ଟଟେନ ପାଇଁ ଆମେ ପ୍ରକାଶ ଲାଭ କରିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ତରଙ୍ଗ ଚେନାଲ ରେ ପ୍ରକାଶ ଲାଭ କରିଥିବା ଏକ ସୁନ୍ଦର ମନୋଛୁଆଁ ରିରିଏଲ ଯାହାର ନାଁ ହେଉଛି ” ଝିଅ ଆମର ନୂଆ ବୋହୂ “| ଆଉ ଏହି ସିରିଏଲ ଟି ବେଶ ଲୋକ ପ୍ରିୟ ହେବା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁଇଁଲା ଭଳି ହୋଇଛି ବୋଲି କୁହାଯାଉଛି | ତାହା ଛଡା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଏହି ସିରିଏଲ ରେ ହିରୋ ଆଉ ହିରୋଇନ ଭାବରେ ଅଭିନୟ କରୁଥିବା ଶିବ ଆଉ ପୂଜା ଙ୍କର ଏକ ଜବରଦସ୍ତ ରୋମାଣ୍ଟିକ ସିନ ଟି ଭାଇରାଲ ହେଉଛି|

ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପୂଜା କାଦୁଅ ରେ ପଡ଼ି ଯାଇ କାଦୁଅ ହୋଇ ଛିଡା ହୋଇଛନ୍ତି | ଆଉ ସେହି ସମୟରେ ପୂଜା ଙ୍କୁ ଡ଼ାକିବ ପାଇଁ ଶିବ ଆସୁଛନ୍ତି | ତେବେ ପୂଜା ଙ୍କୁ କାଦୁଅ ଅବସ୍ଥାରେ ରେ ଦେଖିକି ଏହିଭଳି ଅବସ୍ଥା ତାଙ୍କର କେମିତି ହେଲା ବୋଲି ପଚାରିବାକୁ ଲାଗିଛନ୍ତି | ଆଉ ତାହା ପରେ ପାଣି ପାଇପ ସାହାଯ୍ୟ ରେ ପାଣି ବାହାର କରି ପୂଜା ଙ୍କ ଉପରକୁ ପଳାଇବା ପାଇଁ ଲାଗିଛନ୍ତି, ଆଉ ଯାହା ଫଳରେ ପୂଜା ର ଦେହ ରେ ଲାଗିଥିବା କାଦୁଆ ଧୋଇ ହୋଇ ଯାଉଛି | ଆଉ ଯାହା 20 ଜାନୁଆରୀ 2023 ର 1625 ନମ୍ବର ଏପିସଡ଼ ଟି ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ

ସେହି ସମୟରେ ପୂଜା ମଧ୍ୟ ପାଇପ ସାହାଯ୍ୟ ରେ ପାଣି ରେ ଶିବ ଙ୍କୁ ଓଦା କରେଇ ଦେଉଥିବାର ଦେଖିବାକୁ ମିଳିଥିଲା | ଆଉ ତାହା ପରେ ଦୁଇଜଣଙ୍କ ମଧ୍ୟରେ ଏକ ରୋମାଣ୍ଟିକ ଗୀତ ସହିତ ରୋମାଣ୍ଟିକ ସିନ ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବାର | ସେହି ଭଳି ଏକ ରୋମାଣ୍ଟିକ ସିନ ର ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବାର, ଆଉ ଯାହାକୁ ଦେଖି ଦର୍ଶକ ମାନେ ବେଶ ଖୁସି ହେବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment